Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ୨୦୨୫ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର ବିଜେତା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ପ୍ରଥମ ମୁକାବିଲା…

୧୭ବର୍ଷ ପରେ ଭାରତରେ ଏହି ଚାମ୍ପିଅନସିପ୍ ହେବ ଆୟୋଜନ..

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚି ପୁଣି ଥରେ କ୍ରୀଡା ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି । ଦକ୍ଷିଣ ଏସୀୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ର ଚତୁର୍ଥ ସଂସ୍କରଣ ରାଞ୍ଚି ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଆୟୋଜିତ ହେବ । ଆଗାମୀ ମେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି…

ପ୍ରୋ ଲିଗ୍ ୨୦୨୪-୨୫: ଭୁବନେଶ୍ୱରରେ ପହଞ୍ଚିଲେ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲ୍ୟାଣ୍ଡ ଟିମ୍

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ରବିବାର) ନେଦରଲ୍ୟାଣ୍ଡର ମହିଳା ହକି ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି ଦଳ ଚାରିଟି ଖେଳରୁ ନଅ ପଏଣ୍ଟ ହାସଲ କରି ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । …

ଏହି ସବୁ କାରଣ ଟିମ ଇଣ୍ଡିଆକୁ କରାଇବ ଚାମ୍ପିୟନ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଦୁବାଇରେ ପଂହଚିଛନ୍ତି । ୨୦୧୭ ଫାଇନାଲ ପରାଜୟକୁ ଭୁଲି ଏଥର ଟିମ ଇଣ୍ଡିଆ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ । ଷ୍ଟାର ପେସର ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିର ଭରଣା କିପରି ଦଳ କରୁଛି ସେଥିପ୍ରତି ନଜର ରହିବ । ତେବେ କେତେଗୁଡିଏ…

ପେସ ପିଚରେ ସ୍ପିନ ରଣନୀତି

ଦୁବାଇ: ଭାରତୀୟ କ୍ରିକେଟ ଟିମ ଏଥର ଚାମ୍ପିୟନ୍ସ ଟ୍ରଫି ହାସଲ କରିବା ଦୌଡରେ ଆଗରେ ରହିଛି । ଇଂଲଣ୍ଡ ବିପକ୍ଷ ସିରିଜ ପରେ ଦଳ ଏଠାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଟିମ ଚୟନ…

ଭାରତର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଭାରତୀୟ ଦଳ ଦୁବାଇ ଗସ୍ତରେ ଯାଇଛି । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ବିସିସିଆଇ ଖେଳାଳିମାନଙ୍କ ପାଇଁ କେତେକ ନିୟମାବଳୀ ଜାରୀ କରିଛି । ଏହା ଖେଳାଳିମାନଙ୍କ ମାନସିକତା ଉପରେ କେତେ…

ଶେଷ ହୋଇଗଲା କି ରୋହିତଙ୍କ ଟେଷ୍ଟ କ୍ୟାରିୟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଏକପ୍ରକାର ଶେଷ ହୋଇ ଯାଇଥିବା ଅନୁମାନ କରାଯାଉଛି । ଏବେ ଚାମ୍ପିୟନ୍ସ ଟ୍ରଫି ପରେ ରୋହିତଙ୍କ ଦିିନିକିଆ କ୍ୟାରିୟରର ଭାଗ୍ୟ ନିର୍ଭର କରୁଛି । ଯଦି ସେ ଭାରତକୁ ଚାମ୍ପିୟନ କରାଇବେ ତାହାହେଲେ ବେଶ କିଛି ଦିନ ଏହି…

୨୦୩୪ ଫିଫା ବିଶ୍ୱକପରେ ମଦ ବ୍ୟାନ

ନୂଆଦିଲ୍ଲୀ:ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ୨୦୩୪ ଫିଫା ବିଶ୍ୱକପରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ । ବ୍ରିଟେନରେ ସାଉଦି ଆରବର ରାଷ୍ଟ୍ରଦୂତ ପ୍ରିନ୍ସ ଖାଲିଦ ବିନ ବନ୍ଦର ଅଲ ସାଉଦ ଏହି ସୂଚନା ଦେଇଛନ୍ତି । ପ୍ରଥମ ଥର ଫିଫା ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଶଂସକମାନେ…

WPL2025: ଉଦଘାଟନୀ ମ୍ୟାଚରେ ଆରସିବିର ରେକର୍ଡ ବର୍ଷା

ଗୁଜୁରାଟ: ‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଗତକାଲି (୧୪ ଫେବୃଆରୀ)ରୁ ଆରମ୍ଭ ହୋଇଛି । ତେବେ ଏହି ମହିଳା ପ୍ରିମିୟର ଲିଗ୍ (WPL-2025)ର ପ୍ରଥମ ମ୍ୟାଚର ବେଶ୍ ରୋମାଞ୍ଚକର ଥିଲା । ଏଥିସହ ଏହି ମୁକାବିଲାରେ ଅନେକ ରେକର୍ଡ କରିଛନ୍ତି ଖେଳାଳୀ । ଆରସିବି ଟିମ୍ ଗୁଜରାଟ ଜାଏଣ୍ଟ୍ସକୁ ଛଅ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ:ଦୁବାଇରେ ରୋହିତଙ୍କ ବ୍ୟାଟ କରେ ରନବର୍ଷା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଚାମ୍ପିୟନ ହେବା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ଜିିତିବା ପରେ ଏବେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେଉଥିଲେ ମଧ୍ୟ ଭାରତ ସୁରକ୍ଷା…