Latest Odisha News

BREAKING NEWS

Browsing Category

ଖେଳ

ଆଜିଠୁ କଳିଙ୍ଗରେ ହକି ଫାଇଟ୍; ଆଗାମୀ ବିଶ୍ବକପ୍‌ ଟିକେଟ୍‌ ଉପରେ ହର୍ମନପ୍ରୀତଙ୍କ ନଜର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଠାରୁ ହକି ପର୍ବ ଆରମ୍ଭ। ଦର୍ଶକ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ମ୍ୟାଚର ମଜା ଉଠାଇପାରିବେ । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ ସିଜନରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆଜିଠାରୁ ଘରୋଇ ଗ୍ରାଉଣ୍ଡରେ ନିଜର ଅଭିଯାନ ଆରମ୍ଭ କରିବେ। ଆଜି…

୩୮ତମ ନ୍ୟାସନାଲ ଗେମ୍ସ; ଓଡ଼ିଶା ଖାତାକୁ ଆସିଲା ୪୬ଟି ପଦକ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ମିଳିଛି ୪୬ଟି ପଦକ । ଏଥିମଧ୍ୟରୁ ୧୪ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଏବଂ ୧୭ଟି କାଂସ୍ୟ ପଦକ ରହିଛି। ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରିଛି । ଏଥିସହ ଓଡ଼ିଶା…

ପୂନର୍ବାର ପ୍ରେମରେ ପଡିଲେ ଲଳିତ ମୋଦି

ନୂଆଦିଲ୍ଲୀ: ଆଇପିଏଲର ଫାଉଣ୍ଡର ଲଳିତ ମୋଦି ପୂନର୍ବାର ପ୍ରେମରେ ପଡିଛନ୍ତି । ଭାଲେନଟାଇନ ଡେ ଅବସରରେ ସେ ନିଜ ପ୍ରେମ ସମ୍ପର୍କରେ ଖୁଲାସା କରିଛନ୍ତି । ସେ ତାଙ୍କଠାରୁ ୨୫ ବର୍ଷ ସାନ ନୂଆ ପ୍ରେମିକା ସହ ଏକ ରୋମାଂଟିକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ମୋଦି ଏହି ଭିଡିଓ ଶେୟାର କରିବା ପରେ…

ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ନ ହେବା ପରେ ମୁହଁ ଖୋଲିଲେ କରୁଣ ନାୟାର

ନୂଆଦିଲ୍ଲୀ: ଫେବୃୟାରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ କରୁଣ ନାୟାରଙ୍କୁ ସାମିଲ କରା ନ ଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଘରୋଇ କ୍ରିକେଟରେ କରୁଣ ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ…

ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କୁ କୋଟିଏ ଓ ହାରିଲେ ବି କୋଟିଏ

ନୂଆଦିଲ୍ଲୀ: ଖେଳାଳି ହେବେ ମାଲାମାଲ୍ । ଆଇସିସି(ICC) ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ୨୦୧୭ରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫିର ପୁରସ୍କାର ରାଶି ତୁଳନାରେ ଚଳିତ ବର୍ଷ ୫୩ ପ୍ରତିଶତ ଅଧିକ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଆଇସିସି ଏହି…

ଆସନ୍ତୁ ନଜର ପକାଇବା ଚାମ୍ପିୟନ୍ସ ଟ୍ରଫିର ଇତିହାସ ଉପରେ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ୨୦୨୫ ସଂସ୍କରଣ ଫେବୃୟାରୀ ୧୯ରୁ ପାକିସ୍ତାନରେ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପ୍ରାୟ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ପୂନର୍ବାର ଆୟୋଜିତ ହେଉଛି…

ବିସିସିଆଇ ନୂଆ ନିୟମ ସମସ୍ତଙ୍କ ପାଇଁ, ବାଦ ପଡିଲେନି କୋଚ ଗମ୍ଭୀର

ନୂଆଦିଲ୍ଲୀ: ଟିମ ମଧ୍ୟରେ ମତଭେଦ ବଢ଼ିବା ଯୋଗୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କେତେକ କଠୋର ନିୟମ ଲାଗୁ କରିଛି । ଏହ ନିୟମ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ପ୍ରାୟତଃ ଲାଗୁ ହୋଇ ସାରିଛି । କୋଚ ଏବଂ ଖେଳାଳିଙ୍କ ପାଇଁ ଏହା ଲାଗୁ କରାଯାଇଛି । ଗମ୍ଭୀରଙ୍କ ସମେତ ଅନ୍ୟମାନେନିଜ ସହାୟକ…

ଆଜିଠୁ ମହିଳା ପ୍ରିମିୟର ଲିଗ୍ ଆରମ୍ଭ

ନୂଆଦିଲ୍ଲୀ:‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ । ଆଜି ଅର୍ଥାତ୍ ଫେବ୍ରୁଆରି ୧୪ରୁ ମ୍ୟାଚ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖରେ ତାରିଖରେ ଲିଗ୍ ଶେଷ ହେବ । ଏଥିରେ ଅଂଶଗ୍ରହଣ କରୁଥିବା ଦଳ ଗୁଡିକ…

ରୋହିତଙ୍କ କଥା ଶୁଣିଲା ନାହିଁ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ବଡ ଝଟକା ଦେଇଛି ବିସିସିଆଇ । ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଦୁବାଇ ଯିବା ପୂର୍ବରୁ ବୋର୍ଡକୁ ପରିବାର, ଯାତ୍ରା ସମ୍ବନ୍ଧୀୟ ଆସବାବପତ୍ର ପ୍ରଭୃତିର ତାଲିକା ଖେଳାଳିମାନଙ୍କୁ ଦେବାକୁ ପଡିଛି । ପୂର୍ବରୁ ବିସିସିଆଇ ବିଦେଶ…

ଚାମ୍ପିୟନ୍ସ ଟ୍ରଫିରୁ ଓହରିବା ପରେ ବୁମରାହ ଶେୟାର କଲେ ପ୍ରଥମ ପୋଷ୍ଟ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଯଶପ୍ରୀତ ବୁମରାହ ଓହରିଯିବା ଭାରତକୁ ଶକ୍ତା ଧକ୍କା ଲାଗିଛି । ଏବେ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ବୁମରାହ ଓହରିବା ପରେ ଗୁରୁବାର ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଥମ ପୋଷ୍ଟ କରିଛନ୍ତିି । ସେ ତାଙ୍କ…