Latest Odisha News

BREAKING NEWS

Browsing Category

ଖେଳ

ଓଡ଼ିଶା ସବୁବେଳେ ମୋ ହୃଦୟର ଅତି ନିକଟତରରେ ରହିବ: ଷ୍ଟାର ସ୍ପିନର ପ୍ରବୀଣ ତାମ୍ବେ

ସୁରଟ: ପ୍ରସିଦ୍ଧ ଲେଗ୍ ସ୍ପିନର୍ ପ୍ରବୀଣ ତାମ୍ବେ । ଯାହାଙ୍କ ଆଗରେ ବୟସ ବି ମାନିଛି ହାର୍ । ଏବେ କୋଣାର୍କ ସୁର୍ୟାସ ଓଡ଼ିଶା ଦଳ ପାଇଁ ଖେଳୁଛନ୍ତି ପ୍ରବୀଣ । ଯେଉଁ ଦିନଠାରୁ ତାଙ୍କ ନାମ ପ୍ରଥମଥର ପାଇଁ ଟିଭି ସ୍କ୍ରିନରେ ସାମ୍ନାକୁ ଆସିଥିଲା, ସେହି ଦିନଠୁ ନେଇ ଆଜି ପର୍ଯ୍ୟନ୍ତ ପ୍ରବୀଣ…

ସବ ଜୁନିୟର ମହିଳା ହକି: ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିୟନ

ରାଉରକେଲା: ରାଜ୍ୟସ୍ତରୀୟ ସବ ଜୁନିୟର ମହିଳା ହକି ଚାମ୍ପିୟନଶିପରେ ରାଉରକେଲା ସ୍ପୋଟ୍ସ ହଷ୍ଟେଲ ଚାମ୍ପିୟନ ହୋଇଛି । ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଓ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଶ ରୋମାଂଚକର ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି…

ମହିଳା ଟି୨୦ ବିଶ୍ୱକପ : ଦଶନ୍ଧି ପରେ ବାଂଲାଦେଶ ହାସଲ କଲା ବିଜୟ

ଶାରଜା: ଟି୨୦ ମହିଳା ବିଶ୍ୱକପର ପ୍ରଥମ ମ୍ୟାଚରେ ସ୍କଟଲାଣ୍ଡକୁ ୧୬ ରନରେ ହରାଇ ବାଂଲାଦେଶ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ବାଂଲାଦେଶ ମହିଳା ଟିମ ଟିମ ପ୍ରାୟ ଦଶନ୍ଧି ପରେ ବିଶ୍ୱକପରେ ବିଜୟ ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ଖେଳାଳିମାନେ ଭାବପ୍ରବଣ ହୋଇ ପଡିଥିଲେ । ଏଥର ଟି୨୦…

ସଚିନ, ସଙ୍ଗକାରା, ଲାରାଙ୍କ ଏହି ରେକର୍ଡ ସମକକ୍ଷ ହେଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଟେଷ୍ଟ କ୍ରିକେଟରେ ୧୦୦୦ ଚୌକା ମାରି ସଚିନ ତେନ୍ଦୁଲକର, କୁମାର ସଙ୍ଗକାରା ଓ ବ୍ରାଏନ ଲାରାଙ୍କ ଖାସ କ୍ଲବରେ ସାମିଲ ହୋଇଛନ୍ତି । ଦିନିକିଆରେ…

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳିବେ କି ନାହିଁ ମୁହଁ ଖୋଲିଲେ ସାମୀ

ମୁମ୍ବାଇ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ମହମ୍ମଦ ସାମୀ ଖେଳି ନ ପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଏ ସମ୍ପର୍କରେ ସାମୀ ଆଜି ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯାହା କିଛି ପ୍ରସାରିତ ହେଉଛି ତାହା ସତ୍ୟ ନୁହେଁ । ବିସିସିଆଇ କିମ୍ବା ମୋ ପକ୍ଷରୁ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ଟାଇଟଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଶାରଜା: ୟୁଏଇରେ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ଭଲ ପ୍ରଦର୍ଶନ ସତ୍ୱେ ଟିମଇଣ୍ଡିଆ ଟାଇଟଲ ହାସଲ କରିବା ମରୁଡିକୁ ଶେଷ କରିପାରି ନାହିଁ । ଏଥର କିନ୍ତୁ ଭାରତୀୟ ଦଳ ଚାମ୍ପିୟନ ହେବା ଦୌଡରେ ଆଗରେ ରହିଛନ୍ତି । ୧୦ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ଏକମାତ୍ର ଭାରତୀୟ ଟିମ କଡା…

ପୁଣି କ୍ୟାପଟେନସି ଛାଡିଲେ ବାବର : ସୋସିଆଲ ମିଡିଆରେ ପରିହାସର ପାତ୍ର

ନୂଆଦିଲ୍ଲୀ: ପୁଣି ଥରେ ଭୁଲ୍ କାରଣରୁ ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ । ଚର୍ଚ୍ଚା ହେଉଛି ବାବର ଆଜମଙ୍କୁ ନେଇ । ଖରାପ ବ୍ୟାଟିଂ ଫର୍ମ ନେଇ ବାବର ଆଜମ କଡା ସମାଲୋଚନାର ସମ୍ମୁଖୀନ ହୋଇଥିବା ବେଳେ ଏବେ ପାକିସ୍ତାନ ହ୍ୱାଇଟ ବଲ୍ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦିନିକିଆ ଓ…

ଚେନ୍ନାଇ ସିଇଓଙ୍କ ବୟାନ ଧୋନୀଙ୍କ ଖେଳିବା ନେଇ ସସ୍ପେନ୍ସ ବଢ଼ାଇଲା

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ଏବେ ବି ସସ୍ପେନ୍ସରେ ରହିଛି । ନୂତନ ନିୟମ ଅନୁସାରେ ଜଣେ ଖେଳାଳି ଯଦି ଅବସର ନେଇଛନ୍ତି ଏବଂ ୫ ବର୍ଷ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି ତେବେ ତାଙ୍କୁ ଫ୍ରାଂଚାଇଜ ଅନକ୍ୟାପେଡ…

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ଘୋଷଣା ହେଲା ଓଡିଶା ଦଳ

ଭୁବନେଶ୍ୱର: ଜାତୀୟ ଜୁନିୟର ମହିଳା ଚାମ୍ପିୟନଶିପ ପାଇଁ ମଙ୍ଗଳବାର ଓଡିଶା ହକି ଦଳର ଘୋଷଣା କରାଯାଇଛି । ହକି ଆସୋସିଏଶନ ଅଫ ଓଡିଶା ଦ୍ୱାରା ଘୋଷିତ ୧୮ ଜଣିଆ ଦଳର ନେତୃତ୍ୱ ସୁମି ମୁନ୍ଦରି ନେବେ । ତନୁଜା ଟପ୍ପୋ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ରାଂଚିର ମାରାଙ୍ଗ ଗୋମକେ ଜୈପାଲ ସିଂ…

କୋଣାର୍କ ସୂର୍ଯ୍ୟାସ ଓଡିଶା-ସଦର୍ଣ୍ଣ ସୁପରଷ୍ଟାର୍ସ ମଧ୍ୟରେ ହେବ କଡ଼ା ଟକ୍କର

ସୁରଟ: ଅକ୍ଟୋବର ୨ରେ ସୁରଟର ଲାଲାବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ସଦର୍ଣ୍ଣ ସୁପରଷ୍ଟାର୍ସ।  କୋଣାର୍କ ସୂର୍ଯ୍ୟାସ ଓଡିଶା ଓଡ଼ିଶା ଦଳର ଶେଷ ଦୁଇଟି ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଥିଲା । ଦଳ ବର୍ତ୍ତମାନ ସୁଦ୍ଧା, ୩ଟି ମ୍ୟାଚରୁ ୪ ପଏଣ୍ଟ…