Latest Odisha News

BREAKING NEWS

Browsing Category

ଖେଳ

ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି ସଚିନଙ୍କ ପୋଷ୍ଟ

ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ସଚିନ ୩ଟି ବଡ ଗଛ ସମ୍ମୁଖରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି । ସେ ତାଙ୍କ ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେଉଁ ଅମ୍ପାୟର ଷ୍ଟମ୍ପସ…

କିଏ କହିଲେ ମୁଁ ସାମୀଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସଙ୍ଗେ ସଙ୍ଗେ ପଠାଇ ଦିଅନ୍ତି

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଚଳାଇଛି । ଅବଶ୍ୟ ଏଥିନେଇ କେତେଜଣ ଖେଳାଳି ଆଘାତ ସମସ୍ୟାରେ ମଧ୍ୟ ପଡିଛନ୍ତି । ଇତି ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ଚକିତ କରିବା…

ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଟେଷ୍ଟରୁ ଓହରିଲେ ଶୁଭମନ

ପର୍ଥ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଭାରତୀୟ କ୍ରିକେଟ ଦଳର ଟପ ଅର୍ଡର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଅଭ୍ୟାସ ସେଶନ ସମୟରେ ଗିଲ ଆଘାତପ୍ରାପ୍ତ ହୋଇଥିଲେ । ସ୍କାନ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ କାର୍ଯ୍ୟକ୍ରମରେ ପରିବର୍ତନ କଲା ଆଇସିସି

ଲାହୋର: ଆଇସିସି ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଆଇସିସି ଟୁର କାର୍ଯ୍ୟକ୍ରମରେ ପରିବର୍ତନ କରିଛି । ଏହି ଟୁର ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାହାରିବା ନେଇ ବିସିସିଆଇ ଆପତି ଉଠାଇଥିଲା । ଏବେ ଆଇସିସି ସଂଶୋଧିତ କାର୍ଯ୍ୟକ୍ରମ ଜାରୀ କରିଛି । ଏଥିରେ…

ଜାତୀୟ ପୁରୁଷ ହକିରେ ଇତିହାସ ରଚିଲା ଓଡିଶା

ଚେନ୍ନାଇ: ଏଠାରେ ଅନୁଷ୍ଠିତ ଜାତୀୟ ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ଇତିହାସ ରଚିଛି । ହକିର ଜାତୀୟ କ୍ୟାପିଟାଲ ସାଜିଥିଲେ ମଧ୍ୟ ଓଡିଶା ଆଜି ପର୍ଯ୍ୟନ୍ତ ଏହି ଟାଇଟଲ ହାସଲ କରିପାରି ନ ଥିଲା । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ପାକିସ୍ତାନ ଓହରିଲେ ଭାରତ ହୋଇପାରେ ଆୟୋଜକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ନେଇ ସମସ୍ତ ବିବାଦର ଅନ୍ତ ଏ ପର୍ଯ୍ୟନ୍ତ ଘଟିନାହିଁ । ବିସିସିଆଇ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନକୁ ଯିବା ପାଇଁ ମନା କରିଦେଇଛି । ଅପରପକ୍ଷରେ ପାକିସ୍ତାନ ହାଇବ୍ରିଡ ମଡେଲରେ ଏହାକୁ ଆୟୋଜନ କରିବା ପାଇଁ ରାଜି ନାହିଁ । ଚାମ୍ପିୟନ୍ସ…

ଆଇପିଏଲ ମେଗା ଅକ୍ସନରେ ୧୪ ବର୍ଷୀୟ ବୈଭବ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମରେ ବିହାରର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି । ୧୯ ବର୍ଷରୁ କମ ଏହି ଭାରତୀୟ କ୍ରିକେଟରଙ୍କ ବେସ ପ୍ରାଇସ ୩୦ ଲକ୍ଷ ରଖାଯାଇଛି । ନିକଟରେ ଆଇପିଏଲ ୧୫୭୪ ଖେଳାଳିଙ୍କ ମଧ୍ୟରୁ ନିଲାମ ପାଇଁ ୫୭୪ଜଣଙ୍କ ଶର୍ଟଲିଷ୍ଟ କରିଛି । ଏଥିରେ ୩୬୬…

ପ୍ରଖ୍ୟାତ ବୋଲର ମହମ୍ମଦ ଶାମିଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ୍ ବୋଲରମାନଙ୍କ ମଧ୍ୟରୁ ମହମ୍ମଦ ଶାମି ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ରୁ ଅଧିକ ୱିକେଟ୍ ନେଇଛନ୍ତି ଏବଂ ଆହତ ପରେ ଫେରିବା କାରଣରୁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ସେ ଏବେ ତାଙ୍କ ବୟସକୁ ନେଇ ଠକେଇ କରିଥିବା ଗୁଜବକୁ ନେଇ…

ଆଇପିଏଲ ମେଗା ନିଲାମ ପାଇଁ ଜାରୀ ହେଲା ଶର୍ଟଲିଷ୍ଟ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ ଜାରୀ କରାଯାଇଛ । ଓଭରାଲ ୧୫୭୪ ଖେଳାଳି ନିଜ ନାମ ରେଜିଷ୍ଟର୍ଡ କରିଥିଲେ । ଏବେ କେବଳ ୫୭୪(୩୬୬ ଭାରତୀୟ, ୨୦୮ ବିଦେଶୀ, ଆସୋସିଏଟ ଦେଶର ୨) ଖେଳାଳିଙ୍କୁ ନିଲାମରେ ସାମିଲ କରାଯିବ । ସାଉଦି ଆରବର ଜେଦାହରେ ୨୪ ଓ ୨୫…

ଜାତୀୟ ସିନିୟର ପୁରୁଷ ହକି: ଇତିହାସ ରଚିବାଠାରୁ ଗୋଟିଏ ପାଦ ଦୂରରେ ଓଡିଶା

ଚେନ୍ନାଇ: ଏଠାରେ ଚାଲିଥିବା ଜାତୀୟ ସିନିୟର ପୁରୁଷ ହକିରେ ଓଡିଶାର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୪-୨ ଗୋଲରେ ମଣିପୁରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଅନ୍ୟ ଏକ ସେମିଫାଇନାଲରେ ହରିୟାଣା ୩-୨ ଗୋଲରେ ଉତରପ୍ରଦେଶକୁ ପରାସ୍ତ କରିଛି…