Latest Odisha News

BREAKING NEWS

Browsing Category

ଖେଳ

୨୦୨୮ ଅଲିମ୍ପିକ୍ସ: କ୍ରିକେଟ ପାଇଁ ଠିକ କରାଗଲା ଭେନ୍ୟୁ

ନୂଆଦିଲ୍ଲୀ: ଲସ ଆଞ୍ଜେଲ୍ସରେ ଖେଳାଯିବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଟି୨୦ ଫର୍ମାଟରେ ମ୍ୟାଚଗୁଡିକ ଖେଳାଯିବ । ବୁଧବାର ଆୟୋଜକ କମିଟି ଦକ୍ଷିଣ କାଲିଫୋର୍ଣ୍ଣିଆର ପୋମୋନା ଗ୍ରାଉଣ୍ଡରେ କ୍ରିକେଟ ମ୍ୟାଚଗୁଡିକ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି । ପୁରୁଷ…

ଲକ୍ଷ୍ନୌ ଟିମ ସହିତ ଯୋଗ ଦେଲେ ୧୫୬ କିମି ବେଗରେ ବୋଲିଂ କରୁଥିବା ବୋଲର

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନକୁ ଯୁବ ପେସ ବୋଲର ମୟଙ୍କ ଯାଦବଙ୍କ ଅନୁପସ୍ଥିତି ପ୍ରଭାବିତ କରୁଥିଲା । ସେ ଆଘାତ ସମସ୍ୟାରୁ ମୁକୁଳି ପାରି ନ ଥିବାରୁ ଏ ପର୍ଯ୍ୟନ୍ତ ଲକ୍ଷ୍ନୌ ପକ୍ଷରୁ ଗୋଟିଏ ବି ମ୍ୟାଚ ଖେଳିପାରି ନାହାନ୍ତି । ଲକ୍ଷ୍ନୌ ଟିମ ବୁଧବାର ସେ…

ରୋହିତ, ବିରାଟଙ୍କ ପାଇଁ ବିସିସିଆଇ ଏବେ ଘୋଷଣା ନ କରିପାରେ ନୂଆ ଚୁକ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୂନର୍ବାର ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରାଯିବ କି ନାହିଁ ସେ ଏବେ ବି ଦ୍ୱନ୍ଦ୍ୱ ରହିଛି । ଏବେ ଉଭୟ ଖେଳାଳି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳୁଛନ୍ତି ।…

ଆଇପିଏଲରେ ଫିକ୍ସିଂର କଳାବାଦଲ, ସତର୍କ କରାଇଲା ବିସିସିଆଇ

କ୍ରିକେଟରେ ମ୍ୟାଚ ଫିକ୍ସିଂ ନୂଆ କଥା ନୁହେଁ । ଅନେକ ଥର ଏହି କଳା ନାଗ କ୍ରିକେଟକୁ ଦଂଶନ କରିଛି । ତେବେ କେତେକ ଖେଳାଳି ଏବଂ ପ୍ରଶଂସକଙ୍କ ଯୋଗୁ ଏହା କ୍ରିକେଟର ବିଶେଷ କିଛି କ୍ଷତି କରିପାରି ନାହିଁ । ଆଇପିଏଲ ୨୦୨୫ ଠିକଠାକ ଚାଲିଥିଲା । ହଠାତ କେତୋଟି ମ୍ୟାଚରେ ଅବିଶ୍ୱସନୀୟ ବିଜୟ ଦର୍ଶକ…

ଜାହୀର-ସାଗରିକାଙ୍କ ଘରକୁ ଆସିଲେ ଫତେସିହ୍ନ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ପେସ ବୋଲରଙ୍କ ମଧ୍ୟରେ ଗଣତି ହେଉଥିବା ଜାହୀର ଖାଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସାଗରିକା ଘାଟଗେ ବୁଧବାର ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ଉଭୟ ପତି, ପତ୍ନୀ ସେମାନଙ୍କ ପୁଅ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି…

ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌: ପୁରୁଷ ବର୍ଗରେ ପଞ୍ଜାବ ପୋଲିସ ଓ ମହିଳା ବର୍ଗରେ ସିଆରପିଏଫ୍ ଚାମ୍ପିୟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌-୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପତି ଯୋଗ ଦେଇ ଚାମ୍ପିୟନ ହୋଇଥିବା ପଞ୍ଜାବ (ପୁରୁଷ) ଓ ସିଆରପିଏଫ…

ୱାଙ୍ଖେଡରେ ହେବ ରୋହିତଙ୍କ ନାମରେ ଷ୍ଟାଣ୍ଡ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡରେ ଏକ ଷ୍ଟାଣ୍ଡର ନାମକରଣ କରିବା ପାଇଁ ନିଷ୍ପତି ନେଇଛି । ଏମସିଏ ବାର୍ଷିକ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ପୂର୍ବ…

ବାଂଲାଦେଶ ବିପକ୍ଷ ସିରିଜରେ କୋହଲି, ବୁମରାହ,ରୋହିତଙ୍କ ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜ ପାଇଁ ମଙ୍ଗଳବାର ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଟିମ ଇଣ୍ଡିଆ ଅଗଷ୍ଟ ୧୩ରେ ଢ଼ାକାରେ ପଂହଚିିବ । ଏହା ପରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଅଗଷ୍ଟ ୧୭ରୁ ଓ ସମାନ ସଂଖ୍ୟକ ଟି୨୦ ମୁକାବିଲା ଅଗଷ୍ଟ ୨୬ରୁ ଆରମ୍ଭ ହେବ । ତେବେ…

ଭାରତ-ବାଂଲାଦେଶ ମ୍ୟାଚ୍; ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ ଦଳ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ପାଇଁ ବାଂଲାଦେଶ ଗସ୍ତ କରିବ। ଏଥିପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ସମସ୍ତ ମ୍ୟାଚ…

ଆଇସିସି ପୁରୁଷ ପ୍ଲେୟର ଅଫ୍ ଦ ମନ୍ଥ ଆୱାର୍ଡ ହାତେଇଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଭରତୀୟ ଦଳର ରାଇଟ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ମାର୍ଚ୍ଚ ମାସ ପାଇଁ ପ୍ଲେୟର ଅଫ୍ ଦ ମନ୍ଥ ଆୱାର୍ଡରେ ପୁରସ୍କୃତ କରିଛନ୍ତି। ଏଥିସହ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ଦମଦାର ପ୍ରଦର୍ଶନକୁ ପ୍ରଶଂସା ମଧ୍ୟ…