Latest Odisha News

BREAKING NEWS

Browsing Category

ଖେଳ

ଗାଭାସ୍କର କାହିଁକି କହିଲେ ଗମ୍ଭୀର କଣ ଡ୍ରାଭିଡଙ୍କ ପନ୍ଥା ଆପଣାଇବେ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଚାମ୍ପିୟନ ହୋଇଛି । ଏହା ପରେ ବିସିସିଆଇ ସମ୍ପୂର୍ଣ୍ଣ ଟିମ ପାଇଁ ୫୮ କୋଟି ଟଙ୍କା ପୁରସ୍କାର ରାଶିର ଘୋଷଣା କରିଛି । ମୂଖ୍ୟ କୋଚ ଭାବେ ଗୌତମ ଗମ୍ଭୀରଙ୍କ ପାଇଁ ୩ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଏବେ ପୂର୍ବତନ ମହାନ ଖେଳାଳି ସୁନୀଲ…

ରୋହିତ, ଦୀନେଶଙ୍କ ରେକର୍ଡ ଭାଙ୍ଗିଲେ ମ୍ୟାକ୍ସୱେଲ

ମୁମ୍ବାଇ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ସେ ସର୍ବାଧିକ ଥର ୧୯ ଥର ଶୂନରେ ଆଉଟ ହୋଇ ଭାରତର ରୋହିତ ଶର୍ମା ଓ ଦୀନେଶ କାର୍ତିକଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହି. ଦୀନେଶ ୧୮ଥର ଶୂନରେ ଆଉଟ ହୋଇଛନ୍ତି । ପୀୟୂଷ ଚାୱଲା ଓ…

ଭଙ୍ଗା ହେବ ଐତିହାସିକ ଗାବା ଷ୍ଟାଡିୟମ

ନୂଆଦିଲ୍ଲୀ: ବ୍ରିସବେନର ଐତିହାସିକ ଗାବା ଷ୍ଟାଡିୟମ ଭଙ୍ଗା ଯିବ । ୨୦୩୨ ଅଲିମ୍ପିକ୍ସ ପରେ ଏହାକୁ ଭାଙ୍ଗି ଦିଆଯିବ । ଏହା ବଦଳରେ କ୍ରିକେଟ ମ୍ୟାଚଗୁଡିକ ୬୦୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଭିକ୍ଟୋରିଆ ପାର୍କରେ ଏକ ଷ୍ଟାଡିୟମରେ ଖେଳାଯିବ । ଅଲିମ୍ପିକ୍ସକୁ ଆଖି ଆଗରେ ରଖାଯାଇ ଏହି ନୂତନ…

ଆଇପିଏଲର ପ୍ରଥମ ଆଦିବାସୀ ଖେଳାଳି, ଝାଡଖଣ୍ଡ ଗେଲ ଭାବେ ପରିଚିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ଆଦିବାସୀ ଖେଳାଳି ଭାବେ ରବିନ ମିଞ୍ଜ ପଦାର୍ପଣ କରିଛନ୍ତି । ଝାଡଖଣ୍ଡର ଏହି ଯୁବ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କ ଆଦର୍ଶ ଭାବେ ମାନନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତୀତ ଏଥର ଝାଡଖଣ୍ଡର ଈଶାନ କିଶାନ, କୁମାର କୁଶାଗ୍ର ଓ ରବିନ…

ଆଇପିଏଲ ଯୋଗୁ ଇଣ୍ଡିଆ ଏ ଟିମ ଚୟନ ନେଇ ଦ୍ୱନ୍ଦ୍ୱରେ ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଶେଷ ହେଉ ହେଉ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଟେଷ୍ଟ ସିରିଜ ଖେଳାଯିବ । ଏହା ପୂର୍ବରୁ ଟିମ ଇଣ୍ଡିଆ ସେଠାରେ ୨ଟି ଅଭ୍ୟାସ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ଭାରତ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ୨ଟି ୪ ଦିବସୀୟ ମ୍ୟାଚ…

କୋହଲି ତାଙ୍କୁ କଣ କହିଥିଲେ ଜଣାଇଲେ ପାଦ ଛୁଇଁଥିବା ପ୍ରଶଂସକ

କୋଲକାତା: ଚଳିତ ଆଇପିଏଲରେ କେକେଆର ଓ ଆରସିବି ମ୍ୟାଚ ଅବସରରେ ଜଣେ ପ୍ରଶଂସକ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ସେ ସୁରକ୍ଷା ବଳୟକୁ ଭେଦ କରି ପଡିଆକୁ ଯାଇଥିଲେ । ସେଠାରେ ସେ କୋହଲିଙ୍କ ପାଦ ଛୁଇଁଥିଲେ । ଏହା ପରେ ସୁରକ୍ଷାକର୍ମୀ ତାଙ୍କୁ ଗିରଫ…

ଏହି ମହାନ ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଉତ୍ସର୍ଗ କଲେ ଆଶୁତୋଷ

ବିଶାଖପଟନମ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଦିଲ୍ଲୀର ଆଶୁତୋଷ ଶର୍ମା ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ସେ ୩୧ ବଲରେ ୬୬ ରନ କରି ଅପରାଜିତ ରହିଥିଲେ । ତାଙ୍କୁ ମ୍ୟାନ…

ଆଶୁତୋଷଙ୍କ ଜବରଦସ୍ତ ବ୍ୟାଟିଂ, ଲକ୍ଷ୍ନୌ ମୁହଁରୁ ମ୍ୟାଚ ଛଡାଇନେଲା ଦିଲ୍ଲୀ

ବିଶାଖପାଟଣା: ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ । ଶେଷ ଓଭରରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ସୋମବାର, ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟାରେ ବିଶାଖାପାଟଣାର…

ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟ: ଏ ପ୍ଲସରୁ ବାଦ ପଡିବେ କି କୋହଲି, ରୋହିତ, ଜାଡେଜା

ମୁମ୍ବାଇ: ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରି ସାରିଛି । ଖୁବ ଶୀଘ୍ର ପୁରୁଷ ଖେଳାଳିଙ୍କ କଂଟ୍ରାକ୍ଟ ମଧ୍ୟ ପ୍ରସ୍ତୁତ କରାଯିବ । ରିପୋର୍ଟ ମୁତାବକ ଭାରତର ୩ ଜଣ ସିନିୟର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏ ପ୍ଲସ…

ବାପା ହେଲେ କେଏଲ ରାହୁଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ତଥା ଫିଲ୍ମ ଅଭିନେତ୍ରୀ ଆଥିୟା ଶେଟ୍ଟୀ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ରାହୁଲ ଏହି ଖୁସୀ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।…