Latest Odisha News

BREAKING NEWS

Browsing Category

ଖେଳ

ଟିମ ବଦଳିବା ପରେ ଏହି ୩ ଖେଳାଳିଙ୍କୁ ସହାୟ ହେଲା ଭାଗ୍ୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଯାଇଛି । ଏଥର ମେଗା ନିଲାମ ହୋଇଥିବାରୁ ଅଧିକାଂଶ ଦଳର ରୂପରେଖ ବଦଳିଯାଇଛି । ଟିମ ବଦଳିବା ଯୋଗୁ କେତେକ ଖେଳାଳିଙ୍କୁ ଭାଗ୍ୟ ସହାୟ ହୋଇଛି । କୃଣାଳ ପାଣ୍ଡ୍ୟା ଏହାର ଜ୍ୱଳନ୍ତ ଉଦାହରଣ । ସେ ଏହା ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ…

IPL 2025: ପ୍ରଥମେ କ୍ୟାପଟେନ-ଖେଳାଳି ସମ୍ପର୍କ ରହିଥିଲା, ଏବେ ସାଙ୍ଗ… ବିରାଟଙ୍କୁ ନେଇ ଧୋନୀ କହିଲେ ଏମିତି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ୍ , ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ଯାତ୍ରା ଆରମ୍ଭ କରିଛି। ଚେପକରେ ଖେଳାଯାଇଥିବା ମ୍ୟାଚରେ ଧୋନୀ ବେଶି ବଲ ଖେଳିବାକୁ ସୁଯୋଗ ପାଇନଥିଲେ ବି ତାଙ୍କର ମଇଦାନକୁ ଆସିବା ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ପୂରା ମଇଦାନରେ…

ଖେଳୁଥିବା ଅବସ୍ଥାରେ ପଡିଆରେ ଛଟପଟ ହେଲେ ତାମିମ

ଢ଼ାକା: ବାଂଲାଦେଶର ପୂର୍ବତନ ଅଧିନାୟକ ତାମିମ ଇକବାଲ ଢ଼ାକା ପ୍ରିମିୟର ଡିଭିଜନ କ୍ରିକେଟ ଲିଗର ଏକ ମ୍ୟାଚ ଅବସରରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ଶିନେପୁକୁର କ୍ରିକେଟ କ୍ଲବ ପକ୍ଷରୁ ଖେଳୁଥିବା ତାମିମ ମୋହମ୍ମଡାନ ସ୍ପୋର୍ଟିଂ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିଥିଲେ । କିଛି ସମୟ ପରେ…

କ୍ରିକେଟର ଚହରଙ୍କୁ ବ୍ୟାଟରେ କାହିଁକି ପିଟିଲେ ଧୋନୀ… 

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ତୃତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଶେଷରେ ଏମଏସ ଧୋନି ବ୍ୟାଟିଂ କରିବାକୁ ଆସିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ତାଙ୍କୁ ସ୍ଲେଜିଂ କରିଥିଲେ। ସୂଚନା ଅନୁଯାୟୀ, ଯେତେବେଳେ ଏମଏସ ଧୋନି…

ବିସିସିଆଇ ଜାରୀ କଲା ନୂତନ ସେଂଟ୍ରାଲ କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୪-୨୫ ପାଇଁ ନୂତନ କେନ୍ଦ୍ରୀୟ ଚୁକ୍ତିର ଘୋଷଣା କରିଛି । ୧୬ଜଣ ମହିଳା କ୍ରିକେଟରଙ୍କୁ ଏଥିରେ ସାମିଲ କରାଯାଇଛି । ଏହି ଖେଳାଳିମାନଙ୍କୁ ୩ଟି ଗ୍ରେଡରେ ରଖାଯାଇଛି । ଗ୍ରେଡ ଏରେ ୩ଜଣ, ବିରେ ୪ ଓ ସିରେ ୯ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ୧…

ମ୍ୟାଚ ଅବସରରେ ଖଲୀଲ କଣ ଦେଲେ ରିତୁରାଜଙ୍କୁ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ୪ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଚେପକ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ ଅବସରରେ ଗୋଟିଏ ଘଟଣା ଏବେ ସୋସିଆ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ପଡିଆ ମଝିରେ ଖଲୀଲ ଅହମ୍ମଦ ତାଙ୍କ ପକେଟରୁ…

କାଳି ଟ୍ୟାକ୍ସି; ଜୋଫ୍ରା ଆର୍ଚରଙ୍କୁ ନେଇ ହରଭଜନ ସିଂଙ୍କ ବିବାଦୀୟ ବୟାନ… 

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ନିଜ କମେଣ୍ଟ୍ରିକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କମେଣ୍ଟ୍ରି ବେଳେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଟାର୍ଗେଟ କରି ତାଙ୍କୁ…

ଆଇପିଏଲର ପ୍ରଥମ ମ୍ୟାଚରେ କମାଲ କଲେ ଅଟୋ ଚାଳକଙ୍କ ପୁଅ, ଧୋନୀ ବି ଦେଲେ ଆଶୀର୍ବାଦ!

ମୁମ୍ବାଇ: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ୧୫୬ ରନର ଟାର୍ଗେଟ୍ ଦେଇଥିଲା। ଏହି ମ୍ୟାଚରେ ବାମହାତୀ ସ୍ପିନର ବିଗ୍ନେଶ ପୁତୁର ଇମ୍ପାକ୍ଟ ପ୍ଲେୟାର ଭାବେ ଏଂଟ୍ରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଦ୍ୱିତୀୟ ଓଭରରେ ବୋଲିଂ…

ଗ୍ରାଉଣ୍ଡରେ ଦୌଡ଼ି ଗିରଫ ହେଲେ କୋହଲିଙ୍କ ଫ୍ୟାନ

କୋଲକାତା: ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଶନିବାର ଦିନ ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା। ତେବେ ଏହି ଉଦଘାଟନୀ ମ୍ୟାଚରେ ସୁରକ୍ଷା ବଳୟକୁ ପାର କରି ଜଣେ…

ଈଶାନଙ୍କ ଶତକ: ରାଜସ୍ଥାନକୁ ୪୪ ରନରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ହାଇ ସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୪୪ ରନରେ ରାଜସ୍ଥାନ ରୟାଲ୍ସ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି । ଈଶାନ କିଶାନଙ୍କ ବିସ୍ଫୋରକ ଶତକ ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ରାଜସ୍ଥାନ ପ୍ରଥମେ…