Latest Odisha News

BREAKING NEWS

Browsing Category

ଖେଳ

ସିଡନୀ ପିଚକୁ ଆଇସିସି ଦେଲା ସନ୍ତୋଷଜନକ ରିପୋର୍ଟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ବର୍ଡର-ଗାଭାସ୍କର ଟ୍ରଫି ପିଚ ନେଇ ରେଟିଂ ଜାରୀ କରିଛି । ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଖେଳାଯାଇଥିବା ଏହି ସିରିଜକୁ ଆଇସିସି ଓଭରାଲ ସନ୍ତୋଷଜନକ ରିପୋର୍ଟ ଦେଇଛି । ପର୍ଥ, ଆଡିଲେଡ, ଗାବା ଓ ମେଲବୋର୍ଣ୍ଣ ପିଚକୁ ଭେରୀ ଗୁଡ ଏବଂ…

ଟି୨୦ ସିରିଜ: ଇଂଲଣ୍ଡ ବିପକ୍ଷରେ ଭାରତ ପଲା ଭାରୀ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତୀୟ କ୍ରିକେଟ ଟିମ ଜାନୁୟାରୀ ୨୨ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ପରେ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଘରୋଇ ପରିବେଶରେ ଇଂଲଣ୍ଡ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମାର୍ଟିନ ଗୁପଟିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପଟିଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୨ ପରଠାରୁ ସେ ଆଉ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ । ସେ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିଲେ । ୧୫ ବର୍ଷ କ୍ୟାରିୟରରେ ସେ ୩୬୭ ଆନ୍ତର୍ଜାତୀୟ…

ରୋହିତ, ବିରାଟ ଆଉ କେତେ ଦିନ ଟିମ ସହିତ ରହିବେ ଖୁଲାସା କଲେ ଗାଭାସ୍କର

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଶୋଚନୀୟ ପରାଜୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବୋର୍ଡ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ରହିଛି । ଏହି ଦୁଇ ମହାନ ଖେଳାଳିଙ୍କ ଭବିଷ୍ୟତ ଉପରେ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି…

ହକି ଇଣ୍ଡିଆ ଲିଗ୍‌: ଘରୋଇ ଦଳ କଳିଙ୍ଗ ଲାନ୍‌ସର୍ସର ପ୍ରଥମ ବିଜୟ

ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦମଦାର ବିଜୟ ହାସଲ କରିଛି । ଦଳ ଅପରାଜେୟ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସକୁ ସିଧାସଳଖ ୬-୦ ଗୋଲ୍‌ରେ ପରାସ୍ତ କରି ଦମ୍‌ଦାର ବିଜୟ ଲାଭ କରିଛି । ଆଜିର ବିଜୟ ପରେ କଳିଙ୍ଗ ଲାନ୍‌ସର୍ସ ପଞ୍ଚମ ସ୍ଥାନକୁ ଅକ୍ତିଆର…

ବିସିସିଆଇ ସେକ୍ରେଟାରୀ କହିଲେ ନୂଆ ଟିମ ଚୟନ କର: ବାଦ ପଡି ପାରନ୍ତି ରୋହିତ, କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂଆ ସେକ୍ରେଟାରୀ ଦେବଜିତ ସାଇକିଆ ଆକ୍ସନ ମୁଡରେ ରହିଛନ୍ତି । କ୍ରମାଗତ ପରାଜୟରେ ବୋର୍ଡ ଅସନ୍ତୁଷ୍ଟ ରହିଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ସ୍ପଷ୍ଟ ବାର୍ତା ଦିଆଯାଇଛି ଯେ, ନୂଆ ଟିମ ଚୟନ କର । ଫଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ…

ଡବ୍ଲ୍ୟୁପିଏଲ ପାଇଁ ଚୂଡାନ୍ତ ହେଲା ଭେନ୍ୟୁ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ତୃତୀୟ ସିଜନ ପାଇଁ ବିସିସିଆଇ ଭେନ୍ୟୁ ଚୂଡାନ୍ତ କରିଛି । ବରୋଦା ଓ ଲକ୍ଷ୍ନୌରେ ୫ଟି ଟିମ ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ୬ କିମ୍ବା ୭ ଫେବୃୟାରୀରୁ ଆରମ୍ଭ ହେବ । ବରୋଦାରେ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଖେଳାଯିବ ।…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: କେଉଁ ଖେଳାଳିଙ୍କ ସ୍ଥାନରେ ଖେଳିବେ ଯଶସ୍ୱୀ

ନୂଆଦିଲ୍ଲୀ:ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତ ଦଳ ଚୟନ ହେବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ୱୀ ଜୈସୱାଲ ସବୁଠାରୁ ଭଲ ପ୍ରଦର୍ଶନ କରି ଚୟନ କମିଟିଙ୍କ ବିଶ୍ୱାସ ଜିଣି ପାରିଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ସ୍ଥାନ ମିଳିବା ନେଇ ଆଲୋଚନା ଜୋର…

ଛାଡପତ୍ର ଗୁଜବ ମଧ୍ୟରେ ଚହଲଙ୍କ କ୍ରିପ୍ଟିକ ପୋଷ୍ଟ… 

ନୂଆଦିଲ୍ଲୀ: ଛାଡପତ୍ର ଗୁଜବ ମଧ୍ୟରେ ୟୁଜଭେନ୍ଦ୍ର ଚହଲ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଟିମ୍ ଇଣ୍ଡିଆ ଖେଳାଳି ଚହଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଭାବନା ବାଣ୍ଟିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଯେଉଁମାନେ ଶବ୍ଦଠାରୁ ଅଧିକ ଶୁଣିପାରିବେ ସେମାନଙ୍କ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ତୃତୀୟ ସ୍ଥାନକୁ ଖସିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ୧-୩ରେ ହାରିବା ପରେ ଭାରତର ର‌୍ୟାଙ୍କିଙ୍ଗରେ ଅବନ୍ନତି ଘଟିଛି । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ୨୦୧୬ ପରେ ଭାରତ ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ଟିମ ର‌୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ…