Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ଜାଣିବା ଅକ୍ଷରଙ୍କୁ କାହିଁକି କ୍ଷମା ମାଗିଲେ ରୋହିତ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ତାର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ସାମ୍ନା କରିଥିଲା । ଏହି ମ୍ୟାଚରେ ଏ ଭଳି ଏକ ଘଟଣା ଘଟିଲା ଯାହା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ହାତଯୋଡି କ୍ଷମା ମାଗିବାକୁ ପଡିଲା । ମ୍ୟାଚର ୯ମ ଓଭରରେ ଅକ୍ଷର ପଟେଲ ଚମତ୍କାର ବୋଲିଂ ପ୍ରଦର୍ଶନ…

ଭାରତକୁ ହରାଇବା କଷ୍ଟକର ହେବ: ପୂର୍ବତନ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୬୦ ରନ୍‌ର ବୃହତ ବ୍ୟବଧାନରେ ହରାଇଛି। ଏହି ପରାଜୟ ପରେ ଭାରତ ବିପକ୍ଷରେ ପାକିସ୍ତାନର ମୁକାବିଲା କର ବା ମର ଭଳି ହେବ। ପାକିସ୍ତାନୀ ଟିମର ଫର୍ମ ଦେଖି ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପାକିସ୍ତାନୀ…

ଚମ୍ପିଆନ୍ସ ଟ୍ରଫି: ଭାରତ ବୋଲିଂରେ ଘାଇଲା ବାଂଲା, ୧୦ଓଭରରେ ହରାଇଲେ୫ ଓ୍ବିକେଟ

ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି । ତେବେ ବାଂଲାଦେଶ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଟିମ୍ ଇଣ୍ଡିଆର ଦମଦାର୍ ବୋଲିଂରେ ୧୦ ଓଭର ସୁଦ୍ଧା…

ଚାମ୍ପିୟନ୍ସ ଟ୍ରଫିରେ ୪ର୍ଥ ଥର ପାଇଁ ପାକିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ

କରାଚୀ: ୱିଲ ୟଙ୍ଗ ଓ ଟମ ଲାଥାମଙ୍କ ଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉଦଘାଟନୀ ମୁକାବିଲାରେ ଆୟୋଜକ ପାକିସ୍ତାନକୁ ୬୦ ରନରେ ନ୍ୟୁଜିଲାଣ୍ଡ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ…

ଖାଁ ଖାଁ ଷ୍ଟାଡିୟମ; ପାକିସ୍ତାନର ମ୍ୟାଚ ଦେଖିବାକୁ ଆସିଲେନି ପାକ୍ ଦର୍ଶକ

କରାଚୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଛି। ୧୯୯୬ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ଏହା ସତ୍ତ୍ୱେ ସାରା ବିଶ୍ୱରେ ପାକିସ୍ତାନର ମଜାକ ଉଡୁଛି। ଆଜି ଚାମ୍ପିୟନ୍ସ ଟ୍ରଫିର…

୫ମ ଥର ପାଇଁ ଗୋଟିଏ ଟିମର ୨ ଜଣ ବ୍ୟାଟ୍ସମ୍ୟାନ ହାସଲ କଲେ ଶତକ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡର ୱିଲ ୟଙ୍ଗ ଓ ଟମ ଲାଥାମ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ଇନିଂସ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୨୧ ରନର ଲକ୍ଷ୍ୟ ପାକିସ୍ତାନ ସମ୍ମୁଖରେ ରଖୁଥିଲେ ।…

ହ୍ୟାକ ହେଲା କୈଫଙ୍କ ହ୍ୱାଟସଆପ ଆକାଂଉଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ କୈଫ ଅସୁବିଧାରେ ପଡି ଯାଇଛନ୍ତି । ତାଙ୍କର ହ୍ୱାଟସଆପ ଆକାଂଉଟ ହ୍ୟାକ ହୋଇଯାଇଛି । କୈଫ ନିଜେ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋ ସହିତ ଏବେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରନ୍ତୁ…

ପାକିସ୍ତାନର ଏହି ପୂର୍ବତନ ଖେଳାଳି କହିଲେ ବିସିସିଆଇକୁ ପାନେ ଦିଅ

ଦୁବାଇ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପାକିସ୍ତାନକୁ ଭାରତ ଟିମ ନ ପଠାଇବା ପଡିଶା ଦେଶର ଖେଳାଳିମାନଙ୍କୁ ବାଧିଛି । ଆଇସିସି ଶେଷ ନିଷ୍ପତି ଅନୁଯାୟୀ ହାଇବ୍ରିଡ ମଡେଲରେ ମ୍ୟାଚ ଆେୟୋଜିତ…

ଟିମ ଇଣ୍ଡିଆର ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଦେଲା ଆମେରିକା

ନୂଆଦିଲ୍ଲୀ: କ୍ରିକେଟ ଅନିଶ୍ଚିତତାର ଖେଳ ବୋଲି ପୂନର୍ବାର ପ୍ରମାଣିତ ହୋଇଛି । ଆମେରିକା ଓ ଓମାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବିଶ୍ୱରେକର୍ଡ ସୃଷ୍ଟି କରିବ କେହି ଭାବି ନ ଥିଲେ । ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ଲିଗ ୨ ମୁକାବିଲାରେ ଭାରତୀୟ ଟିମର ୪୦ ବର୍ଷ ତଳର ରେକର୍ଡ ଆମେରିକା ଭାଙ୍ଗି…

ଚାମ୍ପିୟନ୍ସ ଟ୍ରଫିରେ ଖେଳୁଛନ୍ତି ୧୮ ଭାରତୀୟ !

ଦୁବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାରତର ଏଥର ୧୮ ଖେଳାଳି ଖେଳୁଛନ୍ତି । ଅବଶ୍ୟ ଏହା ମଧ୍ୟରୁ ୩ଜଣ ଭାରତ ପକ୍ଷରୁ ଖେଳୁ ନାହାନ୍ତି । ସେମାନେ ଯଥାକ୍ରମେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ତରଫରୁ ଖେଳୁଛନ୍ତି । ଏମାନେ ଭାରତୀୟ ବଂଶୋଦ୍ଭବ ହେଲେ ମଧ୍ୟ ସେମାନଙ୍କ ପୂର୍ବପୁରୁଷ…