Latest Odisha News

BREAKING NEWS

Browsing Category

ଖେଳ

ବିନେଶ ଫୋଗାଟ ମାଗିଥିଲେ ୪ କୋଟି, ସରକାର ଦେଲେ ଆଶାଠୁ ଅଧିକ

ଚଣ୍ଡିଗଡ଼: ହରିୟାଣା ସରକାର ଜୁଲାନାରୁ କଂଗ୍ରେସ ବିଧାୟିକା ତଥା ଖ୍ୟାତନାମା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ବଡ଼ ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ହାତେଇବାରୁ ବଞ୍ଚିତ ହୋଇଥିବା ବିନେଶଙ୍କୁ ସରକାର ୪ କୋଟି ଟଙ୍କାର ପୁରସ୍କାର ରାଶି ସହ…

ଗୁଜରାଟ ଚିନ୍ତା ବଢ଼ିଲା, ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଫିଲିପ୍ସ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସ ଚିନ୍ତା ବଢ଼ିଛି । ଦଳର ଷ୍ଟାର ବିଦେଶୀ ଖେଳାଳି ଗ୍ଲେନ ଫିଲିପ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଆଘାତ ସମସ୍ୟା ଯୋଗୁ ଫିଲିପ୍ସ ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା…

ଓଡିଶା ପୋଲିସର ବିଜୟ ;୩-୨ ଗୋଲରେ ହାରିଲା ମହାରାଷ୍ଟ୍ର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନ (ଶୁକ୍ରବାର)ରେ ମୋଟ ୭ ଟି ମ୍ୟାଚ ଖେଳାଯାଇଛି। ଶୁକ୍ରବାର ପ୍ରଥମ ମ୍ଯାଚ ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ , ଜାମ୍ମୁ କାଶ୍ମୀର ଦଳକୁ…

୫୯ ବଲ ବାକି ଥାଇ ଚେନ୍ନାଇକୁ ହରାଇଲା କେକେଆର

ଚେପକ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଚେନ୍ନାଇ ସୁପର କିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଉଭୟ ବ୍ୟାଟିଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ଏକତରଫା ଭାବେ ଚେନ୍ନାଇକୁ ପରାସ୍ତ କରିଛି । ହାତରେ ୫୯ ବଲ ବାକି…

ଜେମ୍ସ ଆଣ୍ଡରସନଙ୍କୁ ମିିଳିବ ନାଇଟହୁଡ ସମ୍ମାନ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଜେମ୍ସ ଅଣ୍ଡେରସନଙ୍କୁ ଦେଶର ବଡ ସମ୍ମାନ ଦିଆଯିବ । କ୍ରିକେଟ ପାଇଁ ଯୋଗଦାନ ନିମନ୍ତେ ତାଙ୍କୁ ନାଇଟହୁଡ ସମ୍ମାନରେ ସମ୍ମାନୀତ କରାଯିବ । ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ପେସ ବୋଲର ଭାବେ ସେ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।…

ଭାରତ ହେବ କି ଏଏଫ୍‌ସି ଏସିଆନ କପ୍ ୨୦୩୧ର ଆୟୋଜକ ଦଳ ?

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ ଖବର ଆସିଛି। ଭାରତ କରିପାରେ ୨୦୩୧ ଏଏଫ୍‌ସି ଏସିଆନ କପ୍ ଆୟୋଜନ । ଭାରତ ସମେତ ୭ଟି ଦେଶ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବିଡ୍ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ମିଳିତ ବିଡ୍‌ ଦାଖଲ ହୋଇଛି । ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)…

ଆଇପିଏଲରେ ଧୋନୀ ରଚିଲେ ଇତିହାସ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଇତିହାସ ରଚିଛନ୍ତି । ଧୋନୀ ଚେନ୍ନାଇର ଅଧିନାୟକ ପଦ ଛାଡିବା ପାଇଁ ଯେତେ ଚେଷ୍ଟା କରୁଥିଲେ ପଦ ଏହା ତାଙ୍କ ପିଛା ଛାଡୁନି । ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରିଯିବା ପରେ ଏବେ ଧୋନୀଙ୍କୁ ପୂନର୍ବାର ଦଳର…

କେକେଆର ପରେ ଆରସିବି ଘରୋଇ ପିଚକୁ ଦେଲା ଦୋଷ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ଟି ମ୍ୟାଚରୁ ୨ଟି ମୁକାବିଲାରେ ପରାଜିତ ହୋଇଛି । ଏହି ଦୁଇ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଘରୋଇ ପିଚରେ କ୍ରମାଗତ ପରାଜୟକୁ ଆରସିବି ଟିମ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରି ନାହିଁ । ଓଭରାଲ ଦେଖିବାକୁ…

ମହିଳା ହକି ସିରିଜ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ୫ ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ୨୬ ଏପ୍ରିଲରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଗସ୍ତ କରିବ । ଭାରତୀୟ ଦଳ ଅଷ୍ଟ୍ରେଲିଆର ଦୁଇଟି ମହିଳା ଦଳ ବିପକ୍ଷରେ ପାଞ୍ଚଟି ମ୍ୟାଚ ଖେଳିବ । ଭାରତ ଅଷ୍ଟ୍ରେଲିଆ -ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ସହିତ ସିରିଜ…

ପାଟୀଦାରଙ୍କ ଉପରେ ରାଗିଗଲେ କି କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ କେଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ସହାୟତରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ୮ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ କୋଚ ଦୀନେଶ କାର୍ତିକଙ୍କ ସହ ବିରାଟ କୋହଲି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । କୋହଲି ଅଧିନାୟକ…