Latest Odisha News

BREAKING NEWS

Browsing Category

ଖେଳ

ଭାରତୀୟ ହକି ଖେଳାଳିଙ୍କୁ ମିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ:ହକି ଇଣ୍ଡିଆର ବାରମ୍ବାର ଅନୁରୋଧ ପରେ କ୍ରୀଡ଼ା ମନ୍ତ୍ରଣାଳୟ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ଜାତୀୟ ଶିବିର ପାଇଁ ମନୋନୀତ ଖେଳାଳିମାନଙ୍କ ପାଇଁ ପ୍ରତିମାସ ୨୫,୦୦୦ଟଙ୍କାର ଭତ୍ତା ମଞ୍ଜୁର କରିଛି। ଫଳରେ ପ୍ରଥମଥର ପାଇଁ ହକି ଖେଳାଳି ଭତ୍ତା ପାଇବାକୁ ଯାଉଛନ୍ତି । ଟାର୍ଗେଟ…

ରେକର୍ଡର ଲମ୍ବା ଲାଇନ ଲଗେଇଦେଲେ ପନ୍ତ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଶତକ ହାସଲ କରିବା ସହ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ୧୩୪ ରନର ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୪୭୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପନ୍ତ ୱିକେଟକିପର ଭାବେ ଭାରତ ପକ୍ଷରୁ ସର୍ବାଧିକ…

ଯଶସ୍ୱୀ, ଗିଲ, ପନ୍ତଙ୍କ ଶତକ: ଭାରତ ପ୍ରଥମ ଇନିଂସରେ ୪୭୧ରେ ଅଲଆଉଟ

ଲୀଡ୍ସ: ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ତଙ୍କ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ଅଲଆଉଟ ହୋଇଯାଇଛି । ଭାରତ ଶେଷ ୭ଟି ୱିକେଟ ୪୧ ରନରେ ହରାଇଥିଲା । ଗିଲ ୧୪୭, ପନ୍ତ ୧୩୪ ଓ ଯଶସ୍ୱୀ ୧୦୧ ରନ କରି ଆଉଟ ହୋଇଥିଲେ । ୮ ବର୍ଷ ପରେ…

ପନ୍ତଙ୍କୁ କାହିଁକି ହାତ ଯୋଡିଲେ କେଏଲ ରାହୁଲ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଭାରତର ଉପ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆକର୍ଷଣୀୟ ଇନିଂସ ଖେଳିଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ପରେ ଶୁଭମନ ଗିଲ ୧୨୭ ଓ ପନ୍ତ ୬୫ ରନ କରି ଅପରାଜିତ ରହିଥିଲେ । ଡ୍ରେସିଂ ରୁମକୁ ଫେରିବା ପରେ ପନ୍ତଙ୍କୁ…

ଜୁଲିଆନ୍ ଓ୍ବେବରଙ୍କ ଠାରୁ ବଦଲା ନେଲେ ନୀରଜ….ଜିତିଲେ ପ୍ୟାରିସ୍ ଡାଇମଣ୍ଡ ଲିଗ୍

ନୂଆଦିଲ୍ଲୀ: ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ଜିତିଲେ ନୀରଜ ଚୋପ୍ରା । ଦୁଇ ବର୍ଷର ସଂଘର୍ଷ ପରେ ପ୍ରଥମ ଥର ପାଇଁ ଡାଇମଣ୍ଡ ଲିଗ୍ ଟାଇଟଲ୍ ନିଜ ନାମରେ କରିଛନ୍ତି । ଦୁଇଥର ଅଲିମ୍ପିକ୍ ପଦକ ବିଜେତା ଏବଂ ଭାରତୀୟ ଜାଭେଲିନ୍ ଥ୍ରୋ ଷ୍ଟାର ନୀରଜ ଚୋପ୍ରା ଶୁକ୍ରବାର ଦିନ ପ୍ୟାରିସ୍ ଡାଇମଣ୍ଡ…

କୋହଲି, ଡ୍ରାଭିଡ, ଗାଙ୍ଗୁଲିଙ୍କ ସହ ସାଈ ସୁଦର୍ଶନଙ୍କ କଣ ରହିଛି ସଂଯୋଗ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସାଈ ସୁଦର୍ଶନ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଅବଶ୍ୟ ସାଈ ଖାତା ଖୋଲି ନ ପାରି ପ୍ରଥମ ଇନିଂସରେ ପ୍ୟାଭିଲିୟନ ଫେରି ଯାଇଛନ୍ତି । ତେବେ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡଙ୍କ ସହ ତାଙ୍କର ଏକ ସଂଯୋଗ…

୩୯ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ-ରାହୁଲ

ଲଣ୍ଡନ: ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଜୁନ ୨୦ରେ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଭଲ ଆରମ୍ଭ କରିଛି । ଦୁଇ ଓପନର ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ପ୍ରଭାବୀ ପ୍ରଦର୍ଶନ କରି ୩୯ ବର୍ଷ ତଳର ରେକର୍ଡ ଭଙ୍ଗ କରିଛନ୍ତି । ଉଭୟ…

୩୦୦୬ ଦିନ ପରେ ଭାରତୀୟ ଦଳ ପକ୍ଷରୁ ମ୍ୟାଚ ଖେଳିଲେ କରୁଣ ନାୟାର

ଲଣ୍ଡନ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଭାରତୀୟ କ୍ରିକେଟ ଦଳକୁ କରୁଣ ନାୟାର ପ୍ରତ୍ୟାବର୍ତନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ଏଥିସହ ସେ ୩୦୦୬ ଦିନ ପରେ ଟିମ ଇଣ୍ଡିଆ ପକ୍ଷରୁ ମ୍ୟାଚ ଖେଳିବେ । ୨୦୧୭ରେ ସେ ଶେଷ ଥର ପାଇଁ ଭାରତ…

ନାସୀର ହୁସେନ, ଆର୍ଥଟନ ଚୟନ କଲେ ଶ୍ରେଷ୍ଠ ଏକାଦଶ

ଲଣ୍ଡନ: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହୋଇଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଏହି ଗସ୍ତରେ ଯାଇଛି । ଏହି ଅବସରରେ ଇଂଲଣ୍ଡର ଦୁଇ ପୂର୍ବତନ ମହାନ ଖେଳାଳି ନାସୀର ହୁସେନ ଓ ମାଇକ ଆର୍ଥଟନ…

ରାତି ୧୧ଟାରେ ଆରମ୍ଭ ହୋଇଥିଲା ସଞ୍ଜୁ-ଚାରୁଲତାଙ୍କ ପ୍ରେମ କାହାଣୀ

ଚେନ୍ନାଇ: ଭାରତୀୟ କ୍ରିକେଟର ପ୍ରତିଭାବାନ ୱିକେଟକିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ପ୍ରେମ କାହାଣୀ ବେଶ ରୋଚକ ଥିଲା । ଚାରୁଲତାଙ୍କ ସହ ପ୍ରେମ ସମ୍ପର୍କ ନିବୀଡ ହେବା ପରେ ଉଭୟ ବିବାହ କରିଥିଲେ । ମାର ଇଭାନିୟୋସ କଲେଜରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ।…