Latest Odisha News

BREAKING NEWS

Browsing Category

ଖେଳ

ଓଡିଶା ପାଇଲା ୩ ସ୍ୱର୍ଣ୍ଣ ୧ ରୌପ୍ୟ

ଭୁବନେଶ୍ବର: ଚଣ୍ଡିଗଡ ଠାରେ ଖେଳାଯାଇଥିବା ସର୍ବ ଭାରତୀୟ ସିଭିଲ ସର୍ଭିସ ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡିଶାର ଚମତ୍କାର ପ୍ରଦର୍ଶନ । ଫେବୃଆରୀ ୧୯ ରୁ ୨୧ ମଧ୍ୟରେ ଖେଳାଯାଇଥିବା ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ପ୍ରଯତ୍ନ ବରାଳ ଅଧିନାୟକତ୍ଵ କରିଥିଲେ । ମହିଳା ବର୍ଗରେ ଜୟନ୍ତୀ…

ଧାୱନଙ୍କ ସହ ଏହି ରହସ୍ୟମୟୀ ଯୁବତୀ କିଏ ?

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ପ୍ରଥମ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ ଅବସରରେ ପୂର୍ବତନ କ୍ରିକେଟର ଶିଖର ଧାୱନଙ୍କୁ ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା । ଶିଖରଙ୍କୁ ଏକ ବିଦେଶୀ ମହିଳାଙ୍କ ଏକତ୍ର ଦେଖିବାକୁ ମିଳିଥିଲା । ଏହି…

ରଣଜୀ ଟ୍ରଫି: ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କଲା କେରଳ

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ କେରଳ ଟିମ ଇତିହାସ ରଚିଛନ୍ତି । ସେମିଫାଇନାଲ ମ୍ୟାଚରେ ଗୁଜରାଟକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ପଛରେ ପକାଇ କେରଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ କେରଳ ଓ ବିଦର୍ଭ ମଧ୍ୟରେ ମୁକାବିଲା ହେବ । ମ୍ୟାଚର ପଂଚମ ତଥା…

ଗିଲ ହେବେ କି ଭାରତର ଅଧିନାୟକ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତର ଷ୍ଟାର ଖେଳାଳି ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ମୁକାବିଲାରେ ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଦିନିକିଆ କ୍ରିକେଟରେ ଗିଲଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଟେଷ୍ଟ ଏବଂ ଟି୨୦ ତୁଳନାରେ…

ଏଥିପାଇଁ ଅଲଗା ହେଲେ ଚହଲ– ଧନଶ୍ରୀ….

ନୂଆଦିଲ୍ଲୀ: ସବୁ ଚର୍ଚ୍ଚା ଉପରେ ଏବେ ବିରାମ ପଡିଛି । ସତରେ ବନ୍ଧନରୁ ମୁକ୍ତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା । ମାସ ମାସ ଧରି ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ଖବର ଘୁରି ବୁଲିବା ପରେ ଏବେ ଉଭୟ ବିବାହ ବିଚ୍ଛେଦ ପାଇଁ…

ସଚିନ, କୋହଲିଙ୍କୁ ପଛରେ ପକାଇଲେ ଗିଲ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୬ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଗିଲ ୧୨୯ ବଲରେ ୯ ଚୌକା ଓ ୨ ଛକା ସହାୟତାରେ ୧୦୧ ରନ କରିଥିଲେ । ଏହି ମ୍ୟାଚରେ ଗିଲ ନିଜ ନାମରେ ଆଉ ଏକ କୀର୍ତିମାନ…

ଗିଲଙ୍କ ଶତକ: ୬ ୱିକେଟରେ ଭାରତ ବିଜୟୀ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମ୍ୟାଚରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୨୮ ରନ କରିବାକୁ ସକ୍ଷମ ହୋଇଥିଲା ।…

ସଚିନଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତର ଅଧିନାୟକ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ୧୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ୧୨ ରନ କରି ବ୍ୟାଟିଂ କରୁଥିବା ବେଳେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ସେ ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୧୧୦୦୦…

ଫ୍ୟାମିଲି କୋର୍ଟରେ ଛାଡପତ୍ର ନେଲେ ଚହଲ, ଧନଶ୍ରୀ: ରିପୋର୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ପରସ୍ପରଠାରୁ ଅଲଗା ହୋଇଯାଇଥିବା ଖବର ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ଉଭୟ ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି । ଏବେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି…

ଦିନିକିଆ କ୍ରିକେଟରେ ସାମୀଙ୍କ ବିଶ୍ୱରେକର୍ଡ

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଅବସରରେ ଭାରତର ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଦିନିକିଆ କ୍ରିକେଟର ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ସାମୀ ଦିନିକିଆରେ ୨୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । କମ ବଲରେ ସେ ୨୦୦ ୱିକେଟ ହାସଲରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସାମୀ ୫୧୨୬…