Latest Odisha News

BREAKING NEWS

Browsing Category

ଖେଳ

ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶନିବାର ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଭାରତୀୟ ପୁରୁଷ ଟିମ ଅକ୍ଟୋବରରେ ୨ଟି ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ମୋହାଲୀ ଓ ଇଡେନଗାର୍ଡେନରେ ଏହି ୨ଟି ମ୍ୟାଚ…

୧୩ ବର୍ଷରୁ କମ ଜାତୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଚମକିଲେ ସଞ୍ଜଳୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଂଟରରେ ଅନୁଷ୍ଠିତ ୧୩ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଓଡିଶାର ସଞ୍ଜଳି ଓରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସଞ୍ଜଳୀ ୧୩ ବର୍ଷରୁ କମ ବାଳିକା ତୀରନ୍ଦାଜ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ଏହି ବିଭାଗରେ ଏକମାତ୍ର ଓଡିଶା…

ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମ୍ୟାଚ ଦିନ ଗଡ଼ିବ ୨୩ଟି ବସ୍‌ ଏବଂ ମେଟ୍ରୋ

କୋଲକାତା: ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର…

ଆଉ ଆଇପିଏଲରେ ଚୌକା, ଛକା ମାରିବେନି ଧୋନି?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍, ଆଇପିଏଲ ୨୦୨୫ ମହାସମର । ଏଥିରେ ଏବେବି ଚର୍ଚ୍ଚିତ ମୁହଁ ରହିଛନ୍ତି ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି  ଅବସର ନେଇଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌…

ଆଇପିଏଲ ୨୦୨୫ କମେଣ୍ଟ୍ରି ପ୍ୟାନେଲରୁ ବାଦ ପଡିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନ୍ ପାଇଁ କମେଣ୍ଟ୍ରି ପ୍ୟାନେଲଙ୍କ ତାଲିକା ପ୍ରକାଶିତ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ କିମ୍ବଦନ୍ତୀ ଦ୍ରୁତ ବୋଲର ଇରଫାନ ପଠାନଙ୍କ ନାମ ନାହିଁ। ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ପ୍ରତ୍ୟେକ ଥର ଉପସ୍ଥିତ ଥିବା ସମସ୍ତଙ୍କ ନାମ…

ଆରପାରିରେ ମହାନ ବକ୍ସର ଜର୍ଜ ଫୋରମ୍ୟାନ

ନୂଆଦିଲ୍ଲୀ: ମହାନ ବକ୍ସର ଜର୍ଜ ଫୋରମ୍ୟାନଙ୍କ ୭୬ ବର୍ଷରେ ପରଲୋକ ହୋଇଯାଇଛି । ତାଙ୍କ ପରିବାରଙ୍କ ପକ୍ଷରୁ ଇନଷ୍ଟାଗ୍ରାମରେ ଏହି ସୂଚନା ଦିଆଯାଇଛି । ଜର୍ଜ ଏଡୱାଡ ଫୋରମ୍ୟାନ ସିନିୟର ତାଙ୍କ କ୍ୟାରିୟରରେ ୮୧ଟି ମୁକାବିଲାରେ ଅଂଶଗ୍ରହଣ କରିଛନ୍ତି । ୭୬ ବିଜୟରେ ସେ ୬୮ଜଣଙ୍କୁ ନକଆଉଟ କରିଥିଲେ…

ଆଜିଠୁ ଆଇପିଏଲ ମହାସମର ଆରମ୍ଭ

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଏହି ମ୍ୟାଚ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ ।ଉଭୟ…

କେକେଆର ବନାମ ଆରସିବି କିଏ ମାରିବ ବାଜି

କୋଲକାତା: ଆଉ କେତେ ଘଂଟା ପରେ ଆରମ୍ଭ ହୋଇଯିବ ଆଇପିଏଲର ୧୮ତମ ସଂସ୍କରଣ । ଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଅବଶ୍ୟ ଇଡେନଗାର୍ଡେନ…

ଓସଜା ଏଜିଏମ ଅନୁଷ୍ଠିତ: ଜୁନରେ ଭୁବନେଶ୍ୱରରେ ହେବ ଏସଜେଏଫଆଇ ବୈଠକ

ଭୁବନେଶ୍ୱର:ଶୁକ୍ରବାର ଓସ୍‍ଜା ବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ସଂଘର ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସହିଦ ସ୍ପୋର୍ଟିଂ କ୍ଳବ୍‍ ପରିସରରେ ଥିବା ଦିଲୀପ ତିର୍କୀ ହଲରେ ଅନୁଷ୍ଠିତ ଏଜିଏମ୍‍ରେ ୨୦୨୪-୨୫ ଆର୍ଥିକ ବର୍ଷରେ ସଂଗଠନର କାର୍ଯ୍ୟଧାରା…

ଟି୨୦ରେ ଇତିହାସ ରଚିଲା ପାକିସ୍ତାନ

ଆକଲାଣ୍ଡ: ଆକଲାଣ୍ଡର ଇଡେନ ପାର୍କରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ପାକିସ୍ତାନ କ୍ରିକେଟ ଟିମ ଇତିହାସ ରଚିଛି । ନ୍ୟୁଜିଲାଣ୍ଡ ପ୍ରଦତ ୨୦୫ ରନର ଲକ୍ଷ୍ୟକୁ ପାକିସ୍ତାନ ୧୬ ଓଭରରେ ହାସଲ କରି ନେଇ ଏହି ରେକର୍ଡ କରିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ନାମରେ ଏହି ରେକର୍ଡ…