Latest Odisha News

BREAKING NEWS

Browsing Category

ଖେଳ

ହଟିଲା ଫ୍ଲଡ ଲାଇଟ ସମସ୍ୟା, ଆରମ୍ଭ ହେଲା ମ୍ୟାଚ

କଟକ: ହଟିଲା ଫ୍ଲଡ ଲାଇଟ ସମସ୍ଯା। ଆରମ୍ଭ ହେଲା ମ୍ଯାଚ। ଫ୍ଲଡ ଲାଇଟ ସମସ୍ୟାକୁ ନେଇ ବାରବାଟୀରେ ଆରମ୍ଭ ହୋଇଥିଲା ବିଭ୍ରାଟ। ୫ ବର୍ଷ ପରେ ଷ୍ଟାଡିୟମ ଆସିଥିବା କ୍ରିକେଟ ପ୍ରେମୀଙ୍କ ମହଲରେ ଦେଖ ଦେଇଥିଲା ଅସନ୍ତୋଷ। ହେଲେ ଏବେ ସବୁ ସମସ୍ଯା ସମାଧାନ ହୋଇ ୨୦ ମିନିଟ ପରେ ଆରମ୍ଭ ହୋଇଛି ମ୍ଯାଚ।…

ଫ୍ଲଡ ଲାଇଟରେ ତ୍ରୁଟି; ଅଧାରେ ଅଟକିଲା ବାରବାଟୀ ମ୍ୟାଚ୍

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦିନିକିଆ କ୍ରିକେଟ୍ ମ୍ୟାଚରେ ବିଭ୍ରାଟ। ସୂଚନା ଅନୁଯାୟୀ, ଫ୍ଲଡ ଲାଇଟରେ ତ୍ରୁଟି ଯୋଗୁ ଅନ୍ଧାର ହୋଇଯାଇଛି ସାରା ପରିବେଶ। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ପରେ ପରେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। ୬.୧ ଓଭରରେ…

କଟକରେ ଏହି କୀର୍ତିମାନ ସ୍ଥାପନ କଲେ ବରୁଣ

କଟକ: ଭାରତୀୟ ଟିମର ସ୍ପିନର ବରୁଣ ଚକ୍ରବର୍ତି ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଛନ୍ତି । ୫୧ ବର୍ଷ ପରେ ସେ ଭାରତର ଦ୍ୱିତୀୟ ବୟସ୍କ ଖେଳାଳି ଭାବେ କଟକ ଦିନିକିଆରେ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ।…

ଭାରତ ବିପକ୍ଷରେ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କଲା ଇଂଲଣ୍ଡ

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରେ ୩୦୪ ରନ କରି ଅଲଆଉଟ ହୋଇଯାଇଛି । ଭାରତ ସମ୍ମୁଖରେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ବିପକ୍ଷରେ ଇଂଲଣ୍ଡ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ରନ…

ଏଫଆଇଏଚ୍ ପ୍ରୋ ଲିଗ୍: ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ମହିଳା ହକି ଦଳ, ୧୫ରୁ ହକି ଫାଇଟ୍

ଭୁବନେଶ୍ବର: ଇଂଲଣ୍ଡ ମହିଳା ହକି ଦଳ ରବିବାର ଦିନ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ…

ରଚୀନଙ୍କ ମୁହଁରେ ବାଜିଲା ବଲ, ଷ୍ଟାଡିୟମ ନବୀକରଣ ନେଇ ପାକିସ୍ତାନକୁ ସମାଲୋଚନା

ଲାହୋର: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ୩ଟି ଷ୍ଟାଡିୟମର ନବୀକରଣ କରିଛି । ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ପିସିବି ନେଇଥିଲା । ଏହା ସତ୍ୱେ ଷ୍ଟାଡିୟମର ନବୀକରଣ ସନ୍ତୋଷଜନକ ହୋଇ ନ ଥିବା ଜଣାପଡିଛି । ଶନିବାରଠାରୁ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ନେଇ…

ସୁପରସଣ୍ଡେରେ ଭାରତ-ଇଂଲଣ୍ଡ ମୁକାବିଲା: କଟକରେ ଟସ୍ ଜିତିଲା ଟିମ୍ ଇଂଲଣ୍ଡ, ବ୍ୟାଟିଂ ନିଷ୍ପତ୍ତି

କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ  ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅତିଥି ଦଳ ଇଂଲଣ୍ଡ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ମେନ ଇନ ବ୍ଲୁ ।  ଡାହଣ ଆଂଠୁରେ ଯନ୍ତ୍ରଣା ଅନୁଭବ  କରୁଥିବାରୁ  କୋହଲି ପ୍ରଥମ ଦିନିକିଆରୁ…

ସୁପରସଣ୍ଡେରେ ଭାରତ-ଇଂଲଣ୍ଡ ମୁକାବିଲା: କଟକ ବାରବାଟୀରେ ପହଞ୍ଚିଲେ ଖେଳାଳି

କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ । ଏଥି ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି କଡା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସ୍‌ ରେ ପହଞ୍ଚିଛନ୍ତି । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରି ଦୁଇଟି…

ବାରବାଟୀ ଫାଇଟ୍: ଦର୍ଶକ ଉତ୍ସାହିତ, ଟିମ୍ ଇଣ୍ଡିଆକୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

କଟକ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। କଟକ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଅପରାହ୍ନ ୧ଟା ୩୦ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଏପଟେ ଫ୍ୟାନ୍ସଙ୍କ ପାଇଁ ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଏପଟେ ସକାଳୁ ସକାଳୁ କ୍ରିକେଟ…

ବାରବାଟୀରେ ଟିମ ଇଣ୍ଡିଆର ଦିନିକିଆ ପ୍ରଦର୍ଶନ

କଟକ: ଫେବୃୟାରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ବାରବାଟୀ ମ୍ୟାଚ ଜିତି ଭାରତ ସିରିଜ ହାତେଇବାକୁ ଚାହିଁବ ବୋଲି ଆଶା କରାଯାଉଛି । ଏଠାରେ ଟିମ ଇଣ୍ଡିଆର ପ୍ରଦର୍ଶନ…