Latest Odisha News

BREAKING NEWS

Browsing Category

ଖେଳ

ଭାରତୀୟ ଫ୍ୟାନ୍ସଙ୍କ ସମ୍ମୁଖରେ ଭାରତ ସହ ମୁକାବିଲା କରିବା ଆମ ପାଇଁ କଠିନ: ଜର୍ମାନୀ ମହିଳା ଦଳର କୋ-କ୍ୟାପଟେନ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ସୋମବାର) ଜର୍ମାନୀ ମହିଳା ହକି ଦଳ  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । କୋ-କ୍ୟାପଟେନ୍ ଲିନିୟା ୱିଡେମାନ୍ ଏବଂ ସାରା ଷ୍ଟ୍ରସ୍ ଙ୍କ ନେତୃତ୍ୱରେ ଜର୍ମାନୀ ମହିଳା ଦଳ ୨୧ ଏବଂ ୨୨ ଫେବୃଆରୀରେ…

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣାରେ ବିସିସିଆଇକୁ ଟ୍ରୋଲ୍ କଲେ ପାକିସ୍ତାନୀ

ନୂଆଦିଲ୍ଲୀ: କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣାକୁ ନେଇ ପ୍ରଶଂସକମାନେ ବିସିସିଆଇକୁ ଟ୍ରୋଲ୍ କରିଥିଲେ। ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନେ ମଧ୍ଯ ସୋସିଆଲ ମିଡିଆରେ…

ଆଇସିସି ଚାମ୍ପିଅନ୍ସ ଟ୍ରଫି; ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ

କରାଚି: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସୁରକ୍ଷାକୁ କଡାକଡି କରିବା ପାଇଁ ପାକିସ୍ତାନ ସରକାର ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ ମୁତୟନକୁ ଅନୁମତି ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନର ସଂଘୀୟ କ୍ୟାବିନେଟ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା…

FIH ପ୍ରୋ ଲିଗ୍: ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନର ଉଭୟ ପୁରୁଷ ଓ ମହିଳା ଦଳ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର)  ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍…

ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ୪*୧୦୦ମି. ରିଲେ ଦଳ ୩୯.୪୭ ସେକେଣ୍ଡରେ…

ବାରବାଟୀ ଫାଇଟ୍: ମ୍ୟାଚ୍‌ ସହ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ଡିଆ, ୪ ଓ୍ୱିକେଟ୍‌ରେ ଇଂଲଣ୍ଡକୁ କଲା ପରାସ୍ତ

କଟକ: ବାରବାଟିରେ ଭାରତର ବଡ଼ ବିଜୟ । ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚକୁ ଭାରତ ୪ ୱିକେଟ୍‌ରେ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା । ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର…

ରୋହିତଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ବାରବାଟୀ

କଟକ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଥିଲେ । ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯିବା ସହ ଅବସର ନେବା ନେଇ ଚାପ ପକାଯାଉଥିଲା । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶତକ ହାସଲ କରି…

ବାରବାଟୀରେ ରୋହିତଙ୍କ କୀର୍ତିମାନ

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ହିଟମ୍ୟାନ ଭାବେ ପରିିଚିତ ରୋହିତ ଏହି ମୁକାବିଲାରେ ଫର୍ମକୁ ଫେରିବା ସହ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି…

ହଟିଲା ଫ୍ଲଡ ଲାଇଟ ସମସ୍ୟା, ଆରମ୍ଭ ହେଲା ମ୍ୟାଚ

କଟକ: ହଟିଲା ଫ୍ଲଡ ଲାଇଟ ସମସ୍ଯା। ଆରମ୍ଭ ହେଲା ମ୍ଯାଚ। ଫ୍ଲଡ ଲାଇଟ ସମସ୍ୟାକୁ ନେଇ ବାରବାଟୀରେ ଆରମ୍ଭ ହୋଇଥିଲା ବିଭ୍ରାଟ। ୫ ବର୍ଷ ପରେ ଷ୍ଟାଡିୟମ ଆସିଥିବା କ୍ରିକେଟ ପ୍ରେମୀଙ୍କ ମହଲରେ ଦେଖ ଦେଇଥିଲା ଅସନ୍ତୋଷ। ହେଲେ ଏବେ ସବୁ ସମସ୍ଯା ସମାଧାନ ହୋଇ ୨୦ ମିନିଟ ପରେ ଆରମ୍ଭ ହୋଇଛି ମ୍ଯାଚ।…

ଫ୍ଲଡ ଲାଇଟରେ ତ୍ରୁଟି; ଅଧାରେ ଅଟକିଲା ବାରବାଟୀ ମ୍ୟାଚ୍

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦିନିକିଆ କ୍ରିକେଟ୍ ମ୍ୟାଚରେ ବିଭ୍ରାଟ। ସୂଚନା ଅନୁଯାୟୀ, ଫ୍ଲଡ ଲାଇଟରେ ତ୍ରୁଟି ଯୋଗୁ ଅନ୍ଧାର ହୋଇଯାଇଛି ସାରା ପରିବେଶ। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ପରେ ପରେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। ୬.୧ ଓଭରରେ…