Latest Odisha News

BREAKING NEWS

Browsing Category

ଖେଳ

ଗୁଜରାଟକୁ ଏକାକୀ ଜିତାଇଲେ ବଟଲର

ଅହମ୍ମଦାବାଦ: ଆଇପିଏଲର ୩୫ତମ ମ୍ୟାଚରେ ଜୋସ ବଟଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ପ୍ରସିଦ୍ଧ କ୍ରିଷ୍ଣା ୪ଟି ୱିକେଟ ନେଇଥିଲେ ।…

ନାୟାରଙ୍କ ହାତ ଧରିଲା କେକେଆର

କୋଲକାତା: ଏକ ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଭିଷେକ ନାୟାରଙ୍କୁ ସହକାରୀ କୋଚ ପଦରୁ ହଟେଇ ଦେଇଛି । ନିରାଶ ହୋଇ ପଡିଥିବା ନାୟାରଙ୍କ ହାତ ପୂନର୍ବାର କୋଲକାତା ନାଇଟ ରାଇଡର୍ସ ଧରିଛି । ଆଇପିଏଲର ଫ୍ରାଂଚାଇଜ କେକେଆର ବିଧିବଦ୍ଧ ଭାବେ ନାୟାର ପ୍ରତ୍ୟାବର୍ତନ କରିଥିବା…

କୋହଲି, ଧୋନୀଙ୍କୁ ପଛରେ ପକାଇଲେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଚଳିତ ଆଇପିଏଲରେ ଭଲ ଫର୍ମରେ ଅଛନ୍ତି । ସେ ୬ଟି ଇନିଂସରେ ୨୬୬ ରନ ସଂଗ୍ରହ କରି ନେଇଛନ୍ତି । ୨୦୦ ଛକା ପୂରଣ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଆଇପିଏଲରେ ସବୁଠାରୁ କମ…

ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ କି ପ୍ୟାଟ କୁମିନ୍ସ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ଖେଳାଳି ପ୍ୟାଟ କୁମିନ୍ସ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି ଖବର ପ୍ରକାଶ ପାଇଛି । ଅବଶ୍ୟ କୁମିନ୍ସ କିମ୍ବା ହାଇଦ୍ରାବାଦ ଫ୍ରାଂଚାଇଜ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । କୁମିନ୍ସଙ୍କ ପତ୍ନୀ ବେକୀ…

କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର। ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର କେନ୍ଦୁଝରର…

ନରମ ପଡିଲା ବିସିସିଆଇ: ଖେଳାଳି ସଫଳତାର ମଉଜ ଭଲ ଭାବେ କରିପାରିବେ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ସ୍ପିନର ଦିଗଭେଶ ରାଠୀ ଚଳିତ ଆଇପିଏଲରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ସେ ୱିକେଟ ନେବା ପରେ ସଫଳତାର ମଉଜ ନିଜସ୍ୱ ଶୈଳୀରେ କରିଥାନ୍ତି । ଏଥିପାଇଁ ୨ ଥର ଦଣ୍ଡିତ କରାଯାଇଛି । ଏହା ସତ୍ୱେ ରାଠୀ ତାଙ୍କ ଶୈଳୀରେ ସାମାନ୍ୟ ପରିବର୍ତନ…

ଟିମ ଇଣ୍ଡିଆ ରାଜନୀତିରେ ଫସିଗଲେ କି ନାୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏପ୍ରିଲ ୧୭ରେ ଟିମ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟାରଙ୍କୁ ତାଙ୍କ ପଦରୁ ହଟେଇ ଦେଇଛି । ତାଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲୀପ, ଟ୍ରେନର ସୋହମ ଦେଶାଇଙ୍କୁ ବିିସିସିଆଇ ବାହାର କରିଦେଇଛି । ୮ ମାସ ତଳେ ଅଭିଷେକଙ୍କୁ ନିଯୁକ୍ତ କରାଯାଇଥିଲା ।…

ଅଭିଷେକ, ହର୍ଷିତ, ନୀତିଶ ସେଂଟ୍ରାଲ କଂଟ୍ରାକ୍ଟରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ବିସିସିଆଇର ନୂତନ ସେଂଟ୍ରାଲ କଂଟ୍ରାକ୍ଟ କେବେ ଜାରୀ ହେବ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଏବେ ଭାରତରେ ଆଇପିଏଲର ୧୮ତମ ସଂସ୍କରଣ ଚାଲିଛି । କେତେକ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରୁଛି । ଏକ ରିପୋର୍ଟ ଅନୁସାରେ ବିସିସିଆଇ ଅଭିଷେକ ଶର୍ମା, ହର୍ଷିତ…

ଜାଭେଲିନ ଥ୍ରୋୟର ନୀରଜ ଜିତିଲେ ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି । ସେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏବେ ବି ୯୦ ମିଟର ଦୂରତା ଛୁଇଁ ପାରି ନାହାନ୍ତି । ୨ ଥର ଅଲିମ୍ପିକ ବିଜେତା ନୀରଜ ୱାର୍ଲ୍ଡ…

କୋଚିଂ ଷ୍ଟାଫଙ୍କୁ ହଟାଇଲା ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମ କଥା ଲିକ ହେବା ଘଟଣାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରିପୋର୍ଟ ମୁତାବକ ବିସିିସିଆଇ ୩ଜଣ ସହାୟକ କୋଚିଂ ଷ୍ଟାଫଙ୍କୁ ହଟେଇ ଦେଇଛି । ସେମାନେ ହେଲେ ଅଭିଷେକ…