Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ୨୦୨୫: ପ୍ରଥମ ଦଳ ଭାବେ ରାଜସ୍ଥାନର ବନ୍ଦ ହେଲା ପ୍ଲେ ଅଫ ପ୍ରବେଶ ରାସ୍ତା

ବେଙ୍ଗାଲୁର: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ ପଡିଛି । କିଛି ଅସମ୍ଭବ ଓ ଅବିଶ୍ୱସନୀୟ ଭାଗ୍ୟ ଉପରେ ଦଳର ଶେଷ ଆଶା ରହିଛି । ୯ ମ୍ୟାଚରୁ ରାଜସ୍ଥାନ ମାତ୍ର ୪ ପଂଏଟ ହାସଲ କରିଛି । ଦଳ ଯଦି ବାକିତକ ମ୍ୟାଚ ଜିତେ ତେବେ ଓଭରାଲ ପଂଏଟ ୧୪ ହେବ ।…

ଟି୨୦ କ୍ରିକେଟରେ ଗେଲଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରରେ ଷ୍ଟାର ଖେଳାଳି ବିରାଟ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି । ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବା ସହ କ୍ରିସ ଗେଲଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେ ଏହି ମ୍ୟାଚରେ ୪୨ ବଲରେ ୭୦ ରନ…

ପହଲଗାମ ଆତଙ୍କବାଦୀ ଆକ୍ରମଣ: ସମାଲୋଚିତ ହେଉଛନ୍ତି ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଛନ୍ତି । ନିରୀହ ବ୍ୟକ୍ତିଙ୍କ ରକ୍ତର ହୋରି ଖେଳିଥିବା ଆତଙ୍କବାଦୀଙ୍କ ବିପକ୍ଷରେ କିନ୍ତୁ ପାକିସ୍ତାନ କ୍ରିକେଟର ନୀରବତା ସମସ୍ତଙ୍କୁ ଚକିତ କରିଛି । ଏ ପର୍ଯ୍ୟନ୍ତ ସେମାନେ କୌଣସି ପୋଷ୍ଟ ମାଧ୍ୟମରେ ଏ ନେଇ ଦୁଃଖ ପ୍ରକାଶ…

କିଏ କହିଲେ ଯୁବିଙ୍କଠାରୁ ପ୍ରଶିକ୍ଷଣ ନେଲେ ଗେଲଙ୍କ ପରି ଖେଳିବେ ଅର୍ଜୁନ

ମୁମ୍ବାଇ: ଅର୍ଜୁନ ତେନ୍ଦୁଲକର ୨୦୨୫ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନାହାନ୍ତି । ଇତି ମଧ୍ୟରେ ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି…

ନିଧୀଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି କି ପୃଥ୍ୱୀ ଶ

ନୂଆଦିଲ୍ଲୀ: କ୍ରିକେଟର ପୃଥ୍ୱୀ ଶ ତାଙ୍କ ପୂର୍ବତନ ବାନ୍ଧବୀ ତଥା ମଡେଲ ନିଧୀ ତପାଡିଆଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଛି । ନିକଟରେ ପୃଥ୍ୱୀଙ୍କ ସହ ଏକ ନୂତନ ଯୁବତୀ ଦେଖିବାକୁ ମିଳିଛି । ସେମାନେ କାରରେ ଯାଉଥିବା ବେଳେ ଯୁବତୀଜଣଙ୍କ ନିଜ ମୁହଁ…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ । 'ଆଇଏସଆଇଏସ କାଶ୍ମୀର' ସଂଗଠନ ପକ୍ଷରୁ ଏହି ହତ୍ୟା ଧମକ ମିଳିଥିବା ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏନେଇ ମୁମ୍ବାଇ ପୋଲିସରେ…

ତରବରିଆ ଭାବେ ନିଷ୍ପତି ନେଇଗଲେ କି କିଶାନ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଈଶାନ କିଶାନ ତରବରିଆ ଭାବେ ଏକ ବଡ ନିଷ୍ପତି ନେଇ ଯାଇଛନ୍ତି । ଦୀପକ ଚହରଙ୍କ ବଲକୁ ଲେଗ ସାଇଡ ବାହାର ବଲକୁ ଈଶାନ ଠିକ ଭାବେ ଖେଳି ପାରି ନ ଥିଲେ । ୱିକେଟକିପର ଓ ବୋଲର ଅପିଲ ନ କରିବା…

ନୀରଜଙ୍କ ଅନୁରୋଧ ରଖିଲେନି ପାକିସ୍ତାନର ଜାଭେଲିନ ଥ୍ରୋୟର

ନୂଆଦିଲ୍ଲୀ: ବେଙ୍ଗାଲୁରର କାନ୍ତିରାୱା ଷ୍ଟାଡିୟମରେ ମେ ୨୪ରେ କ୍ଲାସିକ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହେବ । ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପାକିସ୍ତାନର ଅର୍ଶାଦ ନଦୀମଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ । ଅର୍ଶାଦ ଏଥର ଅଲିମ୍ପିକ୍ସରେ…

ପହଲଗାମ ଆତଙ୍କବାଦୀ ଆକ୍ରମଣ; କଳା ବ୍ୟାଜ ପିନ୍ଧି ମଇଦାନକୁ ଓହ୍ଲାଇବେ ଆଇପିଏଲ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ମଧ୍ୟରେ ସମଗ୍ର ଭାରତ ଶୋକରେ ବୁଡ଼ି ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଯାହା ସମସ୍ତଙ୍କୁ ମର୍ମାହତ କରିଛି। କ୍ରିକେଟ ଖେଳାଳୀ ମଧ୍ୟ ଶୋକ ପାଳନ କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର…

ଆଇପିଏଲରେ ୧୦୦୦ ରନ ପୂର୍ଣ୍ଣ କରିବା ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଲାଗିଲା ୧୬ ବର୍ଷ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ଓପନର ମିଚେଲ ମାର୍ଶ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ୪୫ ରନର ଇନିଂସ ଖେଳିବା ଅବସରରେ ସେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଥିପାଇଁ ତାଙ୍କଚୁ ପାଖାପାଖି ୧୬ ବର୍ଷ ସମୟ ଲାଗିଛି । ଯାହାକି ଏକ…