Latest Odisha News

BREAKING NEWS

Browsing Category

ଖେଳ

୨୦୨୬ ଫିଫା ବିଶ୍ୱକପ: ପ୍ରଥମ ଅଣ ଆୟୋଜକ ଦେଶ ଭାବେ ଜାପାନର ଯୋଗ୍ୟତା ହାସଲ

ଟୋକିଓ:ଜାପାନର ଫୁଟବଲ ଦଳ ବାହାରିନକୁ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଅଣ ଆୟୋଜକ ଦେଶ ଭାବେ ୨୦୨୬ ଫିଫା ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାରେ ସୌଭାଗ୍ୟ ଲାଭ କରିଛି ଜାପାନ । ଆମେରିକା, ମେକ୍ସିକୋ ଏବଂ କାନାଡା ଏଥର ମିଳିତ ଭାବେ ବିଶ୍ବକପ ଆୟୋଜନ କରିବେ । ନିୟମ ଅନୁସାରେ ଆୟୋଜକ ଦେଶ…

ସିରାଜ କଣ ପାଇଁ କହିଲେ, ଭାବୁଛି ଏହା ବନ୍ଦ ହୋଇଯିବ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହୋଇଯିବ । ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯିବ । ତେବେ ଏହା ପୂର୍ବରୁ ମହମ୍ମଦ ସିରାଜଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । କିଛି ମାସ ହେବ ଅଭିନେତ୍ରୀ ତଥା ବିଗ ବସ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ହକି ତାରକା

ଜଳନ୍ଧର: ଭାରତର ଦୁଇ ଷ୍ଟାର ହକି ଖେଳାଳି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଲିମ୍ପିଆନ ମନଦୀପ ସିଂ ଓ ମହିଳା ହକି ଟିମର ଡିଫେଣ୍ଡର ଉଦିତା କୌର ବିବାହ କରିଛନ୍ତି । ଜଳନ୍ଧର ମଡେଲ ଟାଉନ ସ୍ଥିତ ଗୁରୁଦ୍ୱାରା ସିଂ ସଭାରେ ସେମାନେ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ । ଭାରତୀୟ ହକି…

ଷ୍ଟାଡିୟମ କାଚ ଭାଙ୍ଗିଦେଲେ ଅଭିଷେକ ଶର୍ମା

ହାଇଦ୍ରାବାଦ: ଆଇପିଏଲର ଆଗାମୀ ସଂସ୍କରଣରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହାର ନମୂନା ସେ ଗୁରୁବାର ଦେଖାଇ ସାରିଛନ୍ତି । ଗତ ସଂସ୍କରଣରେ ଟ୍ରେଭିସ ହେଡଙ୍କ ସହ ଓପିନଂ କରି ଅଭିଷେକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।…

ଆଇପିଏଲ ଖେଳାଳିରୁ ଅମ୍ପାୟାର; ଦିନେ ବିରାଟ ସହ ମିଶି ଜିତାଇଥିଲେ ବିଶ୍ବକପ୍

ନୂଆଦିଲ୍ଲୀ: IPL2025 ପାଇଁ ସବୁ ସେଟ୍ ହୋଇସାରିଣି । ମେଗା ଲିଗ୍ ୨୨ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହି ସିଜନ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ପୁରୁଣା ସାଥୀ ଖେଳାଳି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଣ୍ଡର -19 ବିଶ୍ୱକପରେ ବିରାଟଙ୍କ ସହ ଖେଳିଥିଲେ ସେହି ଖେଳାଳି ଏବଂ ଶ୍ରେଷ୍ଠ…

ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତନ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମେ ୨୫ରେ ଖେଳାଯିବ । ତେବେ ଏହା ପୂର୍ବରୁ ୧୮ତମ ସଂସ୍କରଣର କାର୍ଯ୍ୟସୂଚୀରେ ସୁରକ୍ଷା ଦୃଷ୍ଟିକୋଣରୁ ସାମାନ୍ୟ ପରିବର୍ତନ କରାଯାଇଛି । ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ…

ଆଇପିଏଲ ଠିକ ପୂର୍ବରୁ ବିସିସିଆଇ ନେଲା ବଡ ନିଷ୍ପତି

ନୂଆଦିଲ୍ଲୀ: ବିସିସିଆଇ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ବଡ ନିଷ୍ପତି ନେଇଛି । ୧୦ଟିମର ଅଧିନାୟକଙ୍କୁ ନେଇ ଆୟୋଜିତ ବୈଠକ ପରେ ବିସିସିଆଇ ବଲ ଉପରେ ଲାଳ ଲଗାଯିବାେ ପ୍ରତିବନ୍ଧକୁ ହଟେଇ ଦେଇଛି । କରୋନା ସମୟରେ ଆଇସିସି ଏହା ଉପରେ ପ୍ରତିବନ୍ଧ ଲଗାଇଥିଲା । ଯାହାକୁ…

ମୋହର ମାରିଲେ କୋର୍ଟ, ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ

ମୁମ୍ବାଇ: ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ । ଭାରତୀୟ କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଅଫିସିଆଲି ଡିଭୋର୍ସ ହୋଇସାରିଛି । ଆଜି ସେମାନଙ୍କର ଡିଭୋର୍ସ ହୋଇଥିବା ନେଇ ରିପୋର୍ଟରୁ ଜଣାପଡିଛି । ଆଜି ବମ୍ବେ ହାଇକୋର୍ଟ ସେମାନଙ୍କର ପାରସ୍ପରିକ…

କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏଣିକି ଜିଓ ହଟଷ୍ଟାରରେ ଫ୍ରି’ରେ ଦେଖିପାରିବେ ଆଇପିଏଲ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଜିଓ ହଟଷ୍ଟାରରେ ଫ୍ରି'ରେ ଦେଖିପାରିବେ ଆଇପିଏଲ। ଜିଓ ଏହାର ପୁରୁଣା ଏବଂ ନୂଆ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ପ୍ଲାନ୍‌ ସହିତ ନୂତନ ଜିଓ ସିମ୍‌ ସଂଯୋଗ ନେଇ କିମ୍ବା ଅତି…