Latest Odisha News

BREAKING NEWS

Browsing Category

ଖେଳ

ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ

ନୂଆଦିଲ୍ଲୀ:୨୦୨୭ ଦିନିକିଆ ୱାର୍ଲ୍ଡକପ୍‌ରେ ସ୍ଥାନ ପାଇବା ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବୟସ ନୁହେଁ, ବରଂ ସେମାନଙ୍କର ଫିଟନେସ୍ ଏବଂ ବର୍ତ୍ତମାନର ଫର୍ମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ ସଭାପତି ମିଥୁନ ମନ୍ହାସ ଏକ…

Jailer 2: ରଜନୀଙ୍କ ବଡ ଫ୍ୟାନ କ୍ରିକେଟର ସଞ୍ଜୁ, ବୁକ୍ କଲେ ସମ୍ପୂର୍ଣ୍ଣ ଥିଏଟର…

ନୂଆଦିଲ୍ଲୀ: ପଡ଼ିଆରେ ଚୌକା ଓ ଛକା ମାରି କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରୁଥିବା କ୍ରିକେଟର ସଞ୍ଜୁ ସାମସନ ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ବଡ଼ ଫ୍ୟାନ। ଯାହାକୁ ଏବେ ସେ ପ୍ରମାଣିତ କରିଛନ୍ତି । ନିକଟରେ ସଞ୍ଜୁ ରଜନୀକାନ୍ତଙ୍କ ଫିଲ୍ମ "ଜେଲର ୨’ ଦେଖିବା ପାଇଁ ଏକ ସମ୍ପୂର୍ଣ୍ଣ…

ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ୧୭୯ ରନ୍ ପରେ ଟେମ୍ବା ବାଭୁମାଙ୍କ ବଡ଼ ବୟାନ: ସଚିନ୍ ଙ୍କୁ କଲେ ପ୍ରଶଂସା

ଗକେବେରହା : ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତଥା ଅଭିଜ୍ଞ ଷ୍ଟାର୍ ବ୍ୟାଟ୍ସର ଟେମ୍ବା ବାଭୁମା ଏକ ଚମତ୍କାର ଓ ଐତିହାସିକ ଇନିଂସ ଖେଳି ସମସ୍ତ କ୍ରିକେଟ ପ୍ରେମୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ମ୍ୟାଚ୍ ଆରମ୍ଭରେ ଦଳୀୟ ସ୍କୋର୍ ପ୍ରାରମ୍ଭିକ…

ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ହରମନପ୍ରୀତ କୌର ମାତ୍ର ୪୧ ବଲ୍‌ରୁ ୧୦ଟି ଚୌକା ଓ ୫ଟି ଛକା ସହାୟତାରେ ଅପରାଜିତ ୯୧ ରନ୍‌ର ଏକ ଆକ୍ରମଣାତ୍ମକ ଇନିଂସ ଖେଳିଛନ୍ତି । ତାଙ୍କର ଏହି ଦମଦାର୍ ପ୍ରଦର୍ଶନ ବଳରେ ଭାରତୀୟ…

ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପେସ ବୋଲର ମିଚେଲ ଷ୍ଟାର୍କ ବାମହାତୀ ପେସ ବୋଲର ଭାବେ ଗୋଟିଏ ପରେ ଗୋଟିଏ କୀର୍ତିମାନ ଗଢ଼ିବାରେ ଲାଗିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବାମହାତୀ ବୋଲର ଭାବେ ସର୍ବାଧିକ ୱିକେଟ ହାସଲକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍‌ର ୧୪୯ ବର୍ଷର ଇତିହାସରେ…

ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ

ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ଦିନିକିଆ ଟ୍ରାଇ-ସିରିଜ  ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ଏବଂ ବିବାଦୀୟ ନିଷ୍ପତ୍ତି ନେଇଛି । ପିସିବି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଦିଗ୍ଗଜ କମେଣ୍ଟେଟର୍ ନାସିର ହୁସେନ୍  ଏବଂ ମାଇକେଲ ଆର୍ଥଟନଙ୍କୁ ସରକାରୀ କମେଣ୍ଟ୍ରି ପ୍ୟାନେଲରୁ…

ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

ତିରୁଅନନ୍ତପୁରମ୍: ରଣଜୀ ଟ୍ରଫି ଏଲାଇଟ୍ ଗ୍ରୁପ୍ ସିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଦଳ କେରଳ ବିପକ୍ଷରେ ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି । କେରଳର ପ୍ରଥମ ପାଳିର ସ୍କୋର ୪୦୪ ରନ୍ ର ଜବାବ ଦେବାକୁ ଯାଇ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ୱିକେଟ୍ ହରାଇ ୧୧୪ ରନ୍…

ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ

ନାଗୋୟା: ଜାପାନର ନାଗୋୟାଠାରେ ଚାଲିଥିବା ପାରା ଏସିଆନ୍ ଗେମ୍ସରେ ଭାରତର ଦିବ୍ୟାଙ୍ଗ ତୀରନ୍ଦାଜ୍ ଶୀତଳ ଦେବୀ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ବିନା ହାତରେ ଖେଳୁଥିବା ଏହି ୧୯ ବର୍ଷୀୟ ପ୍ରତିଭାବାନ ଖେଳାଳି ମହିଳା କମ୍ପାଉଣ୍ଡ କ୍ୱାଲିଫିକେସନ୍ରେ ବିଶ୍ୱ ରେକର୍ଡ ବରାବର କରିଛନ୍ତି…

ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…

ମୁମ୍ବାଇ: ବିସିସିଆଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଭାରତର ପୂର୍ବତନ ଖେଳାଳି ପ୍ରଜ୍ଞାନ ଓଝାଙ୍କୁ ସୋମବାର ଦିନ ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ସହ ସେ ଓଡ଼ିଶାର ପ୍ରଥମ କ୍ରିକେଟର ଭାବେ ଏହି ପଦବୀ ଅଳଙ୍କୃତ କରିବାର ଗୌରବ ଅର୍ଜନ କରିଛନ୍ତି। ଭୁବନେଶ୍ୱରରେ…

ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ମିଜୋରମର ବ୍ୟାଟ୍ସମ୍ୟାନ୍ ଚିନ୍ମୟ ସୁତାର ନାଗାଲାଣ୍ଡ ବିପକ୍ଷରେ ଅପରାଜିତ ୪୦୦ ରନର ଐତିହାସିକ ପାଳି ଖେଳି ଭାରତୀୟ ଘରୋଇ କ୍ରିକେଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଏହି ମହାନ ସଫଳତା ସହ ସେ ୭୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ।ଫାଷ୍ଟ କ୍ଲାସ୍…