Latest Odisha News

BREAKING NEWS

Browsing Category

ଖେଳ

ବିଜୟ ହଜାରେ ଟ୍ରଫି: ନିଶ୍ଚିତ ବିଜୟ ସୁଯୋଗ ହାତଛଡା କଲା ଓଡିଶା, ସ୍ୱସ୍ତିକଙ୍କ ଶତକ ବ୍ୟର୍ଥ

ଅଲୂର: ଚଳିତ ବିଜୟ ହଜାରେ ଟ୍ରଫିର ଶନିବାର ଖେଳାଯାଇଥିବା ଏକ ରୋମାଂଚକ ମୁକାବିଲାରେ ହରିୟାଣା ୪ ୱିକେଟରେ ବିଜୟ ହାସଲ କରିଛି । ପାର୍ଥ ଭ୍ୟାଟ୍ସ ଅଲରାଉଣ୍ଡ ପ୍ରଦର୍ଶନ କରି ଏକାକୀ ଓଡିଶା ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି ସ୍ୱସ୍ତିକ ସାମଲଙ୍କ ଶତକ ବଦଳରେ ଓଡିଶା ୯ ୱିକେଟ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ଶ୍ରେୟାଶ, ସିରାଜଙ୍କ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଉପ ଅଧିନାୟକ ଶ୍ରେୟାଶ ଆୟାର ଓ ପେସ ବୋଲର ମହମ୍ମଦ ସିରାଜ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଶ୍ରେୟାଶ ଆୟାର ଫିଟ ନ ରହିଲେ ଯଶସ୍ୱୀ ଜୈସୱାଲ ତାଙ୍କ ସ୍ଥାନରେ ରିଜର୍ଭ…

Men’s Hockey India League:କମ୍ପିବ ଷ୍ଟାଡିୟମ…ଆଜିଠୁ ପୁରୁଷ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ;ଭୁବନେଶ୍ବରରେ…

ଚେନ୍ନାଇ:ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିବାବେଳେ ଏପଟେ ପୁରୁଷଙ୍କ ଲିଗ୍‌ ଆଜିଠୁ (ଶନିବାର-୩ ଜାନୁଆରୀ) ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ…

ସନ୍ତୋଷ ଟ୍ରଫି ଫୁଟବଲ : ୫ ପୂର୍ବ ଚାମ୍ପିୟନ ଟିମ ସହ ଗୋଟିଏ ଗ୍ରୁପରେ ଓଡିଶା

ନୂଆଦିଲ୍ଲୀ: ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ରାଉଣ୍ଡରେ ଓଡିଶା ପ୍ରବେଶ କରିଛି । ତେବେ ଓଡିଶା ୫ ପୂର୍ବ ଚାମ୍ପିୟନ ସହ କଷ୍ଟକର ଗ୍ରୁପରେ ରହିଛି । ଗ୍ରୁପ ବିରେ ଓଡିଶା ସହ କେରଳ, ସର୍ଭିସେସ, ପଞ୍ଜାବ, ରେଲୱେ ଓ ମେଘାଳୟ ରହିଛନ୍ତି । ଗ୍ରୁପ ଏରେ ୩୩ ଥର ଚାମ୍ପିୟନ ବେଙ୍ଗଲ,…

ଗମ୍ଭୀର ହଟିବେ, ଟେଷ୍ଟ କ୍ରିକେଟକୁ ଫେରିବେ କୋହଲି: ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତନ କରିବେ ବୋଲି ଅନେକ ଖବର ପ୍ରକାଶ ପାଇଛି । କୋହଲି କିନ୍ତୁ ଏ ନେଇ କୌଣସି ସଙ୍କେତ ଦେଇ ନାହାନ୍ତି । ଇତି ମଧ୍ୟରେ ଆଉ ଏକ ରିପୋର୍ଟରେ କୁହାଯାଇଛି ଗୌତମ ଗମ୍ଭୀର କୋଚ ପଦରୁ ହଟିଲେ କୋହଲି ଟେଷ୍ଟ କ୍ରିକେଟ…

ନରୱେର ଫୁଟବଲ ଖେଳାଳିଙ୍କୁ ଭେଟିଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ନରୱେର ଷ୍ଟାର ଫୁଟବଲ ଖେଳାଳି ଏର୍ଲିଙ୍ଗ ହଲାଣ୍ଡଙ୍କୁ ଭେଟିଛନ୍ତି । ମାଂଚେଷ୍ଟର ସିଟିର ଷ୍ଟ୍ରାଇକର ଗିଲଙ୍କୁ ନିଜ ସ୍ୱାକ୍ଷର ଥିବା ଏକ ଫୁଟବଲ ବୁଟ୍ସ ଏବଂ ଜର୍ସି ଉପହାର ବାବଦକୁ ଦେଇଥିଲେ । ଗିଲ ମଧ୍ୟ ତାଙ୍କୁ ଏକ ଜର୍ସି ପ୍ରଦାନ…

KKR Controversy: ବିବାଦ ପରେ BCCIର ବଡ଼ ପଦକ୍ଷେପ, ଆଇପିଏଲ୍ ୨୦୨୬ ରୁ ବାହାର ହେବେ KKR ଷ୍ଟାର ବୋଲର!

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ବିବାଦ ତେଜିବା ପରେ ଏବେ ମୁହଁ ଖୋଲିଛି ବିସିସିଆଇ। ବିସିସିଆଇ ଶାହରୁଖ ଖାନଙ୍କ ଦଳକୁ ବାଂଲାଦେଶ ଖେଳାଳିଙ୍କୁ ବାହାର କରିବା ପାଇଁ କଡ଼ା ଆଦେଶ ଜାରି କରିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ମାମଲା ଜାରି ରହିଛି। ଏହି କାରଣରୁ ପ୍ରଶଂସକମାନେ କେକେଆରକୁ…

ବାଂଲାଦେଶୀ ଖେଳାଳିଙ୍କୁ ନେଇ ବିବାଦରେ ଶାହରୁଖ ଖାନ: ନୀରବତା ବଜାୟ ରଖିଲା ବିସିସିଆଇ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମାଲିକ ଏବଂ ଅଭିନେତା ଶାହରୁଖ ଖାନ ଜଣେ ବାଂଲାଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବା ନେଇ ବିବାଦରେ ଫସିଛନ୍ତି ଏବଂ ମୁସ୍ତାଫିଜୁର ରହମାନଙ୍କୁ ହଟାଇବା ପାଇଁ ତାଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଆଧ୍ୟାତ୍ମିକ ଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ…

ସାଈ ସୁଦର୍ଶନ ଆଘାତପ୍ରାପ୍ତ, ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେନି

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ସାଈ ସୁଦର୍ଶନ ବିଜୟ ହଜାରେ ଟ୍ରଫି ଖେଳୁଥିବା ଅବସରରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ପ୍ରାରମ୍ଭିକ ଚିକିିତ୍ସା ପରେ ତାଙ୍କୁ ସୁସ୍ଥ ହେବା ପାଇଁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି କୁହାଯାଇଛି । ଅହମ୍ମଦାବାଦରେ ତାମିଲନାଡୁ ଓ…

ଓଡିଶାର ପଙ୍କଜ ଲୋଚନ ହେଲେ ଭାରତୀୟ ଭାରତୀୟ ବେସବଲ ଫେଡେରେଶନର ସଭାପତି

ଭୁବନେଶ୍ୱର: ଓଡିଶାର ପଙ୍କଜ ଲୋଚନ ମହାନ୍ତିଙ୍କୁ ଆମେଚର ବେସବଲ ଫଡେରେଶନର ଅଫ ଇଣ୍ଡିଆର ସଭାପତି ଭାବେ ଚୟନ କରାଯାଇଛି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ସେ ଦ୍ୱିତୀୟ ଥର ପାଇଁ ଏହି ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ୨୦୧୬ ଓ ୧୯ ପର୍ଯ୍ୟନ୍ତ ପଙ୍କଜ ସଫଳତା ସହ ତାଙ୍କ…