Latest Odisha News

BREAKING NEWS

Browsing Category

ଖେଳ

୪୬ ଦେଶ ବିପକ୍ଷରେ ଖେଳି ବିଜୟ ହାସଲ କରିବା ରେକର୍ଡ କଲେ ମହମ୍ମଦ ନବୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଆଫଗାନିସ୍ତାନ ଐତିହାସିକ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ବିଜୟ । ଏହା ବ୍ୟତୀତ ଦଳର ସିନିୟର ଖେଳାଳି ମହମ୍ମଦ ନବୀ ମଧ୍ୟ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୪୬…

ଅଶ୍ୱୀନ-ଜାଡେଜାଙ୍କ ରେକର୍ଡ ପାର୍ଟନରଶିପ: ଭାରତ ୩୩୯/୬

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟ ବିନିମୟରେ ୩୩୯ ରନ ସଂଗ୍ରହ କରିଛି । ଅଶ୍ୱୀନ ୧୦୨ ଓ ଜାଡେଜା ୮୬ ରନ କରି ଅପରାଜିତ ରହିଛନ୍ତି । ଟେଷ୍ଟ…

ଇତିହାସ ରଚିଲା ଆଫଗାନିସ୍ତାନ କ୍ରିକେଟ ଟିମ

ଶାରଜା: ଆଫଗାନିସ୍ତାନ କ୍ରିକେଟ ଟିମ ଗୁରୁବାର ଇତିହାସ ରଚିଛି । ଶାରଜାରେ ଦଳ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ଦିନିକିଆ କ୍ରିକେଟରେ ପରାଜିତ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ସେମାନଙ୍କର ପ୍ରଥମ ଆନ୍ତର୍ଜାତୀୟ ବିଜୟ ।  ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୦୬…

ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ୱେଟଲିଫ୍ଟର ସ୍ୱୟମଜିତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ସ୍ୱୟମଜିତ ପ୍ରସାଦ ସାହୁ କ୍ୟାରିୟରର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫିଜିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ସେ ଏହି ସଫଳତର ହାସଲ କରିଛନ୍ତି । ଢ଼େଙ୍କାନାଳର ୧୭ ବର୍ଷୀୟ ସ୍ୱୟମଜିତ ୬୭ କିଗ୍ରା ୟୁଥ…

କୋହଲିଙ୍କ ନଜର ଏହି ୮ ରେକର୍ଡ ଉପରେ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୮ଟି ରେକର୍ଡ ଭଙ୍ଗ କରିବା ଲକ୍ଷ୍ୟରେ ରହିଛନ୍ତି । ସେ ୫୮ ରନ କଲେ ଆନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ୨୭୦୦୦ ରନ ସଂଗ୍ରହରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିବେ ।…

ପଞ୍ଜାବ କିଙ୍ଗସର ନୂତନ କୋଚ ଭାବେ ନିଯୁକ୍ତ ହେଲେ ରିକି ପଂଟିଂ

ନୂଆଦିଲ୍ଲୀ: ଆଇପିଏଲର ମେଗା ନିଲାମ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଂଟିଂଙ୍କୁ ପଞ୍ଜାବ କିଙ୍ଗସର ନୂତନ କୋଚ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ପଞ୍ଜାବ ଟିମ ମ୍ୟାନେଜମେଂଟ ପକ୍ଷରୁ ଏହା ଘୋଷଣା କରାଯାଇଛି । ୨୦୨୫ରେ ପଞ୍ଜାବ ନୂତନ କୋଚଙ୍କ ପ୍ରଶିକ୍ଷଣରେ ଏଥର ଖେଳିବ । ୨୦୨୪…

ଏସିଆନ ଚାମ୍ପିଅନସ ଟ୍ରଫିରେ ପୁଣି ଚାମ୍ପିଅନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନସ ଟ୍ରଫିରେ ଭାରତର ପୁଣି ପ୍ରାଧାନ୍ୟ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଫାଇନାଲରେ ଆୟୋଜକ ଚୀନକୁ ମାତ୍ ଦେଇ ହାସଲ କରିଛି ପଂଚମ ଟାଇଟଲ୍ । ପ୍ୟାରିସ ଅଲିମ୍ପିକ୍ସ ହକିରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଲା ପରେ ଭାରତୀୟ ହକି ଦଳର ଏସିଆନ…

ଆଇସିସିର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ବିଶ୍ୱକପରେ ମହିଳା ଟିମକୁ ମିଳିବ ପୁରୁଷ ସମକକ୍ଷ ପୁରସ୍କାର ରାଶି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଆଗକୁ ବିଶ୍ୱକପରେ ମହିଳା ଟିମକୁ ମଧ୍ୟ ପୁରୁଷ ସମକକ୍ଷ ପୁରସ୍କାର ରାଶି ମିିଳିବ । ମହିଳା ଟିମର ପୁରସ୍କାର ରାଶିକୁ ୧୩୪ ପ୍ରତିଶତ ବୃଦ୍ଧି କରାଯାଇଛି । ଗତ ବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ହାସଲ କଲା ୫ମ ଟାଇଟଲ

ନୂଆଦିଲ୍ଲୀ: ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ ଆୟୋଜକ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଓଭରାଲ ୫ମ ଥର ପାଇଁ ବିଜେତା ହୋଇଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଟିମଇଣ୍ଡିଆ ସହ…

୨୦୨୧ ପରେ ହ୍ରାସ ହେଉଛି କୋହଲିଙ୍କ ଟେଷ୍ଟ ପ୍ରଦର୍ଶନ

ଚେନ୍ନାଇ: ୨୦୧୧ରେ ବିରାଟ କୋହଲି ଭାରତ ପକ୍ଷରୁ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ୨୦୧୬ରୁ ୨୦୨୦ ମଧ୍ୟରେ କିଙ୍ଗ କୋହଲି ଘରୋଇ ପରିବେଶରେ ୨୨ଟି ଟେଷ୍ଟ ଖେଳିଥିଲେ । ସେ ସମୟରେ ୧୦ ଶତକ ସହ ସେ ୮୬.୧୭ ଆଭରେଜରେ ରନ ସଂଗ୍ରହ କରିଥିଲେ । ମାତ୍ର ୨୦୨୧ପରେ ତାଙ୍କ ପ୍ରଦର୍ଶନସ୍ତରରେ…