Latest Odisha News

BREAKING NEWS

Browsing Category

ଖେଳ

୨୦୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ ବୋଲରଙ୍କ ମଧ୍ୟରେ ବୁମରାହଙ୍କ ଆଭରେଜଙ୍କ ଶ୍ରେଷ୍ଠ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚରେ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଟେଷ୍ଟ କ୍ରିକେଟରେ ୨୦୦ ୱିକେଟ ପୂରଣ କରିଛନ୍ତି । ୨୦୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିଥିବା ବୋଲରଙ୍କ ମଧ୍ୟରେ ବୁମରାହ ଆଭରେଜଙ୍କ ଶ୍ରେଷ୍ଠ ରହିଛି । ତାଙ୍କ ଆଭରେଜ ୧୯.୩ ରହିଛି…

ବିଜୟ ହଜାରେ ଟ୍ରଫି: ମଣିପୁରକୁ ସହଜରେ ହରାଇଲା ଓଡିଶା

ଜୟପୁର: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ଓଡିଶା ୯ ୱିକେଟରେ ମଣିପୁରକୁ ପରାସ୍ତ କରିିଛି । ଏହି ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମଣିପୁର ୪୦ ଓଭରରେ ୧୦୦ ରନ କରି ଅଲଆଉଟ ହୋଇ ଯାଇଥିଲା । ବସିର ରହେମାନ ସର୍ବାଧିକ ୨୦ ରନ କରିଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ…

୬ ବର୍ଷ ତଳେ କରିଥିବା ପ୍ରତିଜ୍ଞା ପୂରଣ କଲେ ନୀତିଶ

ମେଲବୋର୍ଣ୍ଣ: ନୀତିଶ କୁମାର ରେଡ୍ଡୀ ଏବେ ତାଙ୍କ ପ୍ରଦର୍ଶନ ବଳରେ ସାରା ଭାରତରେ କ୍ରିକେଟପ୍ରେମୀଙ୍କ ମନ ଜିଣି ପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ସେ ଶତକ ହାସଲ କରି ନିଜ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ନୀତିଶ ଏହି ଶତକ ସହ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା…

ଡ୍ରାଭିଡ-ଶ୍ରୀନାଥଙ୍କ ରେକର୍ଡ ଭାଙ୍ଗି ପାରିଲେନି ନୀତିଶ-ସୁନ୍ଦର

ମେଲବୋର୍ଣ୍ଣ: ନୀତିଶ କୁମାର ରେଡ୍ଡୀଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ ବିିନିମୟରେ ୩୫୮ ରନ ସଂଗ୍ରହ କରିଛି । ନୀତିଶ ୧୦୫ ରନ କରି ଅପରାଜିତ ରହିଛନ୍ତି । ଏହି ଶତକ ସହ ନୀତିଶ ନିଜ ନାମରେ ଅନେକଗୁଡିଏ ରେକର୍ଡ…

ନୀତିଶ ରେଡ୍ଡୀଙ୍କ ‘ବାହୁବଳୀ’ ଶତକ

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ନୀତିଶ ରେଡ୍ଡୀ ଝଡ଼ । ଭାରତୀୟ ଟିମ୍ ପାଇଁ ସାଜିଲେ ସଂକଟମୋଚକ । ପ୍ରଥମ ସେଞ୍ଚୁରୀରେ ହିଁ ରଚିଲେ ଇତିହାସ । ବର୍ଡର ଗାଭାସ୍କର ଟ୍ରଫି ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଚକ୍ରବ୍ୟୂହରେ ଫସିଥିଲା ଭାରତୀୟ କ୍ରିକେଟ୍ ଟିମ୍ । ହେଲେ ଏହି ସମୟରେ କମାଲ୍…

ନୀତିଶ, ୱାଶିଂଟନଙ୍କ ସୁନ୍ଦର ବ୍ୟାଟିଂ: ଭାରତ ୩୫୮/୯

ମେଲବୋର୍ଣ୍ଣ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ନୀତିଶ କୁମାର ରେଡ୍ଡୀଙ୍କ ଶତକ ଓ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଭାରତ ସ୍ଥିତି ସୁଧାରିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୯ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି…

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ

ବୁଲାୱେ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଜିମ୍ବାୱେ ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଜିମ୍ବାୱେ ପ୍ରଥମ ଇନିଂସରେ ୫୮୬ ରନ କରି ଇନିଂସ ଘୋଷଣା କରିଛି । ଟେଷ୍ଟ କ୍ରିକେଟରେ ଏହା ଜିମ୍ବାୱେର ସର୍ବାଧିକ ସ୍କୋର । ଏହା ପୂର୍ବରୁ ୨୦୦୧ରେ ୱେଷ୍ଟଇଣ୍ଡିଜ…

ବକ୍ସିଂ ଡେ ଟେଷ୍ଟ: ପନ୍ତ, ସୁନ୍ଦରଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ପୂନର୍ବାର ବ୍ୟାଟିଂ ବିପର୍ଯର୍୍ୟୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆର ୪୭୪ ରନ ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି । ୧୫୩ ରନରେ ଭାରତ ୩ଟି ୱିକେଟ ହରାଇଥିଲା । ମାତ୍ର ଏହା…

ରୋହିତଙ୍କ ବ୍ୟାଟ ନୀରବ, ୧୪ ଇନିଂସରେ ଗୋଟିଏ ଅର୍ଦ୍ଧଶତକ

ମେଲବୋର୍ଣ୍ଣ: ଟେଷ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ କ୍ରମାଗତ ବିଫଳତା ଟିମ ଇଣ୍ଡିଆକୁ ଚାପରେ ପକାଉଛି । ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚରେ ସେ ପ୍ରଥମ ଇନିଂସରେ ୩ ରନ କରି ଆଉଟ ହୋଇଛନ୍ତି । ଏ ନେଇ ଭାରତୀୟ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି । ସେମାନେ ଟେଷ୍ଟରୁ ରୋହିତ…

ଯଶସ୍ୱୀଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ: ରୋହିତ, ବିରାଟ ପୂନର୍ବାର ବିଫଳ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ ରନ ଜବାବରେ ଭାରତ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ୱେ ଟିମ ଇଣ୍ଡିଆ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୩୧୦ ରନ ପଛରେ ରହିଛି ।…