Latest Odisha News

BREAKING NEWS

Browsing Category

ଖେଳ

୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍; ସେମିଫାଇନାଲରେ ଏହି ଦଳ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍– ୨୦୨୫ ରବିବାର ଖେଳାଯାଇଛି। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ପଞ୍ଜାବ ଓ କର୍ଣ୍ଣାଟକ (ପୁରୁଷ) ପୋଲିସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ପଞ୍ଜାବ,…

ସୋସିଆଲ ମିଡିଆରେ ପୂନର୍ବାର ମୁହାଁମୁହିଁ ହେଲେ ଭିନେଶ ଆଉ ବବିତା

ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଫୋଗଟ ପରିବାର ଯୋଗଦାନ ସର୍ବଦା ଆଗରେ ରହିବ । ମହାବୀର ସିଂ ଫୋଗଟଙ୍କ ପରେ ବବିତା ଓ ଗୀତା ମଧ୍ୟ ଦେଶ ପାଇଁ ବେଶ ନାମ କମାଇଥିଲେ । ତେବେ ଏହି ଦୁଇ ଭଉଣୀ ଏବଂ ସେମାନଙ୍କ ଦାଦାଙ୍କ ଝିଅ ତଥା ପ୍ରତିଷ୍ଠିତ ରେସଲର ଭିନେଶଙ୍କ ମଧ୍ୟରେ ସର୍ବଦା ବିବାଦ ଉପୁଜିଛି ।…

ସର୍ବଭାରତୀୟ ପୋଲିସ ହକି: ପଞ୍ଜାବ, ବିଏସଏଫ, ସିଆରପିଏଫ, ଆଇଟିବିପି ସେମିରେ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପର ସେମିଫାଇନାଲରେ ପଞ୍ଜାବ, ବିଏସଏଫ, ସିଆରପିଏଫ ଓ ଆଇଟିବିପି ପ୍ରବେଶ କରିଛନ୍ତି । ପ୍ରଥମ କ୍ୱାର୍ଟର ଫାଇନାଲରେ ପଞ୍ଜାବ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ କର୍ଣ୍ଣାଟକକୁ ୬-୦ରେ ପରାସ୍ତ କରିଛି । ବିଏସଏଫ ଓ…

ଆଇପିଏଲ: ପଡିଆରେ ବୁଲୁଛି ଅଜବ ପ୍ରକାରର ରୋବୋଟ

ୱାଙ୍ଖେଡ: ଇଣ୍ଡିଆନ ପ୍ରିମିୟର ଲିଗରେ ଅଧିକରୁ ଅଧିକ ଦର୍ଶକ କିପରି ଯୋଡି ରହିବେ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ଅନେକ ଉଦ୍ୟମ କରାଯାଉଛି । ଏଥର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଏକ ଭିନ୍ନ ଧରଣର ରୋବୋଟ ପଡିଆରେ ଦେଖିବାକୁ ମିଳିଥିଲ । ଅଭ୍ୟାସ ସେଶନରେ ଏହି ରୋବୋଟ ଡଗକୁ…

କୋହଲିଙ୍କ ୧୦୦ତମ ଅର୍ଦ୍ଧଶତକ, ଆରସିବିର ସହଜ ବିଜୟ

ଜୟପୁର: ଚଳିତ ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ ୧୭୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ…

ମ୍ୟାଚ ପୂର୍ବରୁ ୪ ଦିନ ଜ୍ୱରରେ କମ୍ପୁଥିଲେ ଅଭିଷେକ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ୨୭ତମ ମ୍ୟାଚରେ ଅଭିଷେକ ଶର୍ମା ବିସ୍ଫୋରକ ଶତକ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ତାଙ୍କ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ ହାଇ ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ତେବେ ମ୍ୟାଚ ପରେ ଅଭିଷେକ କହିଥିଲେ…

ଧୋନୀଙ୍କୁ ଅନଫଲୋ କଲେ ରିତୁରାଜ ଗାଏକ୍ୱାଡ

ଚେନ୍ନାଇ: ଏଥର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କ୍ରମାଗତ ୫ଟି ମ୍ୟାଚରେ ହାରିବା ପରେ ଏବେ ଚେନ୍ନାଇର ପ୍ଲେ ଅଫ ପ୍ରବେଶ ଆଶା କ୍ଷୀଣ ହୋଇଛି । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତପ୍ରାପ୍ତ ହୋଇ ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ରିତୁରାଜଙ୍କ…

ଗୁଜରାଟ ଟାଇଟାନ୍ସକୁ ୬ ୱିକେଟରେ ହରାଇଲା ଲକ୍ଷ୍ନୌ, ପୂରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୬ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ନିକୋଲସ ପୂରନ ଓ ଆଡେନ ମାର୍କରାମ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…

୧ରୁ ୧୧ତମ ସ୍ଥାନରେ ବ୍ୟାଟିଂ କରିଛନ୍ତି ଭାରତର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏ ଭଳି ଜଣେ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏ କି ଦଳ ପାଇଁ ୧ରୁ ୧୧ତମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ କରିଛନ୍ତି । ୧୯୮୩ ବିଶ୍ୱକପ ବିଜୟ ପରେ କପିଳ ଦେବଙ୍କୁ ଭାରତର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ । ତେବେ ଏହି ଯୁଗ ଆରମ୍ଭ ହେବା ପୂର୍ବରୁ ଭିନୁ…

ISL Final: ବେଙ୍ଗାଲୁରୁ ବନାମ ମୋହନ ବାଗାନ, ଆଜି ଏଠାରେ ଦେଖନ୍ତୁ ଲାଇଭ୍ ଟେଲିକାଷ୍ଟ

କୋଲକାତା:ଭାରତୀୟ ଘରୋଇ ଫୁଟବଲ୍ରର ସର୍ବୋଚ୍ଚ ପ୍ରତିଯୋଗିତା ଆଇଏସଏଲ (ଇଣ୍ଡିଆନ୍ ସୁପର୍ ଲିଗ୍‌)ର ଫାଇନାଲ୍ ମ୍ୟାଚ୍‌ ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯିବ । ଏହି ଫାଇନାଲ ଟକ୍କରରେ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌(MBSG) କୁ ଭେଟିବ ବେଙ୍ଗାଲୁରୁ ଏଫ୍‌ସି (BFC) । ଉଭୟ ଦଳ ଏହି ସିଜନରେ…