Latest Odisha News

BREAKING NEWS

Browsing Category

ଖେଳ

ମୁମ୍ବାଇର କ୍ରମାଗତ ୫ମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୫ମ ବିଜୟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ କରିଛି । ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ୫୪ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୧୫ ରନ…

ଆସନ୍ତୁ ଜାଣିବା କିଏ କହିଲେ ବୋଧହୁଏ ମୁଁ ସାରାଙ୍କୁ ଡେଟ କରୁଥିଲି

ମୁମ୍ବାଇ: କ୍ରିକେଟର ଶୁଭମନ ଗିଲ ନିକଟରେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ କାହାକୁ ଡେଟ କରୁ ନାହିଁ । ୩ ବର୍ଷ ହେବ ମୁଁ ଏକୁଟିଆ ଅଛି । ମୋର ଯେଉଁମାନଙ୍କ ସହିତ ନାମ ଯୋଡାଯାଉଛି ସେଥିରେ ମୋର କିଛି ଭୂମିକା ନାହିଁ । ଏହି ସାକ୍ଷାତକାରରେ ଗିଲ କିନ୍ତୁ ଧୀର ସ୍ୱରରେ…

କୋହଲି, ରୋହିତଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୂମାର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ଆଇପିଏଲ ଇତିହାସରେ ଦ୍ରୁତ ୪୦୦୦ ରନ କରିଛନ୍ତି । ସେ ୨୭୧୪ ବଲ ଖେଳି ଏହି ସଫଳତା ହାସଲ କରିଛନ୍ତି । ସେ ଭାରତର ରୋହିତ…

କେଉଁ କାରଣ ପାଇଁ କୋହଲି-ଅନୁଷ୍କା ଲଣ୍ଡନରେ ରହୁଛନ୍ତି?

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଏବେ ଏହି ଲୋକପ୍ରିୟ ଯୋଡି ଲଣ୍ଡନରେ ରହୁଛନ୍ତି । ଭାରତରେ ଅଧିକ ସମୟ ରହିବା ଅପେକ୍ଷା ସେମାନେ କାହିଁକି ଲଣ୍ଡନରେ ରହିଲେ ତାର ଖୁଲାସା ମାଧୂରୀ…

ଜାଡେଜାଙ୍କ ଉପରେ ରାଗିଗଲେ ସେହ୍ୱାଗ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡିସାରିଛି । ଦଳର କୋଚ ଷ୍ଟିଫେନ ଫ୍ଲେମିଂ ଏବେ ସ୍ୱୀକାର କରିଛନ୍ତି ଯେ, ମେଗା ନିଲାମରେ ଖେଳାଳି ଚୟନରେ ଆମେ ମସ୍ତବଡ ଭୁଲ କରିଛୁ । ୫ଥର ଚାମ୍ପିୟନ ଚେନ୍ନାଇର ରଣନୀତି ପ୍ରଶଂସକଙ୍କୁ ନିରାଶ କରିଛି ।…

ସୁରକ୍ଷା ବାହିନୀର କାର୍ଯ୍ୟକଳାପର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ସମସ୍ତ ଗଣମାଧ୍ୟମ ସଂସ୍ଥା ପାଇଁ ଏକ…

ବକେୟା ଅର୍ଥ ଦେଇ ନ ପାରିବାରୁ ଅଜଲାନ ଶାହ କପ ହକିରେ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: କ୍ରିକେଟ ପରେ ହକିରେ ମଧ୍ୟ ପାକିସ୍ତାନ ଅପମାନିତ ହୋଇଛି । ବକେୟା ଅର୍ଥ ଦେଇ ନ ପାରିବାରୁ ପାକିସ୍ତାନକୁ ଏକ ବଡ ହକି ଟୁର୍ଣ୍ଣାମେଂଟ ପାଇଁ ଆମନ୍ତ୍ରଣ କରାଯାଇ ନାହିଁ । ମାଲେସିଆ ହକି ମହାସଂଘ ପାକିସ୍ତାନକୁ ଏଥର ଅଜଲାନ ଶାହ କପ ହକି ପାଇଁ ଆମନ୍ତ୍ରଣ କରି ନାହିଁ । ଅକ୍ଟୋବର…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ଅନୀମେଶଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଷ୍ଟାର ଆଥଲେଟ ଅନୀମେଶ କୁଜୁର ସ୍ଥାନ ପାଇଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଫେଡେରେଶନ କପ ଜାତୀୟ ଆଥଲେଟିକ୍ସରେ ଅନୀମେଶ ୨୦୦ ମିଟରରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ସେ ୨୦.୪୦…

ଟି୨୦ରେ ଧୋନୀ ଖେଳିଲେ ୪୦୦ ମ୍ୟାଚ

ଚେପକ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୪୦୦ ଟି୨୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଧୋନୀ ୪୦୦ ମ୍ୟାଚ କ୍ଲବରେ ସାମିଲ ହୋଇଛନ୍ତି ।…

ପହଲଗାମ ଆତଙ୍କବାଦୀ ଆକ୍ରମଣ: ବିସିସିଆଇ ଉଠାଇପାରେ ବଡ ପଦକ୍ଷେପ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ରଚିବା ପରେ ଏବେ ଭାରତ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ଏଥିରେ ଭାରତୀୟ କ୍ରିକେଟ ମଧ୍ୟ ସାମିଲ ହୋଇଛି । ଭାରତୀୟ ପ୍ରଶଂସକମାନେ ବିସିସିଆଇକୁ ସନ୍ଦେଶ ଦେଇଛନ୍ତି ଯେ, ଆଗକୁ ପାକିସ୍ତାନ ସହ ଯେପରି ଭାରତ କୌଣସି ଆନ୍ତର୍ଜାତୀୟ ମ୍ୟାଚ…