Latest Odisha News

BREAKING NEWS

Browsing Category

ଖେଳ

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ସ୍ଥିତି ମଜଭୁତ କଲା ଭାରତ

କାନପୁର: ଏଠାରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏଥିସହ ନିଜ ସ୍ଥିତି ଆହୁରି ମଜଭୁତ କରିଛି । ଟିମ ଇଣ୍ଡିଆ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ…

ଟପ୍ ଗିୟରରେ ଟିମ୍ ଇଣ୍ଡିଆ : ଏକ ଅବିଶ୍ୱସନୀୟ, ସ୍ମରଣୀୟ ବିଜୟ

କାନପୁର: କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ସ୍ମରଣୀୟ ବିଜୟ । ବାଂଲାଦେଶ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ସହ ଟେଷ୍ଟ ସିରିଜ୍ ୨-୦ରେ ଜିତି ନେଇଛନ୍ତି ରୋହିତ ଶର୍ମା ଆଣ୍ଡ୍ କୋ । ଘରୋଇ ମାଟିରେ ଆଉ ଏକ ଟେଷ୍ଟ୍ ସିରିଜ ବିଜୟ । ବର୍ଷା ଓ ଓଦା ପଡିଆ ଯୋଗୁଁ କାନପୁର ଟେଷ୍ଟର ଅଢେଇ ଦିନର ଖେଳ…

ଟିମ ଇଣ୍ଡିଆର ଅବିଶ୍ୱସନୀୟ, ଅକଳ୍ପନୀୟ ବିଜୟ

କାନପୁର: ଏକ ନିଶ୍ଚିତ ଡ୍ର ଅଭିମୁଖେ ଯାଉଥିବା ଟେଷ୍ଟକୁ ଭାରତୀୟ କ୍ରିକେଟ ଟିମ ନିଜସ୍ୱ ଶୈଳୀରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଏଥିସହ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ କ୍ଲିନ ସୁଇପ କରିଛି । ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ନିକଟରେ…

କ୍ରିକେଟ୍ ମୋର ଜୀବନ: ନଟରାଜ ବେହେରା

ସୁରଟ: ନଟରାଜ ବେହେରା, ଏମିତି ଏକ ନାମ, ଯାହାକି ଓଡ଼ିଶାରେ କ୍ରିକେଟର ଜଣେ ଚିହ୍ନା ଚେହେରା। ଏକଦା ରାଜ୍ୟ ପାଇଁ ଟପ୍ ଅର୍ଡରରେ ବ୍ୟାଟିଂ କରୁଥିବା ଏହି ବ୍ୟାଟର ଏବେ ଯୁବ କ୍ରିକେଟରଙ୍କ ପାଇଁ ଏକ ବଡ଼ ପ୍ରେରଣା । ତେବେ ଘରୋଇ ସ୍ତରରେ ଏକ ସଂକ୍ଷିପ୍ତ କ୍ୟାରିୟର ଏବଂ କିଛି ବର୍ଷ ଧରି କୋଚିଂରେ…

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ଜୟପୁରରେ ବିସିସିଆଇରେ ହେବାକୁ ଥିବା ଆଗାମୀ ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫି ପାଇଁ ୧୭ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ସମ୍ବିତ ବେଜ ଦଳର ନେତୃତ୍ୱ ନେବେ । ଓଡିଶା କ୍ରିକେଟ ଆସୋସିଏଶନ ଜୁନିୟର ଚୟନ କମିଟି ସଦସ୍ୟ ଶୁଭ୍ରଜିତ ସାହୁ ଏବଂ ଦଳର କୋଚ ପ୍ରଭଞ୍ଜନ ମଲିକ ଦଳ…

୨୩ ବର୍ଷରୁ କମ ଇଣ୍ଡିଆନ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: ବିହାରର ପାଟନାରେ ୪ର୍ଥ ୨୩ ବର୍ଷରୁ କମ ଇଣ୍ଡିଆନ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ଓଡିଶାର ୧୮ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ୩ ଦିନ ଚାଲିଥିବା ଏହି ଚାମ୍ପିୟନଶିପରେ ୫ ସ୍ୱର୍ଣ୍ଣ ଓ ୨ ରୌପ୍ୟ ସହ ଓଡିଶା ଓଭରାଲ ୭ ପଦକ ହାସଲ କରି ତୃତୀୟ ସ୍ଥାନରେ…

ଟେଷ୍ଟରେ ଭାରତର ଦ୍ରୁତ ୫୦, ୧୦୦, ୧୫୦, ୨୦୦, ୨୫୦ ରନରେ ବିଶ୍ୱରେକର୍ଡ

କାନପୁର: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଐତିହାସିକ ଇନିଂସ ଖେଳିଛନ୍ତି । ଦ୍ରୁତ ୫୦, ୧୦୦, ୧୫୦, ୨୦୦ ଓ ୨୫୦ ରନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ୩ ଓଭରରେ ୫୧ ରନ କରି ଏହି ଧାରା…

କାନପୁର ଟେଷ୍ଟରେ ରୋମାଂଚ ଭରିଲା ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆ ବିଜୟ ସୁଯୋଗ ସୃଷ୍ଟି କରି ରୋମାଂଚ ଭରିଛି । ପ୍ରଥମ ଦିନ ୩୫ ଓଭର ଖେଳାଯିବା ସମ୍ଭବପର ହେବା ପରେ ବାକି ୨ ଦିନ ବର୍ଷା ଯୋଗୁ ମ୍ୟାଚ ଖେଳା ଯାଇପାରି ନ ଥିଲା । ଚତୁର୍ଥ ଦିନ ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନ କରି ଅଲଆଉଟ…

ରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ବୋଲିଂ ସଂଘ ପକ୍ଷରୁ ରାଜ୍ୟ କନିଷ୍ଠ ଓ ବରିଷ୍ଠ ଲନ୍ ବଲ୍ ପ୍ରତିଯୋଗିତା ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି । ଟେନିସ୍ ଷ୍ଟାଡିୟମ୍ ସେଣ୍ଟର୍ କୋର୍ଟରେ ଅସ୍ଥାୟୀ ଭାବେ ପ୍ରସ୍ତୁତ ଲନ୍ ବଲ୍ ଗାଲିଚା ଉପରେ ଖେଳାଯାଉଥିବା ଏହି ୩ ଦିନିଆ…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜ:ଅଭିଷେକଙ୍କ ସହ କିଏ କରିବେ ଓପନିଂ

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଘୋଷିତ ୧୫ ଜଣିଆ ଦଳର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବ ନେବେ । ଅକ୍ଟୋବର ୬ରେ ପ୍ରଥମ ଟି୨୦ ଗ୍ୱାଲିୟରରେ ଖେଳାଯିବ । ଏହା ପରେ ବାକି ୨ଟି ମ୍ୟାଚ ୯ ଏବଂ ୧୨ରେ ଦିଲ୍ଲୀ, ହାଇଦ୍ରାବାଦରେ…