Latest Odisha News

BREAKING NEWS

Browsing Category

ଖେଳ

ଅଲିମ୍ପିକ୍ସ ପରେ ଏବେ ଡାଇମଣ୍ଡ ଲିଗ ପାଇଁ ନୀରଜଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିଲେ ମଧ୍ୟ ନୀରଜ ଏବେ ଲୁସାନେ ଡାଇମଣ୍ଡ ଲିଗ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲୁସାନେରେ ପ୍ରଭାବୀ ପ୍ରଦର୍ଶନ କରି ସେ…

ଭୁବନେଶ୍ୱରରେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଟିମ

ଭୁବନେଶ୍ୱର: ପ୍ୟାରିସ  ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଖେଳାଳିମାନଙ୍କୁ ବୁଧବାର ଭୁବନେଶ୍ୱରର ବିମାନବନ୍ଦରରେ ପଂହଚିବା ପରେ ଓଡ଼ିଶା ସରକାରଙ୍କ ତରଫରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିମାନବନ୍ଦରଠାରେ ପହଂଚିବା ପରେ କ୍ରୀଡ଼ା ମନ୍ତ୍ରୀ…

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଟିମର ପ୍ରସ୍ତୁତିକୁ ନେଇ ଉଠିଛି ପ୍ରଶ୍ନ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଟିମର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି । ୨୦୨୫ ଫେବୃୟାରୀରେ ଏହା ଆୟୋଜିତ ହେବ । ଭାରତ ମାତ୍ର ୩ଟି ଦିନିକିଆ ଖେଳି ଏହି ଟ୍ରଫି ଖେଳିବାକୁ ଯିବ । ସେହିପରି ୨୦୨୪ରେ ମଧ୍ୟ ଟିମ ଇଣ୍ଡିଆ ମାତ୍ର ୩ଟି ଦିନିକିଆ ମ୍ୟାଚ ଖେଳିଥିଲା । ୧୯୭୯…

ଭାରତୀୟ ହକି ଖେଳାଳିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କ୍ରୀଡ଼ା ପ୍ରେମୀଙ୍କ ସମେତ ବହୁ ସଂଖ୍ଯାରେ ଲୋକେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହକି…

ଆଇସିସିର ନୂଆ ଅଧ୍ଯକ୍ଷ ହୋଇପାରନ୍ତି ଜୟ ଶାହା

ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନୂଆ ଅଧ୍ଯକ୍ଷ ହୋଇପାରନ୍ତି। ଏହି ପଦବୀରେ ବର୍ତ୍ତମାନ ଗ୍ରେନ ବାର୍କଲେ ରହିଛନ୍ତି। ସେ ଖୁବଶୀଘ୍ର ଏହି ପଦବୀ ଛାଡିବେ ବୋଲି ପ୍ରକାଶ କରିଛନ୍ତି। ତେଣୁକରି ବର୍ତ୍ତମାନ ଜୟ ଶାହା ଏହି ପଦବୀ ପାଇଁ…

ସିଏଏସ କାହିଁକି ଭିନେଶଙ୍କ ଆବେଦନ ଖାରଜ କଲା ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିବା ସତ୍ୱେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ସିଏଏସ ନିକଟରେ ଆବେଦନ କରିଥିଲେ । ଆସନ୍ତୁ ସିଏଏସ କିପରି ଭିନେଶଙ୍କ ଦଲୀଲକୁ ଖାରଜ କରିଥିଲେ ଜାଣିବା । ୧.…

ୟୁଏଇରେ ଆୟୋଜିତ ହେବ ଆଇସିସି ଟି୨୦ ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟ ବାଂଲାଦେଶ ବଦଳରେ ୟୁଏଇରେ ଆୟୋଜିତ ହେବ ବୋଲି ମଙ୍ଗଳବାର ଆଇସିସି ସ୍ପଷ୍ଟ କରିଛି । ବାଂଲାଦେଶରେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସୀନା କ୍ଷମତାରୁ ହଟିବା ସତ୍ୱେ ବାଂଲାଦେଶରେ ଅଶାନ୍ତି କମିବାର ନାମ ଧରୁନି । ଏହା ଦେଖି ଆଇସିସି ଉପରୋକ୍ତ ପଦକ୍ଷେପ…

ନାସାଉ କ୍ରିକେଟ ଷ୍ଟାଡିୟମକୁ ଦିଆଗଲା ସନ୍ତୋଷଜନକ ରିପୋର୍ଟ

ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିଲା । ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମ ପିଚ ନେଇ ଅଂଶଗ୍ରହଣକାରୀ ଟିମ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୮ଟି ଯାକ ମ୍ୟାଚ କମ ସ୍କୋର ବିଶିଷ୍ଟ ହୋଇଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପିଚକୁ ନେଇ ପୂର୍ବରୁ…

ଆନ୍ତର୍ଜାତୀୟ ଟି୨୦ରେ ଗୋଟିଏ ଓଭରରେ ୩୯ ରନ କରି ରେକର୍ଡ କଲେ ଡେରିୟସ

ଏପିୟା: ସମୋଓର ବ୍ୟାଟ୍ସମ୍ୟାନ ଡେରିୟସ ଭିସର ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ୩୯ ରନ ସଂଗ୍ରହ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସମୋଓ ଓ ଭାନୁଆତୁ ମଧ୍ୟରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ଏହି ରେକର୍ଡ ସ୍ଥାପନ ହୋଇଛି । ସମୋଓ…

ଆସନ୍ତାକାଲି ଅଲମ୍ପିକ୍ସ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ପ୍ୟାରିସ୍‌ ଅଲମ୍ପିକ୍ସ - ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ…