Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ସୀତାଂଶୁଙ୍କୁ ମିଳିଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଏଥର ଭାରତୀୟ କ୍ରିକେଟ ଟିମ ପ୍ରବେଶ କରି ପାରି ନ ଥିଲା । ଏବେ ଭାରତ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା…

ଫୁଟବଲ ବିଶ୍ୱକପ ପାଇଁ ମରକ୍କୋରେ ମରାଯିବେ ୩୦ ଲକ୍ଷ କୁକୁର, ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ୨୦୩୦ ଫିଫା ବିଶ୍ୱକପ ମରକ୍କୋ, ସ୍ପେନ ଓ ପର୍ତୁଗାଲ ମିଳିତ ଭାବେ ଆୟୋଜନ କରୁଛନ୍ତି । ଏହି ମେଗା କ୍ରୀଡା ଇଭେଂଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଛି । ତେବେ ମରକ୍କୋ ସରକାରର ଏକ ପଦକ୍ଷେପ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ରିପୋର୍ଟ…

ବିସିସିଆଇର ୟୁ ଟର୍ଣ୍ଣ, ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର କୋଚ ହେବା ପରଠାରୁ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏବେ ବିସିସିଆଇ କେତେକ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ୟୋ ୟୋ ଫିଟନେସ ବ୍ୟବହାର କରାଯାଇଥିଲା । ଏହା ମାଧ୍ୟମରେ ଖେଳାଳିଙ୍କ…

ଆଘାତ ସମସ୍ୟା ନେଇ ମିଥ୍ୟା ଖବର ପ୍ରସାରିତ ହେଉଛି: ବୁମରାହ

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଆଘାତ ସମସ୍ୟାରେ ପଡିଛନ୍ତି । ତାଙ୍କ ପିଠି ସମସ୍ୟା ଗୁରୁତର ହୋଇ ପଡିଛି ଏବଂ ସେ ଶେଯରୁ ଉଠି ପାରୁ ନାହାନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଅଧିକ ଚିକିତ୍ସା ପାଇଁ ବୁମରାହ…

ବୁମରାହଙ୍କୁ ଦରକାର ସମ୍ପୂର୍ଣ୍ଣ ବିଶ୍ରାମ, ଚାମ୍ପିୟନ୍ସ ଟ୍ରଫି ଖେଳିବା ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଏକାକୀ ଦଳ ପାଇଁ ଲଢ଼ିଥିଲେ । ସିରିଜର ଅନ୍ତିମ ମୁକାବିଲାରେ ସେ ପିଠି ଆଘାତ ସମସ୍ୟାରେ ପଡିଥିଲେ । କିଛି ଦିନ ବିଶ୍ରାମ ପରେ ସେ ପୂନର୍ବାର ପଡିଆକୁ ଫେରିବେ ବୋଲି ଆଶା କରାଯାଉଥିଲା । ତେବେ ତାଜା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ରୋହିତ ଯାଇ ପାରନ୍ତି ପାକିସ୍ତାନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ଉତ୍ସବରେ ପାକିସ୍ତାନ ଯାଇ ପାରନ୍ତି । ତେବେ ଏ…

ଫେଡେରରଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ଜୋକୋଭିଚ

ନୂଆଦିଲ୍ଲୀ: ୨୪ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଜୋକୋଭିଚ ଚଳିତ ଅଷ୍ଟ୍ରେଲିଆନ ଓପନରେ ୨୧ ବର୍ଷୀୟ ଜ୍ୟାମେ ଫାରିୟାଙ୍କୁ ୬-୧, ୬-୭, ୬-୩ ଓ ୬-୨ ସେଟରେ ପରାସ୍ତ କରିଥିଲେ । ଓପନ ଏରାରେ ଜୋକୋଭିଚଙ୍କ ଏହା ୪୩୦ତମ…

ମହିଳା କ୍ରିକେଟ: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ବିଜୟ

ରାଜକୋଟ: ଭାରତୀୟ ମହିଳା କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଆୟର୍ଲାଣ୍ଡକୁ ୩୦୪ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୩-୦ରେ କ୍ଲିନ ସୁଇପ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୫ ୱିକେଟ ବିନିିମୟରେ ୪୩୫ ରନର ବିଶାଳ ସ୍କୋର…

ଟି୨୦: ଭାରତ ସହ କଡା ଟକ୍କର ଦେଇ ଆସିଛି ଇଂଲଣ୍ଡ

ନୂଆଦିଲ୍ଲୀ: ଜାନୁୟାରୀ ୨୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପରେ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ସର୍ବଦା ଟି୨୦ରେ କଡା ଟକ୍କର ଦେଖିବାକୁ ମିଳିଛି । ଏଥର ମଧ୍ୟ ପ୍ରଶଂସକ ଏକ ହାଇ ଭୋଲେଟେଜ ସିରିଜ ଆଶାରେ ରହିଛନ୍ତି ।…

ଅଲିମ୍ପିକ୍ସ ପଦକରୁ ରଙ୍ଗ ଛାଡିଲା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଶେଷ ହେବା ବେଶୀ ଦିନ ହୋଇ ନାହିଁ । ଏଥିରେ ପଦକ ହାସଲ କରି ବିଶ୍ୱ ଦରବାରେ ନାମ କମାଇଥିବା ଆଥଲେଟ ଏବେ ନିରାଶ ହୋଇ ପଡିଛନ୍ତି । କେତେକ ପଦକ ରଙ୍ଗ ଛାଡିବା ସହ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ଆଥଲେଟ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।…