Latest Odisha News

BREAKING NEWS

Browsing Category

ଖେଳ

୭ ବର୍ଷ ପରେ ଫେରିଲା ହଂକଂ କ୍ରିକେଟ ସିକ୍ସେସ: କୋହଲି ଖେଳି ପାରନ୍ତି

ନୂଆଦିଲ୍ଲୀ: ୭ ବର୍ଷ ପରେ ରୋମାଂଚରେ ଭରପୂର ହଂକଂ କ୍ରିକେଟ ସିକ୍ସେସ ପୂନର୍ବାର ଫେରିଛି । ନଭେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଏହି ଲୋକପ୍ରିୟ କ୍ରିକେଟ ଫର୍ମାଟରେ ଭାରତ ଅଂଶଗ୍ରହଣ କରିବ । ରିପୋର୍ଟ ମୁତାବକ ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଏଥିରେ ଖେଳି…

କଳିଙ୍ଗ ପ୍ରିମିୟର ଲିଗ: ଭି ଲାଏନସ୍ ଦଳ ଚାମ୍ପିୟନ

ଭୁବନେଶ୍ବର : ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହୋଇଯାଇଛି କଳିଙ୍ଗ ପ୍ରିମିୟର ଲିଗ ୨୦୨୪ । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟରେ  ବିନା କୌଣସି ଏଣ୍ଟ୍ରି ଫି ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ ଟି ଅଂଶଗ୍ରହଣ କରିଥିଲେ । ଆଜି ଶେଷ ଦିନରେ ଭି ଲାଏନସ୍ (କଟକ) ଦଳ ଚାମ୍ପିୟନ ହୋଇଛି ।…

ଅବସର ଘୋଷଣା କଲେ ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସୋମବାର ଅବସର ଘୋଷଣା କରିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ପ୍ରଭାବୀ ପ୍ରଦର୍ଶନ କରି ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ରହି ଯାଇଥିଲେ । ୩୧ ବର୍ଷୀୟା ଦୀପା ଭାରତ ପକ୍ଷରୁ ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ…

ଆଇପିଏଲ: ରିଟେନଶନ ନେଇ ଚେନ୍ନାଇ ଟିମ ସହ ଆଲୋଚନା କରିବେ ଧୋନୀ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ରିପୋର୍ଟ ମୁତାବକ ଆସନ୍ତା ସପ୍ତାହରେ ଧୋନୀ ରିଟେନଶନ ନେଇ ଚେନ୍ନାଇ ସୁପର କିଙ୍ଗସ ଟିମ ମ୍ୟାନେଜମେଂଟ ସହ ଆଲୋଚନା କରିବେ । ଏହା ପରେ ଏ ସମ୍ପର୍କରେ ଚୂଡାନ୍ତ…

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ…

ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସିନିୟର ପୁରୁଷ ରାଜ୍ୟସ୍ତରୀୟ ଚାମ୍ପିୟନଶିପରେ ସୁନ୍ଦରଗଡ ଚାମ୍ପିୟନ ହୋଇଛି । ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ୪-୧ ଗୋଲରେ ପରାସ୍ତ କରି ସୁନ୍ଦରଗଡ ସ୍ୱର୍ଣ୍ଣ ପଦକ ଜିିତିଛି । ଦେଓଗଡକୁ ୪-୨ରେ ହରାଇ ଗାଙ୍ଗପୁର ହକି ଆସୋସିଏଶନ…

ଆଇଓଏର ତ୍ରୁଟିପୂର୍ଣ୍ଣ ସ୍ପନଶରଶିପ ଚୁକ୍ତି ଯୋଗୁ କ୍ଷତି ହୋଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ ରିଲାଏନ୍ସ ସହ ତ୍ରୁଟିପୂର୍ଣ୍ଣ ଚୁକ୍ତି କରି ଘାଟାରେ ପଡିଛି । ସିଏଜି ରିପୋର୍ଟ ଅନୁସାରେ ଆଇଓଏର ୨୪ କୋଟି ଟଙ୍କା ଏହି ଚୁକ୍ତି ବାବଦକୁ କ୍ଷତି ହୋଇଛି । ଆଇଓଏ ୨୦୨୨ରୁ ୨୦୩୦ ପର୍ଯ୍ୟନ୍ତ ରିଲାଏନ୍ସ ସହ ୧୦ଟି ମେଗା ଇଭେଂଟ ପାଇଁ ଚୁକ୍ତି କରିଥିଲା ।…

ପ୍ରଥମ ଟି୨୦ରେ ବାଂଲାଦେଶକୁ ସହଜରେ ହରାଇଲା ଟିମ ଇଣ୍ଡିଆ

ଗ୍ୱାଲିୟର: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଛି । ୧୨୮ ରନର ଲକ୍ଷ୍ୟକୁ ଟିମଇଣ୍ଡିଆ ୧୧.୫ ଓଭରରେ ହାସଲ କରି ନେଇଥିଲା । ଅଭିଷେକ ଶର୍ମା ୭ ବଲରୁ…

ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଏଏଫସି ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଗ୍ରୁପ ସିର ଏକ ମ୍ୟାଚରେ ଭିଏତନାମର ଥୋଙ୍ଗ ନାଟ ଷ୍ଟାଡିୟମରେ ଉରୱା ରେଡ ଡାଇମଣ୍ଡ ଲେଡିଜ ୧୭-୦ଗୋଲରେ ଶୋଚନୀୟ ଭାବେ ଓଡିଶା ଟିମକୁ ପରାସ୍ତ କରିଛି । ଜାପାନର ଏହି କ୍ଲବ…

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ:ଏଠାରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକ ୬ ୱିକେଟରେ ହରାଇ ବିଜୟଧାରାକୁ ଫେରିଛି । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଥିଲା । ରବିବାର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮…