Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆ ଖେଳିବ ନାହିଁ ଅଭ୍ୟାସ ମ୍ୟାଚ

ନୂଆଦିଲ୍ଲୀ:ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ୩-୦ରେ ଜିତିବା ପରେ ଏବେ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତିି ଆରମ୍ଭ କରିଛନ୍ତି । ଫେବୃୟାରୀ ୧୯ରୁ ଏହା ପାକିସ୍ତାନ ଏବଂ ଦୁବାଇରେ ଆୟୋଜିତ ହେବ । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ଟୁର୍ଣ୍ଣାମେଂଟ…

କେକେଆରର ଆଇପିଏଲ ଟ୍ରଫି ଟୁର୍, ୧୬ରେ ଭୁବନେଶ୍ବରକୁ ଆସିବ ଟ୍ରଫି

ଭୁବନେଶ୍ବର: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୪ର ଚମ୍ପିଆନ କୋଲକତା ନାଇଟ ରାଇଡର୍ସ (କେକେଆର) ପକ୍ଷରୁ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ରଖିଛି । ଫେବୃଆରୀ ୧୪ରୁ ୧୬ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ । ତେବେ ଏପରି ଆଇପିଏଲ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଏକ ଫ୍ରାଞ୍ଚାଇଜ୍ ପକ୍ଷରୁ…

ତାହାହେଲେ ଏଥିପାଇଁ ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେଲେ ବରୁଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ ନେଇ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ କ୍ଲିନ ସୁଇପ କରିବା ଦଳର ମନୋବଳ ବଢ଼ାଇଛି । ଆଘାତପ୍ରାପ୍ତ ପେସ ବୋଲର ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଚୂଡାନ୍ତ ଦଳରେ…

କୋହଲି ନୁହେଁ ଏହି ଖେଳାଳି ହେଲେ ଆରସିବିର ଅଧିନାୟକ

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଅଧିନାୟକ ଘୋଷଣା କରିଛି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବଦଳରେ ଆରସିବି ଏଥର ଏହି ଗୁରୁ ଦାୟିତ୍ୱ ରଜତ ପାଟୀଦାରଙ୍କୁ ପ୍ରଦାନ କରିଛି । ପାଟୀଦାର ସୟେନ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ…

ଚାମ୍ପିଅନ୍ସ ଟ୍ରଫିରେ ସ୍ଥାନ ପାଇଲେ ଶିଖର ଧାୱନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ଏବେ ଚର୍ଚ୍ଚାରେ । ଏଥର ସେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସ୍ଥାନ ପାଇଛନ୍ତି । ତେବେ ସେ ଜଣେ ଖେଳାଳି ଭାବରେ ନୁହେଁ, ଚାମ୍ପିଅନ୍ସ ଟ୍ରଫି ଲାଗି ଆଇସିସି ଆମ୍ବାସାଡର ଭାବେ ତାଙ୍କୁ ନିଯୁକ୍ତ କରିଛି । ସୂଚନାଥାଉକି,ଫେବୃଆରୀ ୧୯ରୁ…

ଧୋନୀ, କୋହଲିଙ୍କୁ ପଛରେ ପକାଇ ଅଧିନାୟକ ଭାବେ ବଡ ରେକର୍ଡ କଲେ ରୋହିତ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ଦିନିକିଆ କ୍ରିକେଟରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୪ଟି ଦ୍ୱିପାକ୍ଷିକ ସିରିଜରେ କ୍ଲିନ ସୁଇପ କରିବାରେ ଗୌରବ ଅର୍ଜନ କରିଛନ୍ତି । ସୂଚନାଯୋଗ୍ୟ ଭାରତ ୩-୦ରେ ଇଂଲଣ୍ଡ…

ଇଂଲଣ୍ଡ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଶୁଭମନ ଗିଲଙ୍କ ଚମତ୍କାର ଶତକ ବଳରେ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୨ ବୃହତ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି । ଇଂଲଣ୍ଡ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ ବିଜୟ । ରାଜକୋଟରେ ଭାରତ ୨୦୦୮ରେ ୧୫୮ ରନ ବ୍ୟବଧନରେ ବିଜୟ…

ବାବରଙ୍କ ନିକଟତର ହେଲେ ଗିଲ

ଅହମ୍ମଦାବାଦ: ଭାରତୀୟ ଓପନର ଶୁଭମନ ଗିଲ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ସପ୍ତାହରେ ସେ ତୃତୀୟ ସ୍ଥାନରେ ରହିଥିଲେ । ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଆଜମଙ୍କ ରେଟିଂ ପଂଏଟ ୭୮୬ ଥିବା ବେଳେ ଗିଲ…

୫୦ତମ ଦିନିକିଆରେ ଶତକ ମାରିଲେ ଗିଲ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ୭ମ ଶତକ ଥିଲା । ଗିଲ ବିଶ୍ୱ କ୍ରିକେଟର ୫ମ ଖେଳାଳି ଭାବେ ଗୋଟିଏ ସ୍ଥାନରେ (ଅହମ୍ମଦାବାଦ) ସମସ୍ତ ଫର୍ମାଟରେ ଶତକ ହାସଲ କରିବା ଗୌରବ…

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍; ଏହି ରେକର୍ଡ କଲେ ଶୁଭମନ ଗିଲ୍

ଅହମ୍ମଦାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ମ୍ୟାଚର ଅନ୍ତିମ ମ୍ୟାଚରେ ଓପନର ଶୁଭମନ ଗିଲଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଗିଲ ୯୫ ବଲ୍ ରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ…