Latest Odisha News

BREAKING NEWS

Browsing Category

ଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିବେ କୋହଲି

ବେଙ୍ଗାଲୁର: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଏହି ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ମହେନ୍ଦ୍ର ସିଂ ଧୋନୀ…

ରୋହିତଙ୍କ ମେଗା ପ୍ଲାନ, ଟିମ ପାଇଁ ପ୍ରସ୍ତୁତ ରଖିବାକୁ ଚାହୁଁଛନ୍ତି ୮ରୁ ୯ ପେସ ବୋଲର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଦଳକୁ ମଜଭୁତ ରଖିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି । ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଅନେକ ଖେଳାଳି ଆଘାତ ସମସ୍ୟାରେ ପଡୁଛନ୍ତି । ବେଂଚ ଷ୍ଟ୍ରେନ୍ଥକୁ ମଜଭୁତ କଲେ ଖେଳାଳିମାନଙ୍କୁ ଉପଯୁକ୍ତ ବିଶ୍ରାମ ମିିଳିବ ବୋଲି ସେ…

୪୩ ବର୍ଷ ପରେ ଆଶେସ ସିରିଜ କାର୍ଯ୍ୟସୂଚୀରେ ଦେଖିବାକୁ ମିଳିଲା ଏହି ପରିବର୍ତନ

ଲଣ୍ଡନ: କ୍ରିକେଟର ସବୁଠାରୁ ପୁରୁଣା ଏବଂ ସମ୍ମାନଜନକ ଆଶେସ ସିରିଜର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ଆସନ୍ତା ବର୍ଷ ନଭେମ୍ବରର ଶେଷ ଭାଗରେ ପର୍ଥରୁ ଆରମ୍ଭ ହେବ । ୪୩ ବର୍ଷ ପରେ ପର୍ଥରେ ଏହି ସିରିଜର ପ୍ରଥମ ମ୍ୟାଚ…

ଆଇସିସି ହଲ ଅଫ ଫେମରେ ନୀତୁ ଡେଭିଡ

ଦୁବାଇ: ଆଇସିସିର ହଲ ଅଫ ଫେମରେ ଭାରତର ପୂର୍ବତନ ମହିଳା କ୍ରିକେଟର ନୀତୁ ଡେଭିଡ ସାମିଲ ହୋଇଛନ୍ତି । ନୀତୁଙ୍କ ସମେତ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ଓ ଇଂଲଣ୍ଡର ଆଲିଷ୍ଟର କୁକ ମଧ୍ୟ ହଲ ଅଫ ଫେମରେ ସାମିଲ ହୋଇଛନ୍ତି । ୧୧୩ତମ ସ୍ଥାନରେ କୁକ, ୧୧୪ ତମ ସ୍ଥାନରେ ଡେଭିଡ ଓ…

ଲେଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଶ୍ରୀନଗରର ବକ୍ସୀ ଷ୍ଟାଡିୟମରେ ଖେଳାଯାଇଥିବା ଗତକାଲିର ରୋମାଞ୍ଚକର ମ୍ୟାଚରେ ଟୋୟାମ ହାଇଦ୍ରାବାଦକୁ ୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଣାର୍କ ସୂର୍ଯ୍ୟାସ ଓଡିଶା। ଆସନ୍ତା ୧୬ ଅକ୍ଟୋବରରେ ଶ୍ରୀନଗରର ବକ୍ସୀ ଷ୍ଟାଡିୟମରେ ସଦର୍ନ ସୁପରଷ୍ଟାର ବିପକ୍ଷରେ ଫାଇନାଲ ମ୍ୟାଚ…

କବାଡି ମ୍ୟାଚ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ଯାଚ।  ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ  ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି  ।  ମୃତ ଖେଳାଳି ଜଣଙ୍କ  ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର…

ଫାଇନାଲ ପ୍ରବେଶ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ କ୍ୱାଲିଫାୟର କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ଟୋୟାମ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ବିଜୟ ସହ ଉଭୟ ଟିମ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିବ । ବାକ୍ସୀ ଷ୍ଟାଡିୟମରେ ଅକ୍ଟୋବର ୧୩ରେ ଏହି ମ୍ୟାଚ ଖେଳାଯିବ । କୋଣାର୍କ ସୂର୍ଯ୍ୟାସ…

କ୍ୱାଲିଫାୟର ୨ରେ ଟୋୟାମ ହାଇଦ୍ରାବାଦକୁ ଭେଟିବ କୋଣାର୍କ ସୂର୍ଯ୍ୟାସ

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ଟୋୟାମ ହାଇଦ୍ରାବାଦ ୭ ୱିକେଟରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି । କ୍ୱାଲିଫାୟର ୧ରେ କୋଣାର୍କ ସୂର୍ଯ୍ୟାସ ଭଲ ପ୍ରଦର୍ଶନ କରିବା ସତ୍ୱେ ସଦର୍ଣ୍ଣ ସୁପରଷ୍ଟାର୍ସ ନିକଟରୁ ହାରି ଯାଇଥିଲା । ଏବେ…

ହକି ଇଣ୍ଡିଆ ଲିଗ: ୪୮ ଲକ୍ଷରେ ଅମିତ ରୋହିଦାସଙ୍କୁ ନେଲା ତାମିଲନାଡୁ ଡ୍ରାଗନ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗର ଖେଳାଳି ନିଲାମ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଓଡିଶାର ଷ୍ଟାର ଖେଳାଳି ଅମିତ ରୋହୀଦାସଙ୍କୁ ଏହି ନିଲାମରେ ୪୮ ଲକ୍ଷ ପ୍ରାଇସରେ ତାମିଲନାଡୁ ଡ୍ରାଗନ୍ସ ନେଇଛି । ଏହି ସଂସ୍କରଣରେ ଡିଫେଣ୍ଡର ଅମିତ ଚେନ୍ନାଇର ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଖେଳିବେ…

ମାର୍କ ବାଉଚରଙ୍କୁ କୋଚ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ ବାଉଚରଙ୍କୁ ତାଙ୍କ ପଦରୁ ହଟେଇଛି । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କୋଚ ଦାୟିତ୍ୱ ତୁଲାଇବେ । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଜୟବର୍ଦ୍ଧନେ ମୁମ୍ବାଇ କୋଚ ରହିଥିଲେ । ଗତ ୨ଟି ସଂସ୍କରଣରେ ସେ…