Latest Odisha News

BREAKING NEWS

Browsing Category

ଖେଳ

ପରାଜୟ ଧାରାରେ ବ୍ରେକ, କ୍ରିଜରେ ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ହାରିଲା ଲକ୍ଷ୍ନୌ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସକେ) ଶେଷରେ ନିଜର ଲଗାତର ପରାଜୟରେ ବ୍ରେକ ମାରିଛି । ଲକ୍ଷ୍ମୌ ବିପକ୍ଷରେ ମ୍ୟାଚ ବିଜୟୀ ହୋଇ ଚଳିତ ଆଇପିଏଲ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚରେ ୧୬୭ ରନର ଟାର୍ଗେଟକୁ ପିଛା କରି ମୈଦାନକୁ…

ସର୍ବଭାରତୀୟ ପୋଲିସ ହକି: ସିଆରପିଏଫ- ଏସଏସବି, ପଞ୍ଜାବ-ସିଆରପିଏଫ ମଧ୍ୟରେ ଖେଳାଯିବ ଫାଇନାଲ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପର ଉଭୟ ବିଭାଗର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛ । ମହିଳା ବିଭାଗରେ ସିଆରପିଏଫ-ଏସଏସବି ଏବଂ ପୁରୁଷ ବିଭାଗରେ ପଞ୍ଜାବ-ସିଆରପିଏଫ ମ୍‌ୟରେ ଫାଇନାଲ ମ୍ୟାଚ ମଙ୍ଗଳବାର ଖେଳାଯିବ । ମହିଳା ବିଭାଗର ପ୍ରଥମ…

ମହିଳା ହକି: ଭାରତୀୟ ଦଳରେ ଓଡିଶାରୁ ୩ଜଣ

ଭୁବନେଶ୍ୱର: ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସଲିମା ଟେଟେଙ୍କ ନେତୃତ୍ୱରେ ୨୬ ଜଣିଆ ମହିଳା ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ସୁଜାତା କୁଜୁର, ସୁନେଲିତା ଟପ୍ପୋ ଓ ଅଜମିନା କୁଜୁର । ସେହିପରି ୫ଜଣ ଖେଳାଳିଙ୍କ ଏହା ପ୍ରଥମ…

ପଞ୍ଜାବ କିଙ୍ଗସକୁ ଶକ୍ତ ଧକ୍କା, ଆଇପିଏଲରୁ ଓହରିଲେ ଫର୍ଗ୍ୟୁଶନ

ଚଣ୍ଡୀଗଡ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଲକି ଫର୍ଗ୍ୟୁଶନ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ପଞ୍ଜାବ କିଙ୍ଗସ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ବୋଲିଂ କୋଚ ଜେମ୍ସ ହୋପ୍ସ ମଧ୍ୟ ପୂର୍ବରୁ…

ପଡିଆରେ କାହିଁକି ଅମ୍ପାୟର ବ୍ୟାଟ ପରୀକ୍ଷଣ କରନ୍ତି ?

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ହଠାତ ଅମ୍ପାୟର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ପରୀକ୍ଷଣ କରିବା ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ଅମ୍ପାୟର ଶିମରେନ ହେଟମେୟର, ଫିଲ ସଲ୍ଟ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ ପଡିଆରେ ଦେଖି ସାରିଛନ୍ତି । ଡ୍ରେସିଂରୁମରେ ଯେଉଁ କାର୍ଯ୍ୟ ହେଉଥିଲା ତାହା ଏବେ ପଡିଆରେ…

ସନରାଇଜର୍ସ ହାଇଦ୍ରାବାଦ ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ 

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ଆଇପିଏଲ ୨୦୨୫ରେ ନିରାଶାଜନକ ପ୍ରଦର୍ଶନ କରିଛି। ଦଳର ଆଗାମୀ ମ୍ୟାଚ୍ ଏପ୍ରିଲ ୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହେବ। ସୂଚନା ଅନୁସାରେ ସୋମବାର ସକାଳେ ହାଇଦ୍ରାବାଦର ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ସମସ୍ତ ଖେଳାଳି…

ଆଫଗାନିସ୍ତାନ ମହିଳା କ୍ରିକେଟରଙ୍କୁ ସାହା ହେଲା ଆଇସିସି

ନୂଆଦିଲ୍ଲୀ: ବିସ୍ଥାପିତ ଆଫଗାନିସ୍ତାନ ମହିଳା କ୍ରିକେଟର ମାନଙ୍କୁ ସାହାଯ୍ୟର ହାତ ବଢାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏ ନେଇ ଗତ ରବିବାର ଦିନ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଆଇସିସିର ଏହି ପଦକ୍ଷେପରେ ସହାୟତା କରିବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ…

ମ୍ୟାଚରେ ଶତକ କରିଥିବାରୁ ଖେଳାଳିଙ୍କୁ ହେଆର୍ ଡ୍ରାୟର ଦେଲା ପାକିସ୍ତାନ

କରାଚି: ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କରାଚି କିଙ୍ଗସ୍ ବ୍ୟାଟସମ୍ୟାନ୍ ଜେମ୍ସ ଭିନ୍ସଙ୍କୁ ତାଙ୍କର ଚମତ୍କାର ଶତକ ପାଇଁ 'ହେୟାର ଡ୍ରାୟର'ରେ ପୁରସ୍କୃତ କରାଯାଇଥିଲା। ଏଭଳି ଅଜବ ପୁରସ୍କାର ପାଇଁ ସୋସିଆଲ ମିଡିଆରେ କରାଚି…

ରିତୁରାଜଙ୍କ ସ୍ଥାନରେ ଚେନ୍ନାଇ ଟିମରେ ସାମିଲ ହେବେ ଆୟୂଷ

ଚେନ୍ନାଇ: ଚଳିତ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରିତୁରାଜ ଗାଏକ୍ୱାଡ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଏବେ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି । କ୍ରିକବିଜରେ ପ୍ରକାଶିତ ରିପୋର୍ଟ ମୁତାବକ ରିତୁରାଜଙ୍କ ବଦଳ ଖେଳାଳି ଭାବେ…

୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍; ସେମିଫାଇନାଲରେ ଏହି ଦଳ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍– ୨୦୨୫ ରବିବାର ଖେଳାଯାଇଛି। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ପଞ୍ଜାବ ଓ କର୍ଣ୍ଣାଟକ (ପୁରୁଷ) ପୋଲିସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ପଞ୍ଜାବ,…