Latest Odisha News

BREAKING NEWS

Browsing Category

ଖେଳ

ସ୍ପିନ ଯାଦୁ, ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ ଜିତିଲା ତୃତୀୟ ଚାମ୍ପିୟନ୍ସ ଟ୍ରଫି

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲରେ ଭାରତ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିୟନ ହୋଇଛି । ସ୍ପିନରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୪ ବର୍ଷ ତଳର ମଧୂର ପ୍ରତିଶୋଧ ନେଇପାରିଛି । ଭାରତର ଏହା ତୃତୀୟ…

ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ରିକର୍ଭ ମହିଳା ବିଭାଗରେ ସୁଯୋଗ ହାତଛଡା କଲେ ମନଶ୍ୱରୀ

ପୁରୀ: ପୁରୀର ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିଅମଠାରେ ଅନୁଷ୍ଠିତ ତୃତୀୟ ଏନ.ଟି.ପି.ସି ସର୍ବ ଭାରତୀୟ ରାଙ୍କିଙ୍ଗ ତିରନ୍ଦାଜ କନିଷ୍ଠ ପ୍ରତିଯୋଗିତା ରିକର୍ଭ ବାଳକ ବିଭାଗରେ ଉତ୍ତରପ୍ରଦେଶର ଆରୟନ ରାନା ତାଙ୍କ ରାଜ୍ୟର ରୋହିତ କୁମାରଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ; ଧନଶ୍ରୀଙ୍କ ଠାରୁ ଅଲଗା ହେବା ପରେ କେଉଁ ମହିଳାଙ୍କ ସହ ନଜର ଆସିଲେ ଚହଲ?

ନୂଆଦିଲ୍ଲୀ: କିଛି ଦିନ ଧରି କୋରିଓଗ୍ରାଫର ଧନଶ୍ରୀ ବର୍ମା କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କୁ ନେଇ ଖବରରେ ଥିଲେ । କିଛି ସମୟ ପୂର୍ବରୁ ସେମାନଙ୍କ ଛାଡପତ୍ରର ଖବର ପ୍ରକାଶ ପାଇଥିଲା, କିନ୍ତୁ ଏ ବିଷୟରେ କୌଣସି ଅଫିସିଆଲି ସୂଚନା ପ୍ରକାଶ କରାଯାଇ ନାହିଁ । ସେମାନଙ୍କ ସମ୍ପର୍କ ବିଷୟରେ କହିବାକୁ…

ବରୁଣ, କୂଲଦୀପଙ୍କ ସ୍ପିନରେ ଘାଇଲା ହେଲା ନ୍ୟୁଜିଲାଣ୍ଡ

ଦୁବାଇ: ଚଳିତ ଚାମ୍ପିୟନ ଟ୍ରଫି କ୍ରିକେଟ ଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୫୨ ରନର ବିଜୟ ଲକ୍ଷ୍ୟ ରଖିଛି । ବରୁଣ ଚକ୍ରବର୍ତି ଓ କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ୱିକେଟ ହରାଥଇ ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା । ଉଭୟ…

ଯୁବରାଜ, ସଙ୍ଗକାରା, ଜୟବର୍ଦ୍ଧନେଙ୍କୁ ପଛରେ ପକାଇଲେ କୋହଲି, ରୋହିତ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ଖେଳିବା ପାଇଁ ପଡିଆରେ ପାଦ ଦେବା ମାତ୍ରେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଏକ ବଡ କୀର୍ତିମାନ ସ୍ଥାପନ କରିଛନ୍ତି । ସେମାନେ ସର୍ବାଧିକ ଥର ଆଇସିସି ଟ୍ରଫିର ଫାଇନାଲ ଖେଳିବାରେ ରେକର୍ଡ କରିଛନ୍ତି । ରୋହିତ ଓ…

ଚାମ୍ପିୟନ୍ସ ଟ୍ରଫି ଲଢେଇ: ବୋଲିଂ କରୁଛି ଭାରତ, ଲଗାତାର ହାରିଲା ୧୫ତମ ଟସ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଐତିହାସିକ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲଢେଇ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟି ଆରମ୍ଭ କରିଦେଇଛି ନ୍ୟୁଜିଲାଣ୍ଡ । ସେହିପରି ଟସ୍ ହାରି ଏବେ ବୋଲିଂ କରୁଛି ଭାରତ । ଏଥର କାହା…

ଟିମ ଇଣ୍ଡିଆକୁ ୨୫ ନୁହେଁ ୩୭ ବର୍ଷର ଭୟ ଘାରିଛି

ଦୁବାଇ:ଆଇସିସି ମୁକାବିଲାରେ ଭାରତକୁ ନ୍ୟୁଜିଲାଣ୍ଡ ସର୍ବଦା ଅସୁବିଧାରେ ପକାଇଛି । ୧୯୮୮ ପରଠାରୁ ଆନ୍ତର୍ଜାତୀୟ କ୍ରିକେଟର କୌଣସି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ହରାଇ ପାରି ନାହିଁ । ୧୯୮୮ରେ ଭାରତ ଶେଷ ଥର ନ୍ୟୁଜିଲାଣ୍ଡକୁ ଶାରଜା କପ ଫାଇନାଲରେ ପରାସ୍ତ କରିଥିଲା । ଏହା ପରେ…

ସୁପର ସଣ୍ଡେରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଟକ୍କର, ଟାଇଟଲ ଲକ୍ଷ୍ୟରେ ଭାରତ

ଦୁବାଇ: ସୁପର ସନ୍‌ଡେରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟ୍। ଆଇସିସି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ। ଭାରତ ଗତ ୨୦୦୦ ମସିହା ସଂସ୍କରଣ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଆଜି ଭାରତ-ନ୍ୟୁଜିଲାଣ୍ଡ…

କଳାହାଣ୍ଡି କପ କ୍ରିକେଟ ମାର୍ଚ୍ଚ ୧୮ରୁ

ଭୁବନେଶ୍ୱର: ପୁରୁଷ ସିନିୟର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଂଟ କଳାହାଣ୍ଡି କପ ମାର୍ଚ୍ଚ ୧୮ରୁ ଆରମ୍ଭ ହେବ । ଏହି ଲୋକପ୍ରିୟ ଟୁର୍ଣ୍ଣାମେଂଟରେ ଏଥର ୩୮ଟି ଟିମ ଅଂଶଗ୍ରହଣ କରିବେ ବୋଲି ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି । ୬ଟି ଗ୍ରୁପରେ ଦଳଗୁଡିକ ଭାଗ କରାଯାଇଛି । ଗତ…

କୋହଲି ଆଘାତପ୍ରାପ୍ତ

ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଘାତପ୍ରାପ୍ତ ହୋଇଛନ୍ତି । ସେଥିପାଇଁ ସେ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲେ । ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଆଘାତ ସମସ୍ୟା ଯୋଗୁ ଖେଳି ନ ଥିଲେ । ତେବେ ସେ…