Latest Odisha News

BREAKING NEWS

Browsing Category

ଖେଳ

ଘୁଂଚିବ କି କେକେଆର-ଲକ୍ଷ୍ନୌ ମ୍ୟାଚ

କୋଲକାତା: ଆଇପିଏଲରାୟ ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ସିଜନର ୧୯ତମ ମ୍ୟାଚ ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଛି । ଇଡେନଗାର୍ଡେନରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ଘୁଂଚାଇବା ପାଇଁ ଦାବୀ ହେଉଛି । ରାମ ନବମୀ…

ବଦଳିବନି କିଛି ନିୟମ; କୋହଲିଙ୍କ ସମାଲୋଚନା ପରେ ମୁହଁ ଖୋଲିଲା ବିସିସିଆଇ…

ନୂଆଦିଲ୍ଲୀ: ବିସିସିଆଇର ନୂଆ ଯାତ୍ରା ନୀତିକୁ ନେଇ ଖୁବ୍ ସମାଲୋଚନା କରାଯାଉଛି। ନିକଟରେ ବିରାଟ କୋହଲି ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାପରେ ବିସିସିଆଇ ଏହି ନୀତିକୁ ପରିବର୍ତ୍ତନ କରିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ…

ଆଇପିଏଲ: ବିକ୍ରି ହେଲେନି, ବଦଳ ଖେଳାଳି ନିୟମ ଯୋଗୁ ମାଲାମାଲ ହେଲେ ଏହି ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମରେ ୫୭୭ ଖେଳାଳି ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ୩୯୫ ଜଣ ଖେଳାଳିଙ୍କୁ ଫ୍ରାଂଚାଇଜମାନେ କିଣି ନ ଥିଲେ । ଏହା ସତ୍ୱେ କେତେକ ଖେଳାଳି ପରବର୍ତୀ ପର୍ଯ୍ୟାୟରେ ଫାଇଦାରେ ରହିଛନ୍ତି । ଆଇପିଏଲ ବଦଳ ଖେଳାଳି ନିୟମ ଯୋଗୁ ନିଲାମ ପରେ କେତେଜଣ ଖେଳାଳି…

ଧନଶ୍ରୀଙ୍କୁ କେତେ କୋଟି ଭରଣପୋଷଣ ଦେବେ ଚହଲ, ଜାଣନ୍ତୁ… 

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା ଆଜିକା ସମୟରେ ଚର୍ଚ୍ଚାରେ ରହିଛନ୍ତି। କାରଣ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ବେଳେ ମାମଲା ଛାଡପତ୍ର ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, କୋରିଓଗ୍ରାଫର ତଥା ପୂର୍ବତନ ପତ୍ନୀ…

ସୂର୍ଯ୍ୟକୁମାର ହେବେ ମୁମ୍ବାଇ ଅଧିନାୟକ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଗତ ସିଜନରେ ଧୀମା ବୋଲିଂ ହାର ଯୋଗୁ ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇଛନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ଦଳର…

ଆନିମଲ୍ ସିନ ରିକ୍ରିଏଟ୍ କଲେ ଏମଏସ୍ ଧୋନୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଧୋନିଙ୍କ ନୂଆ ବିଜ୍ଞାପନ ସୋସିଆଲ ମିଡିଆରେ ଧମାଲ କରୁଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ବିଜ୍ଞାପନରେ ଧୋନିଙ୍କୁ ଲମ୍ବା କେଶ ସହ ବଲିଉଡ ଫିଲ୍ମ 'ଆନିମଲ'ର ଏକ…

ଏଥର ଭାଙ୍ଗିବ କି ଏହି ୧୦ ରେକର୍ଡ

ନୂଆଦିଲ୍ଲୀ: ଆଇପିଏଲରେ ଏ ଭଳି ଅନେକ ରେକର୍ଡ ରହିଛି ଯାହାକି ସହଜରେ ଭାଙ୍ଗି ନାହିଁ । ଏଥର ଆଶା କରାଯାଉଛି ଏହି ୧୦ ରେକର୍ଡ ଭାଙ୍ଗିବ । ଆସନ୍ତୁ ନଜର ପକାଇବା ଏହି ରେକର୍ଡଗୁଡିକ ଉପରେ.. । ସିଜନରେ ସର୍ବାଧିକ ରନ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବିରାଟ କୋହଲି ୨୦୧୬ ସିଜନରେ ୯୭୩ ରନ…

ଏଥର କିଏ ହେବ ସିକ୍ସର କିଙ୍ଗ

ଆଇପିଏଲ ୨୦୨୫ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । କ୍ରିକେଟର ଏହି ଛୋଟ ଫର୍ମାଟରେ ଦେଖିବାକୁ ମିଳିବ ଫିଲ୍ମ ଷ୍ଟାଇଲରେ ରୋମାଂଚ ଆଉ ଟୁଇଷ୍ଟ । ପ୍ରତ୍ୟେକ ଆଇପିଏଲରେ କିଛି ବ୍ୟାଟ୍ସମ୍ୟାନ ବ୍ୟାଟରୁ ଗର୍ଜିଥାଏ ଛକାର ଗମ୍ଭୀର ଶବ୍ଦ । ଯେମିତି ବୀରେନ୍ଦ୍ର ସେହ୍ୱାଗ, କ୍ରିସ ଗେଲ, ରୋହିତ…

୪ ବର୍ଷ ପାଇଁ ବାସନ୍ଦ ହେଲେ ଭାରତର ଆଥଲେଟ ଅର୍ଚ୍ଚନା

ନୂଆଦିଲ୍ଲୀ: ଭାରତର ଲଙ୍ଗ ଡିଷ୍ଟାନ୍ସ ରନର ଅର୍ଚ୍ଚନା ଯାଦବଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଜାନୁୟାରୀ କରାଯାଇଥିବା ଡୋପ ଟେଷ୍ଟରେ ଅର୍ଚ୍ଚନା ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ଜଣାପଡିଛି । ୱାଲ୍ଡ ଆଥଲେଟିକ୍ସର ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ଅନୁସାରେ ଅର୍ଚ୍ଚନାଙ୍କ ଶରୀରରୁ…

ଆଇପିଏଲ ୨୦୨୫: ଏଥର ବୋଲରଙ୍କ ଭରୋଷାରେ ଏହି ଟିମ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୫ । ସମସ୍ତ ୧୦ଟି ଯାକ ଟିମ କ୍ରିକେଟର ଏହି ରୋମାଂଚକ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । କୋଚ ଗୌତମ ଗମ୍ଭୀର ଇମ୍ପାକ୍ଟ ପ୍ଲେୟାର ନିୟମକୁ ଭଲ ଭାବେ ବ୍ୟବହାର କରି ଗତ ସଂସ୍କରଣରେ କେକେଆରକୁ ଚାମ୍ପିୟନ କରାଇଥିଲେ । ଗମ୍ଭୀର…