Latest Odisha News

BREAKING NEWS

Browsing Category

ଖେଳ

ଲିଙ୍ଗ ପରିବର୍ତନ କରି ଫେରିଲେ ସଞ୍ଜୟ ବାଙ୍ଗରଙ୍କ ପୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ପୁଅ ଇଂଲଣ୍ଡରେ ଲିଙ୍ଗ ପରିବର୍ତନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏବେ ପୁଅରୁ ଝିଅ ହୋଇଛନ୍ତି । ତାଙ୍କ ନୂଆ ଲୁକ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ପୂର୍ବ ନାମ ଆର୍ଯ୍ୟନ ବାଙ୍ଗର ଥିଲା ଏବେ ସେ…

ଟିମ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷିତ: କଟକରେ ଟି୨୦, ଗୌହାଟୀରେ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ ଆନ୍ତର୍ଜାତୀୟ କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସିବେ । କଟକ ବାରବାଟୀରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ବିପକ୍ଷରେ ଟି୨୦ ମ୍ୟାଚ ଖେଳିବ । ଡିସେମ୍ବର ୯ରେ ଏହି ମ୍ୟାଚ ଆୟୋଜିତ…

ମୁମ୍ବାଇ ଛାଡିବେ ଯଶସ୍ୱୀ, ଅର୍ଜୁୂନଙ୍କ ସହ ଏକତ୍ର ଖେଳିବେ

ମୁମ୍ବାଇ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଘରୋଇ କ୍ରିକେଟରେ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ ବୋଲି ସେ ନିଷ୍ପତି ନେଇଛନ୍ତି । ସେ ବ୍ୟକ୍ତିିଗତ କାରଣ ଯୋଗୁ ମୁମ୍ବାଇ ବଦଳରେ ଗୋଆ ଟିମ ପକ୍ଷରୁ ଖେଳିବେ । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରେ ସେ ଏ ନେଇ ଅନୁରୋଧ କରିଥିଲେ ।…

ଆଇପିଏଲ: ବୁମରାହ, ଆକାଶଦୀପଙ୍କ ପ୍ରତ୍ୟାବର୍ତନରେ ହେବ ବିଳମ୍ବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦୁଇ ପେସ ବୋଲର ଯଶପ୍ରୀତ ବୁମରାହ ଓ ଆକାଶଦୀପଙ୍କ ଖେଳିବାରେ ଆହୁରି ବିଳମ୍ବ ହେବ ବୋଲି ଜଣାପଡିଛି । ଆକାଶଦୀପ ଏପ୍ରିଲ ୧୦ ସୁଦ୍ଧା ଦଳ ସହିତ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏଥିରେ ଡେରି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବୁମରାହ ଏପ୍ରିଲ…

ସନରାଇଜର୍ସ ହାଇଦ୍ରାବାଦ, ଏଚସିଏ ମଧ୍ୟରେ ହେଲା ବୁଝାମଣା

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଓ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ମଧ୍ୟରେ ଆଇପିଏଲ ଟିକେଟ ବଂଟାକୁ ନେଇ ବୁଝାମଣା ହୋଇଛି । ପୂର୍ବରୁ ଏଚସିଏ ମାଗଣା ପାସ ନେଇ ବ୍ଲାକମେଲ କରୁଛି ବୋଲି ସନରାଇଜର୍ସ ଅଭିଯୋଗ କରିଥିଲା । ଏ ନେଇ ବିସିସିଆଇ ହସ୍ତକ୍ଷେପ କରୁ ବୋଲି ସନରାଇଜର୍ସ ଅନୁରୋଧ…

ଭାରତ-ଇଂଲଣ୍ଡ ପଟୌଦ୍ଦି ଟେଷ୍ଟ ସିରିଜର ବଦଳିବ ନାମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଖେଳାଯିବ । ଏହି ସିରିଜକୁ ଭାରତର ମହାନ ଖେଳାଳି ପଟୌଦ୍ଦିଙ୍କ ନାମରେ ପଟୌଦ୍ଦି ଟ୍ରଫି ରଖାଯାଇଛି । ରିପୋର୍ଟ ମୁତାବକ ଏବେ ଏହି ସିରିଜର ନାମ ବଦଳାଯିବ । ଏହା ଅନ୍ୟ ଜଣେ ମହାନ ଖେଳାଳିଙ୍କ ନାମରେ ନାମିତ କରାଯିବ ।…

ଆରସିବିକୁ ଗରିବ କହିଲେ ଏହି ମହାନ ଖେଳାଳି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରି ରଖିଛି । ତେବେ ଆରସିବିକୁ ବିଜୟକୁ ପ୍ରଶଂସା କରିବା ପରିବର୍ତ୍ତେ ପୂର୍ବତନ ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଆରସିବି ପରି ଗରୀବ ଟିମକୁ ମଧ୍ୟ କିଛି…

ଆସନ୍ତୁ ଜାଣିବା ବିବିଏଲରେ କୋହଲି ଖେଳିବା ଖବରର ସତ୍ୟତା

ବେଙ୍ଗାଲୁର: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରୀ ରଖିଛି । ତେବେ ଏହାର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଏକ ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ବିଗ ବାଶ ଲିଗରେ ଖୁବ ଶୀଘ୍ର କୋହଲି ଖେଳିବାକୁ ଯାଉଛନ୍ତି । ଏ ନେଇ ସିଡନୀ…

ବିଦାୟ ବନ୍ଦନା

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ଦିଗଜ ଖେଳାଳି ବନ୍ଦନା କଟାରିଆ ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷ ଧରି ଭାରତ ପାଇଁ ଖେଳୁଥିବା ବନ୍ଦନା ୩୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ ୧୫୮ ଗୋଲ ସହିତ, ଭାରତୀୟ ମହିଳା ହକି ଇତିହାସରେ ସର୍ବାଧିକ କ୍ୟାପ୍ ଖେଳାଳି…

ହାର୍ଦ୍ଦିକ-ଜସ୍ମିନଙ୍କ ମଧ୍ୟରେ କିଛି ତ ଚାଲିଛି

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ରିଟିଶ ଗାୟକ ଜସ୍ମିନ ୱାଲିୟାଙ୍କ ବନ୍ଧୁତା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଉଭୟ ପରସ୍ପରକୁ ଭଲ ପାଉଥିବା ନେଇ ମଧ୍ୟ ଆଲୋଚନା ହେଉଛି । କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଅବସରରେ ଏ…