Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି ସମ୍ଭାବ୍ୟ ଦଳରେ କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ବିସିସିଆଇ ସିନିୟର ଖେଳାଳିଙ୍କୁ ରଣଜୀ ଟ୍ରଫିରେ ଖେଳି ଫର୍ମକୁ ଫେରିବା ପାଇଁ କହିଛି । କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫିରେ ଦିଲ୍ଲୀର ସମ୍ଭାବ୍ୟ…

ଚାମ୍ପିୟନ୍ସ ଟ୍ରଫି ଗମ୍ଭୀରଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆର ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଟାର୍ଗେଟରେ ରହିଛନ୍ତି । ଟି୨୦ ବିଶ୍ୱକପ ଜିତିଥିବା ଟିମର ଏପରି କଣ ହୋଇଗଲା ଯେ, କ୍ରମାଗତ ସିରିଜ ପରାଜୟବରଣ କରି ଚାଲିଛି । ଗୌତମ ଗମ୍ଭୀର କୋଚ ପଦ ଗ୍ରହଣ କରିବା ପରେ ଟିମ…

ରଣଜୀ ଖେଳିବେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ରଣଜୀ ଟ୍ରଫି ଖେଳିବେ ବୋଲି ପୃଷ୍ଟି କରିଛନ୍ତି । ଜାନୁୟାରୀ ୨୩ରେ ପଂଜାବ ଓ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଗିଲ ପଞ୍ଜାବ ପକ୍ଷରୁ ଖେଳିବେ । ୱାସିମ ଜାଫର ପଞ୍ଜାବର କୋଚ ଦାୟିତ୍ୱ ତୁଲାଉଛନ୍ତି ।…

ବୁମରାହ ହେଲେ ଆଇସିସି ପ୍ଲେୟର ଅଫ ଦି ମନ୍ଥ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଡିସେମ୍ବର ମାସ ପାଇଁ ଆଇସିସି ପ୍ଲେୟର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକାର ଡ୍ୟାନ ପିଟରସନ ଓ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସଙ୍କୁ ସେ ପଛରେ ପକାଇଥିଲେ । ଭାରତର ସ୍ମୃତି ମାନ୍ଧନା ଓ ଦକ୍ଷିଣ ଆଫ୍ରିକାର ଏନ ମାଲୱା ମଧ୍ୟ…

ଭାରତୀୟ କ୍ରିକେଟରଙ୍କ ପାଇଁ ନୂଆ ନିୟମ, ଏଣିକି ସାଙ୍ଗରେ ପତ୍ନୀଙ୍କୁ ନେଇପାରିବେନି! 

ମୁମ୍ବାଇ: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ମୁମ୍ବାଇରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଉପଲବ୍ଧି ହାସଲ କରିପାରନ୍ତି କୋହଲି

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭାରତ କ୍ରିକେଟ ଦଳ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଦିିନିକିଆ ସିରିଜ ପାଇଁ ଖୁବ ଶୀଘ୍ର ଦଳ ଘୋଷଣା କରାଯିବ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ…

ଆଇପିଏଲ ୨୦୨୫: ଅଧିନାୟକଙ୍କ ନାମ ଘୋଷଣା କଲା ପଞ୍ଜାବ କିଙ୍ଗସ

ଚଣ୍ଡୀଗଡ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗସ ଅଧିନାୟକ ନାମ ଘୋଷଣା କରିଛି । ସୋମବାର ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଟିଭି ଶୋ ବିଗ ବସ ମାଧ୍ୟମରେ ପଞ୍ଜାବ ଏହାର ଅଧିନାୟକଙ୍କ ନାମ ନିଆରା ଢ଼ଙ୍ଗରେ ଘୋଷଣା କରିଛି । ଏହି ଶୋରେ ସଲମାନ…

ଦିଲ୍ଲୀ ଏୟାରପୋର୍ଟରେ ହଟହଟା କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ଅଭିଷେକ ଶର୍ମାଙ୍କ ସହ ଅସଦାଚରଣ ହୋଇଥିବା ଜଣାପଡିଛି। ଅଭିଷେକ ଶର୍ମା ଏନେଇ ସୋମବାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି। କଡ଼ା ଭାବେ ନିନ୍ଦା କରିବା ସହ ସେ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଜଣେ…

ରୋନାଲ୍ଡୋଙ୍କ ଜେଟର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପାଂଚ ଥର ବ୍ୟାଲେନ ଡି ଅର ପୁରସ୍କାର ଜିତିଥିବା ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଏବେ ସାଉଦି ପ୍ରିମିୟର ଲିଗରେ ଖେଳୁଛନ୍ତି । ଅଲ ନସର କ୍ଲବ ସହ ଚୁକ୍ତିବଦ୍ଧ ହେବା ପରେ ରୋନାଲ୍ଡୋଙ୍କ ଆର୍ଥୀକ ସ୍ଥିତି ଆହୁରି ମଜଭୁତ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୩୯ ବର୍ଷୀୟ ରୋନାଲ୍ଡୋ…

ଦୁବାଇ ୨୪ଏଚ୍ ରେସରେ ଜିତିଲେ ଅଭିନେତା ଅଜିତ୍ କୁମାର

ଦୁବାଇ: ସାଉଥ ସୁପରଷ୍ଟାର ଅଜିତ କୁମାର ପୁଣିଥରେ ରେସକୁ ଫେରିଛନ୍ତି। ଅଭିନେତା ଜଣକ ୨୪ଏଚ୍ ଦୁବାଇ ୨୦୨୫ ଏଣ୍ଡ୍ୟୁରାନ୍ସ ରେସରେ ଅଂଶଗ୍ରହଣ କରିଥିଲେ। ବିଜୟୀ ହେବା ପରେ ସେ ଭାରତୀୟ ପତାକା ହଲାଇ ସେଲିବ୍ରେସନ କରିଥିଲେ। ତାଙ୍କ ଟିମ୍ ପକ୍ଷରୁ 'ଏକ୍ସ'ରେ ଏନେଇ ସୂଚନା ଦିଆଯାଇଛି। କ୍ୟାପସନରେ…