Latest Odisha News
Browsing Category

ଖେଳ

ଲକ୍ଷ୍ନୌ ସୁପର ଜ୍ୟାଂଟସରୁ ବିଦା ହୋଇ ପାରନ୍ତି ରାହୁଲ

ଲକ୍ଷ୍ନୌ: ଆଇପିଏଲ ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ନେଇ ବଡ ଖବର ଆସିଛି । ରିପୋର୍ଟ ମୁତାବକ ଲକ୍ଷ୍ନୌ ଟିମ ମ୍ୟାନେଜମେଂଟ ନିକୋଲସ ପୂରନ, ମୟଙ୍କ ଯାଦବ ଓ ରବି ବିଶ୍ନୋଇଙ୍କୁ ରିଟେନ କରିବ ବୋଲି ଏକପ୍ରକାର ନିଷ୍ପତି ନେଇସାରିଛି । ଏପରିକି ୨୦୨୫ ଆଇପିଏଲରେ ପୂରନ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି ଗମ୍ଭୀର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ ପ୍ରଥମ ୨ଟି ମୁକାବିଲାରେ ଶୋଚନୀୟ ଭାବେ ପରାଜୟବରଣ କରିଛି । ସିରିଜ ହାତଛଡା କରିବା ପରେ କ୍ରିକବିଜର ଏକ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି ।…

ରଣଜୀ ଟ୍ରଫି କ୍ରିକେଟ: ବରୋଦା ନିକଟରୁ ଓଡିଶାର ଇନିଂସ ପରାଜୟ

ଭଦୋଦରା:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପର ଏକ ମୁକାବିଲାରେ ବରୋଦା ନିକଟରୁ ଓ ଓଡିଶା ଶୋଚନୀୟ ଭାବେ ଇନିଂସ ପରାଜୟବରଣ କରିଛି । ଓଡିଶା ପ୍ରଥମ ଇନିଂସରେ ୧୯୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ବରୋଦା ୪୫୬ ରନ କରିଥିଲା । ଅଧିନାୟକ କୃଣାଳ ପାଣ୍ଡ୍ୟା ୧୧୯,…

ରଣଜୀ ଟ୍ରଫି: ଓଡିଶାର ୧୯୩ ରନ ଜବାବରେ ବରୋଦା ୩୫୪/୬

ଭଦୋଦରା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବରୋଦା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୧୯୩ ରନ ଜବାବରେ ବରୋଦା ୬ ୱିକେଟ ହରାଇ ୩୫୪ ରନ ସଂଗ୍ରହ କରି ନେଇଛି । ଦଳ ଏବେ ଓଡିଶା ସ୍କୋରଠାରୁ ୧୬୧ ରନ ଆଗରେ ରହିଛି । ଅଧିନାୟକ…

କ୍ଷମା ମାଗିଲେ ମହମ୍ମଦ ସାମୀ

ମୁମ୍ବାଇ: ଆସନ୍ତା ମାସରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆ ତାର ଦଳ ଘୋଷଣା କରିସାରିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ମହମ୍ମଦ ସାମୀଙ୍କୁ ଏହି ଗସ୍ତରୁ ବାଦ ଦିଆଯାଇଛି…

କ୍ୟାରିୟରର ଖରାପ ଫର୍ମରେ କିଙ୍ଗ କୋହଲି

ପୁଣେ: ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ତେବେ କିଙ୍ଗ କୋହଲି ଆଖ୍ୟା ପାଇଥିବା ଏହି ମହାନ ବ୍ୟାଟ୍ସମ୍ୟାନ ଏବେ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତିଚ ୨୦୦୮ରେ କୋହଲି ୫ଟି ମ୍ୟାଚ ଖେଳି ୩୧.୮୦…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲରେ ପ୍ରବେଶ ପାଇଁ ଭାରତ ନିକଟରେ ଏବେ ବି ରହିଛି ସୁଯୋଗ

ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ଏବେ ଭାରତ ପାଇଁ କିଛି ମାତ୍ରାରେ କଷ୍ଟକର ହୋଇପଡିଛି । ପରାଜୟ ଯୋଗୁ ଭାରତୀୟ ଟିମର ବିଜୟ ପ୍ରତିଶତ ୬୨.୮୨କୁ ଖସି…

ଏହି ୫ କାରଣ ଯୋଗୁ ପୁଣେ ଟେଷ୍ଟରେ ହାରିଲା ଭାରତ

ପୁଣେ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ କ୍ରିକେଟ ଟିମ ପାଇଁ ଏକ ଦୁଃସ୍ୱପ୍ନ ହୋଇ ରହିଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଭ୍ରମଣକାରୀ ଦଳଠାରୁ ୨ଟି ଯାକ ମ୍ୟାଚରେ…

ରଣଜୀ ଟ୍ରଫି: ଓଡିଶା ୧୯୩ରେ ଅଲଆଉଟ

ଭଦୋଦରା: ଏଲିଟ ଗ୍ରୁପ ଏ ରଣଜୀ ଟ୍ରଫି ମୁକାବିଲାରେ ବରୋଦା ବିପକ୍ଷରେ ଓଡିଶା କ୍ରିକେଟ ଟିମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଓଡିଶା ପ୍ରଥମ ଇନିଂସରେ ୧୯୩ ରନ କରି ଅଲଆଉଟ ହୋଇଯାଇଛି । ଏହାର ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବରୋଦା ଗୋଟିଏ ୱିକେଟ ହରାଇ ୫୦ ରନ ସଂଗ୍ରହ…

ଇତିହାସ ରଚିଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରେ ସିରିଜ ହାରିଲା ଭାରତ

ପୁଣେ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ପୁଣେ ଟେଷ୍ଟକୁ ୧୧୩ ରନରେ ଜିତିବା ସହ ଭାରତ ମାଟିରେ ପ୍ରଥମ ସିରିଜ ବିଜୟ ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭ୍ରମଣକାରୀ ଦଳ ୨-୦ରେ ଆଗୁଆ ରହିଛି । ଅପରପକ୍ଷରେ ଭାରତ ୧୨ ବର୍ଷ ପରେ ଘରୋଇ ପରିବେଶରେ ସିରିଜ ପରାଜୟବରଣ କରିଛି । ସ୍ପିନ ଜାଲରେ…