Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କୁ ଆଇପିଏଲରେ ନାକେଦମ କରନ୍ତି ଏହି ବୋଲର

ମୁମ୍ବାଇ: ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ପାଇଁ ରୋହିତ ଶର୍ମା ପ୍ରଶଂସକଙ୍କ ମହଲରେ ହିଟମ୍ୟାନ ଭାବେ ପରିଚିତ । ଆଇପିଏଲରେ ରୋହିତଙ୍କୁ ବ୍ୟାଟିଂକୁ କିଏ ବା ଭୁଲିପାରିବ । ତେବେ ରୋହିତ ଆଇପିଏଲରେ ଜଣେ ବୋଲର ନାକେଦମ କରିଥାନ୍ତି । ଏହି ବୋଲରଙ୍କ ନାମ ହେଲ ସୁନୀଲ ନାରିନ । ୱେଷ୍ଟଇଣ୍ଡିଜ ଏହି…

ଅମିତ ରୋହିଦାସଙ୍କୁ ପ୍ରଗତ ସିଂ ଆୱାର୍ଡ

ଭୁବନେଶ୍ୱର: ଅମିତ ରୋହିଦାସ ୨୦୨୪ ମସିହାର ଡିଫେଣ୍ଡର ଅଫ୍ ଦ ଇୟର ପାଇଁ ପ୍ରତିଷ୍ଠିତ ହକି ଇଣ୍ଡିଆ ପ୍ରଗତ ସିଂହ ପୁରସ୍କାର ଜିତିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ୩୧ ବର୍ଷୀୟ ରୋହିଦାସ ଦୁଇଥର ଅଲିମ୍ପିକ୍…

ଆଇସିସି ସହିତ ଚାଲିଛି ଆଲୋଚନା, ସାଉଦି ଆରବରେ ହୋଇପାରେ ଆଉ ଏକ ମହା ଲିଗ

ଦୁବାଇ: ସାଉଦି ଆରବରେ ଏକ ବଡ ଧରଣର ଗ୍ଲୋବାଲ ଟି୨୦ ଲିଗ କ୍ରିକେଟ ଆୟୋଜିତ ହୋଇପାରେ । ଏ ନେଇ ସାଉଦି ଆରବ ଓ ଆଇସିସି ମଧ୍ୟରେ ଆଲୋଚନା ଚାଲିଛି । ଟେନିସ ଲିଗ ଶୈଳୀରେ ଏହାକୁ ଆୟୋଜନ କରିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଫ୍ରାଂଚାଇଜ ରହିବେ ମାତ୍ର ଦେଶକୁ…

ଗମ୍ଭୀର ପୂନର୍ବାର ହେଲେ ମେଂଟର

ରାଂଚୀ: ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ହାସଲ କରିଛି । ଏହା ପରେ କୋଚ ଗୌତମ ଗମ୍ଭୀର କିଛି ଦିନ ବିଶ୍ରାମ ନେଇଛନ୍ତି । ଏବେ ଗମ୍ଭୀର ପୂନର୍ବାର ମେଂଟର ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଟିମ ଇଣ୍ଡିଆ କୋଚ ହେବା ପୂର୍ବରୁ ସେ ଆଇପିଏଲରେ ମଧ୍ୟ ମେଂଟର ଦାୟିତ୍ୱ ତୁଲାଇଥିଲେ ।…

ପରିବାରକୁ ନେଇ ବିସିସିଆଇର ନିଷ୍ପତ୍ତି; ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଲଜ୍ଜାଜନକ ପରାଜୟ ପରେ ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ନୂଆ ପ୍ରୋଟୋକଲ୍ ଲାଗୁ କରିଥିଲା। ଯେଉଁ ନିୟମଗୁଡ଼ିକ ସମସ୍ତ ଖେଳାଳିଙ୍କୁ ପ୍ରଭାବିତ କରିଛି। ଏହାରି ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଏକ ଇଭେଣ୍ଟରେ ବିରାଟ କୋହଲି ଏହି ନୂଆ ନିୟମକୁ…

ଅବସର ପରେ ପୁଣି ଭାରତୀୟ ଦଳକୁ କାହିଁକି ଫେରିଲେ ଷ୍ଟାର ଫୁଟବଲର ଛେତ୍ରୀ ?

ନୂଆଦିଲ୍ଲୀ: ଅବସର ନେଇଥିବା ଭାରତର ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀ ପୁଣି ଭାରତୀୟ ଦଳକୁ ଫେରିଛନ୍ତି । ଛେତ୍ରୀ ଗତବର୍ଷ ଜୁନରେ ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ କୁଏତ ସହ ଗୋଲ ଡ୍ର ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ। ପ୍ରାୟ ଆଠ ମାସ ପରେ ସେ ପୁଣି ଥରେ…

ସରିଲା WPL 2025; ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ହେଲା ଟଙ୍କା ବର୍ଷା

ମୁମ୍ବାଇ:  ଚଳିତ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇଲା ମୁମ୍ବାଇ । WPL2025ର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନ୍ ରେ ପରାସ୍ତ କରିଛି । ମୁମ୍ବାଇର ବ୍ରେବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀକୁ ୧୫୦ ରନ୍ ଟାର୍ଗେଟ୍ ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସଦଳ ମାତ୍ର…

ଅବସର ସମ୍ପର୍କରେ ସୂଚନା ଦେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ସାକ୍ଷାତକାରରେ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପରେ କୋହଲି ଏବେ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଦଳ ସହିତ ଯୋଗ ଦେଇଛନ୍ତି ।…

ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆସିଲା ଖୁସି ଖବର; ଦଳରେ ଯୋଗଦେବେ ଏହି ଷ୍ଟାର ଖେଳାଳି

ହାଇଦ୍ରାବାଦ: ଗତ ସିଜନ ଆଇପିଏଲର ଫାଇନାଲ ମ୍ୟାଚ ଖେଳିଥିଲା ସନରାଇଜର୍ସ ହାଇଦ୍ରାବାଦ ଦଳ, କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ଠାରୁ ପରାଜୟ ହୋଇଥିଲା । ଏଥର ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ଦଳ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ତେବେ ଆଇପିଏଲ୍ ୨୦୨୫ ଆରମ୍ଭ…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଖେଳାଳି ହେବେ ଅଧିନାୟକ, ନରମିଲା ବିସିସିଆଇ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପୂର୍ବରୁ ଭାରତରେ କ୍ରିକେଟକୁ ନେଇ ଏକ ଅଲଗା ପ୍ରକାର ବାତାବରଣ ରହିଥିଲା । ପ୍ରଶଂସକ ଏବଂ ବିିସିସିଆଇ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳିଙ୍କ କ୍ୟାରିୟର ଶେଷ ହେବାର ଡେଡଲାଇନ ଏକପ୍ରକାର ଘୋଷଣା କରି ଦେଇଥିଲେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ…