Latest Odisha News

BREAKING NEWS

Browsing Category

ଖେଳ

ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଆସିଲା ମାରାତ୍ମକ ଅଭିଯୋଗ

ମୁମ୍ବାଇ: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ସୂର୍ଯ୍ୟକୁମାର ମୁମ୍ବାଇ ଟିମକୁ ଦୁଇ ଫାଳ କରିବା ପାଇଁ ଉଦ୍ୟମ କରୁଛନ୍ତି । ଯଶସ୍ୱୀ ଜୈସୱାଲ ମୁମ୍ବାଇ ଟିମ ଛାଡିବା ପରେ ଏ ଭଳି ରିପୋର୍ଟମାନ ପ୍ରକାଶ ପାଇଛି ।…

ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ: ଚଳିତ ଆଇପିଏଲ ଅବସରରେ ଗୁଜରାଟ ଟାଇଟାନ୍ସକୁ ଶକ୍ତ ଧକ୍କା ଲାଗିଛି । ସଳର ଷ୍ଟାର ପେସ ବୋଲର କାଗିସୋ ରାବାଡା ଟୁର୍ଣ୍ଣାମେଂଟ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦକ୍ଷିଣ ଆଫ୍ରିକା ଫେରି ଯାଇଛନ୍ତି । ସେ କେବେ ପ୍ରତ୍ୟାବର୍ତନ କରିବେ ସେ ନେଇ…

କୋହଲି ଆଘାତପ୍ରାପ୍ତ, ମୁମ୍ବାଇ ବିପକ୍ଷ ମ୍ୟାଚରେ ଖେଳିବେ ?

ବେଙ୍ଗାଲୁର: ଆଇପିଏଲ ୨୦୨୫ରେ ପ୍ରଥମ ୨ଟି ମ୍ୟାଚ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା । ତେବେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦଳ ପ୍ରଥମ ପରାଜୟବରଣ କରିଛି । ଘରୋଇ ପିଚରେ ପ୍ରଥମ ମ୍ୟାଚ ହାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଦଳର ଷ୍ଟାର…

ପଟୌଦି ଟ୍ରଫିକୁ ଅବସର; କ୍ଷୋଭ ପ୍ରକାଶ କଲେ ଶର୍ମିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପରେ ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଯିବ। କିନ୍ତୁ ଏଥର ଏହି ଟୁର୍ଣ୍ଣାମେଣ୍ଟକୁ ପଟୌଦି ଟ୍ରଫି କୁହାଯାଇପାରିବ ନାହିଁ। କାରଣ ଏହି ଟ୍ରଫିକୁ ଅବସର ଦେବାକୁ…

ଟି୨୦ ର‌୍ୟାଙ୍କିଙ୍ଗ: ନତାଶାଙ୍କ ପୂର୍ବତନ ଏବଂ ବର୍ତମାନ ପତି ହେଲେ ନମ୍ବର ୱାନ

ନୂଆଦିଲ୍ଲୀ: ଆଇସିସି ନୂତନ ଟି୨୦ ର‌୍ୟାଙ୍କିଙ୍ଗ ପ୍ରକାଶ କରିଛି । ଏଥିରେ ଭାରତର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅପରପକ୍ଷରେ ନ୍ୟୁଜିଲାଣ୍ଡର ପେସ ବୋଲର ଜ୍ୟାକବ ଡଫି ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।…

ଲିଙ୍ଗ ପରିବର୍ତନ କରି ଫେରିଲେ ସଞ୍ଜୟ ବାଙ୍ଗରଙ୍କ ପୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ପୁଅ ଇଂଲଣ୍ଡରେ ଲିଙ୍ଗ ପରିବର୍ତନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏବେ ପୁଅରୁ ଝିଅ ହୋଇଛନ୍ତି । ତାଙ୍କ ନୂଆ ଲୁକ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ପୂର୍ବ ନାମ ଆର୍ଯ୍ୟନ ବାଙ୍ଗର ଥିଲା ଏବେ ସେ…

ଟିମ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷିତ: କଟକରେ ଟି୨୦, ଗୌହାଟୀରେ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ ଆନ୍ତର୍ଜାତୀୟ କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସିବେ । କଟକ ବାରବାଟୀରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ବିପକ୍ଷରେ ଟି୨୦ ମ୍ୟାଚ ଖେଳିବ । ଡିସେମ୍ବର ୯ରେ ଏହି ମ୍ୟାଚ ଆୟୋଜିତ…

ମୁମ୍ବାଇ ଛାଡିବେ ଯଶସ୍ୱୀ, ଅର୍ଜୁୂନଙ୍କ ସହ ଏକତ୍ର ଖେଳିବେ

ମୁମ୍ବାଇ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଘରୋଇ କ୍ରିକେଟରେ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ ବୋଲି ସେ ନିଷ୍ପତି ନେଇଛନ୍ତି । ସେ ବ୍ୟକ୍ତିିଗତ କାରଣ ଯୋଗୁ ମୁମ୍ବାଇ ବଦଳରେ ଗୋଆ ଟିମ ପକ୍ଷରୁ ଖେଳିବେ । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରେ ସେ ଏ ନେଇ ଅନୁରୋଧ କରିଥିଲେ ।…

ଆଇପିଏଲ: ବୁମରାହ, ଆକାଶଦୀପଙ୍କ ପ୍ରତ୍ୟାବର୍ତନରେ ହେବ ବିଳମ୍ବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦୁଇ ପେସ ବୋଲର ଯଶପ୍ରୀତ ବୁମରାହ ଓ ଆକାଶଦୀପଙ୍କ ଖେଳିବାରେ ଆହୁରି ବିଳମ୍ବ ହେବ ବୋଲି ଜଣାପଡିଛି । ଆକାଶଦୀପ ଏପ୍ରିଲ ୧୦ ସୁଦ୍ଧା ଦଳ ସହିତ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏଥିରେ ଡେରି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବୁମରାହ ଏପ୍ରିଲ…

ସନରାଇଜର୍ସ ହାଇଦ୍ରାବାଦ, ଏଚସିଏ ମଧ୍ୟରେ ହେଲା ବୁଝାମଣା

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଓ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ମଧ୍ୟରେ ଆଇପିଏଲ ଟିକେଟ ବଂଟାକୁ ନେଇ ବୁଝାମଣା ହୋଇଛି । ପୂର୍ବରୁ ଏଚସିଏ ମାଗଣା ପାସ ନେଇ ବ୍ଲାକମେଲ କରୁଛି ବୋଲି ସନରାଇଜର୍ସ ଅଭିଯୋଗ କରିଥିଲା । ଏ ନେଇ ବିସିସିଆଇ ହସ୍ତକ୍ଷେପ କରୁ ବୋଲି ସନରାଇଜର୍ସ ଅନୁରୋଧ…