Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତାକାଲି ଅଲମ୍ପିକ୍ସ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ପ୍ୟାରିସ୍‌ ଅଲମ୍ପିକ୍ସ - ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ…

ଖୁବଶୀଘ୍ର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌ ଫିଲ୍ମ। ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାର ଯୁବରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ୨୦୦୭ରେ ଟି-୨୦ ବିଶ୍ୱକପ ଚାମ୍ପିୟନ ଏବଂ ୨୦୧୧ରେ ଏକ ଦିବସୀୟ ବିଶ୍ୱକପ ଚାମ୍ପୟନ ହେବା ସମୟରେ…

କିଙ୍ଗ କୋହଲୀଙ୍କ ‘ସୁଇଟ୍ ୧୬’

ଆନ୍ତର୍ଜାତିକ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି ଭାରତର ରନ୍ ମେସିନ ବିରାଟ କୋହଲୀ। ୨୦୦୮ ମସିହା ଅଗଷ୍ଟ ୧୮ରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ରଖିଥିଲେ ବିରାଟ କୋହଲୀ। ପ୍ରଥମ ମ୍ୟାଚ ଥିଲା ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆ ମ୍ୟାଚ୍। ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚରେ କୋହଲୀଙ୍କ…

ବୁମରାହଙ୍କ ଶୈଳୀରେ ବୋଲିଂ କରି ଚର୍ଚ୍ଚାରେ ଛାତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ପେସର ଯଶପ୍ରୀତ ବୁମରାହ ତାଙ୍କ ବୋଲିଂ ପ୍ରଦର୍ଶନ ବଳରେ ଭାରତକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି । ତାଙ୍କ ନିଆରା ବୋଲିଂ ଶୈଳୀ ଏବଂ ଲାଇନ ଲେନଥ ବୋଲିଂ ଯୋଗୁ ବ୍ୟାଟ୍ସମ୍ୟାନ ଅସୁବିଧା ପଡିଥାନ୍ତି । ଏବେ ନିକଟରେ ଜଣେ ସ୍କୁଲ ଛାତ୍ରୀ ବୁମରାହଙ୍କ…

ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଅମିତଙ୍କୁ ସାଇ ଇଂଟରନ୍ୟାଶନାଲରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗୌରବାନ୍ୱିତ କରିଛି । ଓଡିଶାର ଅମିତ ରୋହୀଦାସ ଏହି ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ଥିଲେ । ଭୁବନେଶ୍ୱରର ସାଇ ଇଂଟରନ୍ୟାଶନାଲରେ ଅମିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।…

ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କଲେ କୋହଲି

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୨ ରନରେ ଆଉଟ ହୋଇଥିବା କୋହଲି ଏବେ କିନ୍ତୁ ନିଜ ନାମରେ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି ।…

୧୯ ବର୍ଷରୁ କମ ମହିଳା ଟି୨୦ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ମାଲେସିଆରେ ହେବାକୁ ଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟସୂଚୀ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୮ ଜାନୁୟାରୀ ୨୦୨୫ରୁ ଏହା ଆରମ୍ଭ ହେବ ଏବଂ ଫେବୃୟାରୀ ୨ରେ ଫାଇନାଲ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ…

ଭାରତୀୟ କ୍ରିକେଟ ଟିମରେ ଆଉ ସୁଯୋଗ ପାଇ ନ ପାରନ୍ତି ଏହି ଖେଳାଳିମାନେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ସମସ୍ତ କ୍ରିକେଟରଙ୍କ ସ୍ୱପ୍ନ ରହିଥାଏ । ପ୍ରଦର୍ଶନ ଭିତିରେ ସେମାନେ ଏହି ସ୍ଥାନ ବଜାୟ ରଖିଥାନ୍ତି । ଅନେକ ଖେଳାଳି ସୁଯୋଗ ପାଇ ନ ଥିବା ବେଳେ ଅନ୍ୟମାନେ ଏହାକୁ ହାତଛଡା କରିଛନ୍ତି । ଆସନ୍ତୁ ନଜର ପକାଇବା ଏ ଭଳି କେତେକ କ୍ରିକେଟରଙ୍କ…

ଅନକ୍ୟାପେଡ ଖେଳାଳି ଭାବେ ଧୋନୀଙ୍କୁ ରିଟେନ କରାଯାଇପାରେ

ଚେନ୍ନାଇ: ଆଇପିଏଲ ୨୦୨୫ ସଂସ୍କରଣ ପୂର୍ବରୁ ମେଗା ନିଲାମ ହେବ । ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏଥର ଖେଳିବେ କି ନାହିଁ ସସ୍ପେନ୍ସ ଲାଗି ରହିଛି । ତେବେ ଧୋନୀଙ୍କୁ ଅନକ୍ୟାପେଡ ଖେଳାଳି ଭାବେ ଚେନ୍ନାଇ ଟିମରେ ରିଟେନ କରିପାରେ । ତେବେ ଏଥିପାଇଁ ବିସିସିଆଇର…

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ: ଭାରତର ରିୟୋହଲାଙ୍ଗ ହେବେ ସହାୟକ ରେଫରୀ

ନୂଆଦିଲ୍ଲୀ: ଡୋମିନିକନ ଗଣରାଜ୍ୟରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଆୟୋଜିତ ହେବ । ୧୦ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତର ରିୟୋହଲାଙ୍ଗ ଧରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତାଙ୍କୁ ୩୮ ମ୍ୟାଚ ଅଧିକାରୀଙ୍କ ତାଲିକାରେ ସାମିଲ କରାଯାଇଛି । ସେ…