Latest Odisha News

BREAKING NEWS

Browsing Category

ଖେଳ

ଆଇସିସି ବିଶ୍ୱକପ ୨୦୨୩: ଭାରତ ସମେତ ୭ ଟିମ କଲେ ସିଧାସଳଖ କ୍ୱାଲିଫାଇ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସିଧାସଳଖ ପ୍ରବେଶ କରିଥିବା ୭ଟିମର ନାମ ଘୋଷଣା କରିଛି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛନ୍ତି । ୧୨ ବର୍ଷ ପରେ…

ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍: ଗୋଟିଏ ଓଭରରେ ୭ ଛକା

ଅହମ୍ମଦାବାଦ : ଗୋଟିଏ ଓଭରରେ ୭ଛକା ମାରି ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍ । ବିଜୟ ହଜାରେ ଟ୍ରଫି ଆଜିର ମ୍ୟାତରେ ଋତୁରାଜ କରିଛନ୍ତି ରେକର୍ଡ । ଉତ୍ତରପ୍ରଦେଶ ବିପକ୍ଷରେ ଖେଳୁଥିଲେ ମହାରାଷ୍ଟ୍ରର ଟାଣୁଆ କ୍ରିକେଟର ଋତୁରାଜ । ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନର…

ବେଲଜିୟମ ହାରିବା ସହ୍ୟ କରି ପାରିଲେନି ପ୍ରଶଂସକ, ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି

ବ୍ରୁସେଲ୍ସ: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପରେ ମରକ୍କୋ ନିକଟରୁ ବେଲଜିୟମର ପରାସ୍ତକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ମ୍ୟାଚ ପରେ ରାଜଧାନୀ ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଡା ପଦକ୍ଷେପ ଗ୍ରହଣ…

ହକି ସିରିଜ: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ହକି ସିରିଜରେ ରବିବାର ଭାରତ ପୁର୍ନବାର ପରାଜୟବରଣ କରିଛି । ଅଷ୍ଟ୍ରେଲିଆ ୭-୪ରେ ବିଜୟ ହାସଲ କରିବା ସହ ଏହି ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ବିଶ୍ୱକପ ପ୍ରସ୍ତୁତି ପାଇଁ ଭାରତ ଏହି ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ।…

ବିଶ୍ୱକପ ଫୁଟବଲ ବିପର୍ଯ୍ୟୟ ନମ୍ବର ୩: ବେଲଜିୟମକୁ ହରାଇଲା ମରକ୍କୋ

ଦୋହା: ଚଳିତ ଫିଫା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ରବିବାର ଗ୍ରୁପ ଏଫର ଏକ ମୁକାବିଲାରେ ମରକ୍କୋ ଅପେକ୍ଷାକୃତ ଶକ୍ତିଶାଳୀ ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ୨୪ ବର୍ଷ ପରେ ମରକ୍କୋ ବିଜୟ ହାସଲ କରିଛି । ୧୯୯୮ରେ…

ଭାରତର ପ୍ରଥମ ମହିଳା ଆଇଓଏ ସଭାପତି ଦୌଡରେ ପିଟି ଉଷା

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ଦୌଡରେ ପ୍ରାର୍ଥୀ ହୋଇଛନ୍ତି । ରବିବାର ସେ ଏ ନେଇ ଅନ୍ୟ ୧୪ଜଣଙ୍କ ସହ ନୋମିନେଶନ ପତ୍ର ଦାଖଲ କରିଛନ୍ତି । ଯଦି ସେ ଏଥିରେ ବିଜୟୀ ହୁଅନ୍ତି ତାହାହେଲେ ପ୍ରଥମ ମହିଳା ଭାବେ ଆଇଓଏର ସଭାପତି ଦାୟିତ୍ୱ ତୁଲାଇବେ । ଆଇଓଏ…

ମିର୍ଜା-ମଲିକ ଶୋର ଚୁକ୍ତି ଯୋଗୁ ହୋଇ ପାରୁନି କି ସାନିଆ-ଶୋଏବଙ୍କ ଛାଡପତ୍ର ?

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ନେଇ ଗଣମାଧ୍ୟମରେ ଆଲୋଚନା ଜୋର ଧରିଥିଲା । ଏହା ପରେ ଉଭୟ ଦି ମିର୍ଜା-ମଲିକ ଶୋରେ ଏକତ୍ର କରିବା ଯୋଗୁ ଏହି ବିବାହ ବିଚ୍ଛେଦ ଖବର ଏକ ପବ୍ଲିସିଟି ଷ୍ଟଂଟ ବୋଲି ବିବେଚନା କରାଯାଉଥିଲା ।…

ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ବାତିଲ

ହାମିଲଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଭାରତ ୧୨.୫ ଓଭରରେ ୧ ୱିକେଟ ବିନିମୟରେ ୮୯ ରନ କରିଥିବା ବେଳେ ମ୍ୟାଚକୁ ବନ୍ଦ ରଖାଯାଇଥିଲା । ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ…

ଚକିତ କଲେ ମେସି : ନକଆଉଟ ପ୍ରବେଶ ସମ୍ଭାବନା ଉଜ୍ଜୀବୀତ କଲା ଆର୍ଜେଂଟିନା

ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ମ୍ୟାଚରେ ସାଉଦି ଆରବ ନିକଟରେ ପରାଜିତ ହୋଇଥିବା ଆର୍ଜେଂଟିନା ଆଜି ଚମତ୍କାର ପ୍ରଦର୍ଶନ କରିଛି । ଲିଓନେଲ ମେସିଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଆର୍ଜେଟିନା ୨-୦ ଗୋଲରେ ମେକ୍ସିକୋକୁ ପରାସ୍ତ କରି ନକଆଉଟ ପ୍ରବେଶ ଆଶା ମଜଭୁତ କରିିଛି । ଏହି…

ଫିଫା ବିଶ୍ୱକପ : ଡେନମାର୍କକୁ ହରାଇ ଫ୍ରାନ୍ସ ନକଆଉଟରେ

ଦୋହା: କିଲିୟନ ଏମ୍ବାପେଙ୍କ ଡବଲ ଗୋଲ ବଳରେ ଚାମ୍ପିୟନ ଫ୍ରାନ୍ସ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨-୧ ଗୋଲରେ ଡେନମାର୍କକୁ ହରାଇ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ମ୍ୟାଚର ୬୧ତମ ମିନିଟରେ ଏମ୍ବାପେଙ୍କ ଗୋଲ ବଳରେ ଫ୍ରାନ୍ସ ୧-୦ର ଅଗ୍ରଣୀ ହାସଲ କରିଥିଲା । ମାତ୍ର ଏହାର ୭ ମିନିଟ ପରେ…