Latest Odisha News

BREAKING NEWS

Browsing Category

ଖେଳ

ଇଣ୍ଡିଆ ଏ ଜିିତିଲା ଦୁଲୀଫ ଟ୍ରଫି ଟାଇଟଲ

ଅନନ୍ତପୁର: ଇଣ୍ଡିଆ ଏ ଦୁଲୀପ ଟ୍ରଫି ୨୦୨୪ ସଂସ୍କରଣର ଟାଇଟଲ ହାସଲ କରିଛି । ରବିବାର ଫାଇନାଲ ରାଉଣ୍ଡ ମୁକାବିଲାରେ ଇଣ୍ଡିଆ ଏ ୧୩୨ ରନରେ ଇଣ୍ଡିଆ ସିକୁ ପରାସ୍ତ କରିଥିଲା । ଶାସ୍ୱତ ରାଉତ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମାରି ଦଳର ବିଜୟରେ ମୂଖ୍ୟ…

ଅଶ୍ୱୀନଙ୍କ ବୋଲିଂରେ ବାଂଲାଦେଶ ଧରାଶାୟୀ, ୨୮୦ ରନରେ ଜିିତିଲା ଟିମଇଣ୍ଡିଆ

ଚେନ୍ନାଇ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଚମତ୍କାର ବୋଲିଂ ବଳରେ ଭାରତ ୨୮୦ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ୫୧୫ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୨୩୪ ରନରେ…

ବୋଲରଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କଲେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶାର ଅଧିନାୟକ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି । କୋଣାର୍କ ସୂର୍ଯ୍ୟାସ ଏଥିସହ ଏହି ଲିଗରେ ଷ୍ଟାଇଲ ସହ ଏଂଟ୍ରି କରିଛି । ବୋଲରଙ୍କ ପ୍ରଦର୍ଶନ ଯୋଗୁଁ ଆମେ ଏହି ମ୍ୟାଚ ଜିତିପାରିଲୁ…

ରୋମାଂଚକ ମୁକାବିଲାରେ ଟୋୟାମ ହାଇଦ୍ରାବାଦକୁ ହରାଇଲା ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶନିବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଇଣ୍ଡିଆ କ୍ୟାପିଟାଲ୍ସ ୧ ରନରେ ଟୋୟାମ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ବେନ ଡକ ୩୫ ବଲରୁ ୬୦ ରନ ସଂଗ୍ରହ…

ଆଇପିଏଲ ନିଲାମ: ଶତକ ପରେ ବୃଦ୍ଧି ପାଇଲା ପନ୍ତଙ୍କ ଚାହିଦା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ମେଗା ନିଲାମ ଆୟୋଜିତ ହେବ । ଫ୍ରାଂଚାଇଜରମାନେ ଏବେଠାରୁ ଗଣିତ କଷିବା ଆରମ୍ଭ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରିଷଭ ପନ୍ତ ଚମତ୍କାର ଶତକ ହାସଲ କରି ଦୃଷ୍ଟି ଆକର୍ଷଣ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ…

ବିଜୟଠାରୁ ୬ ୱିକେଟ ଦୂରରେ ଭାରତ

ଚେନ୍ନାଇ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ୫୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ ୪ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଛି । ବିଜୟ ପାଇଁ ଭ୍ରମଣକାରୀ ଦଳକୁ ୨ ଦିନରେ…

ପନ୍ତ, ଗିଲଙ୍କ ଶତକ: ବାଂଲାଦେଶ ସମ୍ମୁଖରେ ୫୧୫ ରନର ଲକ୍ଷ୍ୟ ରଖିଲା ଟିମ ଇଣ୍ଡିଆ

ଚେନ୍ନାଇ: ଭାରତ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ସମ୍ମୁଖରେ ୫୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ରିଷଭ ପନ୍ତ ଓ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ପରେ ଭାରତ ୪ ୱିକେଟରେ ୨୮୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଗିଲ ୧୧୯ ଓ କେଏଲ ରାହୁଲ ୨୨ ରନ କରି ଅପରାଜିତ…

ଗାଭାସ୍କରଙ୍କ ୫୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ

ଚେନ୍ନାଇ: ଭାରତ-ବାଂଲାଦେଶ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଯଶସ୍ୱୀ ଜୈସୱାଲ ନିଜ ନାମରେ ଏକ କୀର୍ତିମାନ ଯୋଡିଛନ୍ତି । ଲିିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ୫୨ ବର୍ଷ ତଳର ଏକ ରେକର୍ଡକୁ ଭଙ୍ଗ କରିଛନ୍ତି । ଯଶସ୍ୱୀ ପ୍ରଥମ ଇନିଂସରେ ୫୬ ଓ ଦ୍ୱିତୀୟ ଇନିଂସରେ ୧୦ ରନ କରିଥିଲେ । ସେ ପ୍ରଥମ…

ଏଲ୍ଏଲସି: ମଣିପାଲ ଟାଇଗର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟ ଓଡ଼ିଶା

ଯୋଧପୁର: କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା, ଲିଜେଣ୍ଡସ ଲିଗ୍ କ୍ରିକେଟରେ ପ୍ରଥମ ବିଜୟ ହାସଲ କରିବା ସହ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ମାତ୍ର ୨ ରନ୍ ରେ ପରାସ୍ତ କରିଛି। ଯଦିଓ ଏହା କମ୍ ସ୍କୋରିଂ ମ୍ୟାଚ୍ ଥିଲା, ତଥାପି ଉଭୟ ଦଳ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ। ଶେଷରେ କୋଣାର୍କ…

ରାଜ୍ୟସ୍ତରୀୟ ଜୁନିୟର, ସବ ଜୁନିୟର ହକି ଚାମ୍ପିୟନଶିପ ଉଦଯାପିତ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ତୃତୀୟ ରାଜ୍ୟସ୍ତରୀୟ ଜୁନିୟର ମହିଳା ଓ ସବୁ ଜୁନିୟର ଚାମ୍ପିୟନଶିପ ଏଠାରେ ଉଦଯାପିତ ହୋଇଯାଇଛି । ସୁନ୍ଦରଗଡ ଉଭୟ ବିଭାଗରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନଶିପର ଜୁନିୟର ମହିଳା ବିଭାଗ ଫାଇନାଲରେ ଢ଼େଙ୍କାନାଳକୁ…