Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ରୋହିତ ଯାଇ ପାରନ୍ତି ପାକିସ୍ତାନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ଉତ୍ସବରେ ପାକିସ୍ତାନ ଯାଇ ପାରନ୍ତି । ତେବେ ଏ…

ଫେଡେରରଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ଜୋକୋଭିଚ

ନୂଆଦିଲ୍ଲୀ: ୨୪ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଜୋକୋଭିଚ ଚଳିତ ଅଷ୍ଟ୍ରେଲିଆନ ଓପନରେ ୨୧ ବର୍ଷୀୟ ଜ୍ୟାମେ ଫାରିୟାଙ୍କୁ ୬-୧, ୬-୭, ୬-୩ ଓ ୬-୨ ସେଟରେ ପରାସ୍ତ କରିଥିଲେ । ଓପନ ଏରାରେ ଜୋକୋଭିଚଙ୍କ ଏହା ୪୩୦ତମ…

ମହିଳା କ୍ରିକେଟ: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ବିଜୟ

ରାଜକୋଟ: ଭାରତୀୟ ମହିଳା କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଆୟର୍ଲାଣ୍ଡକୁ ୩୦୪ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୩-୦ରେ କ୍ଲିନ ସୁଇପ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୫ ୱିକେଟ ବିନିିମୟରେ ୪୩୫ ରନର ବିଶାଳ ସ୍କୋର…

ଟି୨୦: ଭାରତ ସହ କଡା ଟକ୍କର ଦେଇ ଆସିଛି ଇଂଲଣ୍ଡ

ନୂଆଦିଲ୍ଲୀ: ଜାନୁୟାରୀ ୨୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପରେ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ସର୍ବଦା ଟି୨୦ରେ କଡା ଟକ୍କର ଦେଖିବାକୁ ମିଳିଛି । ଏଥର ମଧ୍ୟ ପ୍ରଶଂସକ ଏକ ହାଇ ଭୋଲେଟେଜ ସିରିଜ ଆଶାରେ ରହିଛନ୍ତି ।…

ଅଲିମ୍ପିକ୍ସ ପଦକରୁ ରଙ୍ଗ ଛାଡିଲା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଶେଷ ହେବା ବେଶୀ ଦିନ ହୋଇ ନାହିଁ । ଏଥିରେ ପଦକ ହାସଲ କରି ବିଶ୍ୱ ଦରବାରେ ନାମ କମାଇଥିବା ଆଥଲେଟ ଏବେ ନିରାଶ ହୋଇ ପଡିଛନ୍ତି । କେତେକ ପଦକ ରଙ୍ଗ ଛାଡିବା ସହ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ଆଥଲେଟ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।…

ରଣଜୀ ଟ୍ରଫି ସମ୍ଭାବ୍ୟ ଦଳରେ କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ବିସିସିଆଇ ସିନିୟର ଖେଳାଳିଙ୍କୁ ରଣଜୀ ଟ୍ରଫିରେ ଖେଳି ଫର୍ମକୁ ଫେରିବା ପାଇଁ କହିଛି । କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫିରେ ଦିଲ୍ଲୀର ସମ୍ଭାବ୍ୟ…

ଚାମ୍ପିୟନ୍ସ ଟ୍ରଫି ଗମ୍ଭୀରଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆର ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଟାର୍ଗେଟରେ ରହିଛନ୍ତି । ଟି୨୦ ବିଶ୍ୱକପ ଜିତିଥିବା ଟିମର ଏପରି କଣ ହୋଇଗଲା ଯେ, କ୍ରମାଗତ ସିରିଜ ପରାଜୟବରଣ କରି ଚାଲିଛି । ଗୌତମ ଗମ୍ଭୀର କୋଚ ପଦ ଗ୍ରହଣ କରିବା ପରେ ଟିମ…

ରଣଜୀ ଖେଳିବେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ରଣଜୀ ଟ୍ରଫି ଖେଳିବେ ବୋଲି ପୃଷ୍ଟି କରିଛନ୍ତି । ଜାନୁୟାରୀ ୨୩ରେ ପଂଜାବ ଓ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଗିଲ ପଞ୍ଜାବ ପକ୍ଷରୁ ଖେଳିବେ । ୱାସିମ ଜାଫର ପଞ୍ଜାବର କୋଚ ଦାୟିତ୍ୱ ତୁଲାଉଛନ୍ତି ।…

ବୁମରାହ ହେଲେ ଆଇସିସି ପ୍ଲେୟର ଅଫ ଦି ମନ୍ଥ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଡିସେମ୍ବର ମାସ ପାଇଁ ଆଇସିସି ପ୍ଲେୟର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକାର ଡ୍ୟାନ ପିଟରସନ ଓ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସଙ୍କୁ ସେ ପଛରେ ପକାଇଥିଲେ । ଭାରତର ସ୍ମୃତି ମାନ୍ଧନା ଓ ଦକ୍ଷିଣ ଆଫ୍ରିକାର ଏନ ମାଲୱା ମଧ୍ୟ…

ଭାରତୀୟ କ୍ରିକେଟରଙ୍କ ପାଇଁ ନୂଆ ନିୟମ, ଏଣିକି ସାଙ୍ଗରେ ପତ୍ନୀଙ୍କୁ ନେଇପାରିବେନି! 

ମୁମ୍ବାଇ: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ମୁମ୍ବାଇରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ…