Latest Odisha News

BREAKING NEWS

Browsing Category

ଖେଳ

ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ ଖେଳାଯିବ । କ୍ରିକେଟ ଅଷ୍ଟ୍ରେଲିଆ ଏହି ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଏବଂ ଆଶେସର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି ।…

ଦିଲ୍ଲୀ କ୍ୟାପିଟାଲ୍ସର କ୍ରମାଗତ ଦ୍ୱିତୀୟ ବିଜୟ

ବିଶାଖପଟନମ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଜବରଦସ୍ତ ଫର୍ମରେ ରହି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏଠାରେ ରବିବାର ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ସହଜରେ…

ଧୋନୀଙ୍କୁ ପ୍ରଡକ୍ଟ ଭାବେ ବ୍ୟବହାର କରୁଛି କି ଚେନ୍ନାଇ

ମହେନ୍ଦ୍ର ସିଂ ଧୋନୀ ଜଣେ ଭଲ ଅଧିନାୟକ ଏବଂ ଶ୍ରେଷ୍ଠ ଫିନିଶର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ଥର ଚାମ୍ପିୟନ ହୋଇଛି । ଏଥିପାଇଁ ଚେନ୍ନାଇ ପ୍ରଶଂସକ ତାଙ୍କ ପାଇଁ ଏକପ୍ରକାର ପାଗଳ ହୋଇ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଚଳିତ ଆଇପିଏଲରେ ଦଣ୍ଡିତ ହୋଇଛନ୍ତି । ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ଧିମା ବୋଲିଂ ହାର ନେଇ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଗତ ସଂସ୍କରଣରେ ଅବଶ୍ୟ ଧିମା ବୋଲିଂ ହାର ନେଇ ଦଣ୍ଡିତ ହେବା ଯୋଗୁ ହାର୍ଦ୍ଦିକ ଚଳିତ…

ପଡିଆରେ ପାଦ ଦେଉ ଦେଉ ଆଉ ଏକ ରେକର୍ଡ କଲେ ରୋହିତ

ଅହମ୍ମଦାବାଦ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ପଡିଆରେ ପାଦ ଦେଉ ଦେଉ ଆଉ ଏକ ରେକର୍ଡ କରିଛନ୍ତି । ରୋହିତ ୪୫୦ ଟି୨୦ ମ୍ୟାଚ ଖେଳିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ରୋହିତଙ୍କ ପଛକୁ ଦୀନେଶ କାର୍ତିକ ୪୧୨ ମ୍ୟାଚ ସହ ଦ୍ୱିତୀୟ…

ଆଇପିଏଲ: ରାହୁଲଙ୍କ ପ୍ରତ୍ୟାବର୍ତନ, ହାଇଦ୍ରାବାଦ ବିପକ୍ଷରେ ଖେଳିବେ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଭାରତୀୟ ୱିକେଟକିପର ଓ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି । ରାହୁଲଙ୍କ ପତ୍ନୀ ଆଥିୟା ଶେଟ୍ଟୀ ମାର୍ଚ୍ଚ ୨୪ରେ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏହି କାରଣ ଯୋଗୁ ରାହୁଲ ଲକ୍ଷ୍ନୌ ସୁପର ଜ୍ୟାଂଟସ…

ଏନସିଏ ୧୬ ବର୍ଷରୁ କମ ଏଲିଟ କ୍ୟାମ୍ପରେ ଯୋଗ ଦେବେ ଓଡିଶାରୁ ୪ ଖେଳାଳି

ଭୁବନେଶ୍ୱର: ଓଡିଶାର ୪ ଜଣ ଯୁବ ଖେଳାଳି ନ୍ୟାଶନାଲ କ୍ରିକେଟ ଏକାଡେମୀ ୧୬ ବର୍ଷରୁ କମ ଏଲିଟ କ୍ୟାମ୍ପ ୨୦୨୫ ପାଇଁ ଚୟନ ହୋଇଛନ୍ତି । ୨୦୨୪-୨୫ ବିଜୟ ମର୍ଚ୍ଚାଂଟ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଚୟନ କରାଯାଇଛି ବୋଲି ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି । ଏହି ୪…

ଘୁଂଚିଲା ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ

ଗୋଆ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମାର୍ଚ୍ଚ ୩୦ରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଘୁଚାଂଇ ଦେଇଛି । ବୈଠକ କେବେ ହେବ ସେ ସମ୍ପର୍କରେ ବିିସିସିଆଇ ପକ୍ଷରୁ କିଛି କୁହାଯାଇ ନାହିଁ । ମହିଳାଙ୍କ ପରେ ବିସିସିଆଇ ପୁରୁଷ ଖେଳାଳିଙ୍କ ସେଂଟ୍ରାଲ କଂଟ୍ରାକ୍ଟ ଘୋଷଣା କରିବ ବୋଲି ଅନୁମାନ…

ବହୁତ ଶୀଘ୍ର ବ୍ୟାଟିଂ କରିବାକୁ ଆସିଲେ ଧୋନୀ

ଚେପକ: ଚଳିତ ଆଇପିଏଲରେ ପୂନର୍ବାର ଗତ ଥର ପରି ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡର ନେଇ ପୂର୍ବତନ କ୍ରିକେଟର ଓ ପ୍ରଶଂସକମାନେ ନୈରାଶ୍ୟ ବ୍ୟକ୍ତ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ଧୋନୀ ୯ମ ସ୍ଥାନରେ ବ୍ୟାଟିଂ…

ଚେନ୍ନାଇକୁ ୫୦ ରନ୍‌ରେ ହରାଇଲା ଆରସିବି, ଚେପକରେ ୧୭ ବର୍ଷ ପରେ ବିଜୟ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ତମ ସିଜନ୍‌ର ଅଷ୍ଟମ ମ୍ୟାଚ୍‌ ଚେନ୍ନାଇର ଏମ୍‌ଏ ଚିଦମ୍ବରମ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ସିଏସ୍‌କେ ଅଧିନାୟକ ଋତୁରାଜ…