Latest Odisha News

BREAKING NEWS

Browsing Category

ଖେଳ

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ: ଭାରତର ରିୟୋହଲାଙ୍ଗ ହେବେ ସହାୟକ ରେଫରୀ

ନୂଆଦିଲ୍ଲୀ: ଡୋମିନିକନ ଗଣରାଜ୍ୟରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଆୟୋଜିତ ହେବ । ୧୦ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତର ରିୟୋହଲାଙ୍ଗ ଧରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତାଙ୍କୁ ୩୮ ମ୍ୟାଚ ଅଧିକାରୀଙ୍କ ତାଲିକାରେ ସାମିଲ କରାଯାଇଛି । ସେ…

ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଭାରତୀୟ ରେସଲର ବଜରଙ୍ଗ ପୁନିଆ ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ପଡିଛନ୍ତି । ଭିନେଶ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ତାଙ୍କ ପାଇଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ବଜରଙ୍ଗ ବୋନେଟ ଉପରେ ଛିଡା ହୋଇ ଭୀଡ ନିୟନ୍ତ୍ରଣ କରୁଥିଲେ ।…

ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଅର୍ଥ ଦେଉଛି ସ୍ୱୀଡେନ

ନୂଆଦିଲ୍ଲୀ: ସ୍ୱୀଡେନ ସରକାର ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଲୋଭନୀୟ ଅଫର ଦେଉଥିବା ଖବର ପ୍ରକାଶ ପାଇଛି । ୟୁରୋପିଆନ ୱେବସାଇଟ ଦି ନ୍ୟାଶନାଲ୍ସ ଅନୁସାରେ ପୂର୍ବରୁ ବିଦେଶରୁ ଆସି ସ୍ୱୀଡେନରେ ରହୁଥିବା ଲୋକଙ୍କ ପାଇଁ ଏହି ଅଫର ରହିଥିଲା । ଏବେ ସମସ୍ତଙ୍କ ପାଇଁ ଏହା ଲାଗୁ…

ଅବସରରୁ ୟୁ ଟର୍ଣ୍ଣ ନେବା ନେଇ ସୂଚନା ଦେଲେ ଭିନେଶ

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ପଦକ ଜିତିବା ନିକଟତର ହୋଇଥିଲେ ମଧ୍ୟ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଥିଲେ । ଶୁକ୍ରବାର ସେ ସୋସିଆଲ ମିଡିଆରେ ଏକ ଲମ୍ବା ଚୌଡା ପୋଷ୍ଟ ଶେୟାର କରିଛନ୍ତି ।…

କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ ହେଲେ ନିରୋଶନ ଡିକୱେଲା

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ନିରୋଶନ ଡିକୱେଲା ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଅନିଶ୍ଚିତତା ସମୟ ପାଇଁ ବାସନ୍ଦ କରାଯାଇଛି । ପରବର୍ତୀ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ କୌଣସି ପ୍ରକାରର କ୍ରିକେଟରେ ଖେଳିପାରିବେ ନାହିଁ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହା ସ୍ପଷ୍ଟ କରିଛି ।…

ଓଜନ କମାଇବା ପ୍ରକ୍ରିୟା ବେଳେ ମୋତେ ଲାଗିଲା ଭିନେଶ ମରିଯିବେ…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ମହିଳା ରେସଲିଂରେ ଭାରତର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଫାଇନାଲ ପୂର୍ବ ଦିନ ଭିନେଶ ତାଙ୍କ ଓଜନ କମାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଏପରିକି ଏହି ପ୍ରକ୍ରିୟା ବେଳେ ମୋତେ…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ କୋହଲି, ରୋହିତଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଟିମ ସେପ୍ଟମ୍ବରରେ ଭାରତ ଗସ୍ତରେ ଆସିବ । ଏଠାରେ ୨ଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ୧୯ ସେପ୍ଟମ୍ବରରୁ ଏହି ସିରିଜ ଆରମ୍ଭ ହେବ । ଆଗାମୀ କିଛି ଦିନ ମଧ୍ୟରେ ଭାରତୀୟ ଟିମର ଘୋଷଣା କରାଯିବ । ରିପୋର୍ଟ ମୁତାବକ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ…

ଘରକୁ ବାହୁଡିଲେ ଅମିତ ରୋହିଦାସ: ମିଳିଲା ଭବ୍ୟ ସ୍ବାଗତ

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଘରକୁ ଫେରିଛନ୍ତି ହକି ତାରକା ତଥା ଓଡିଆ ମାଟିର ପୁଅ ଅମିତ ରୋହିତ ଦାସ । ଏହି ଅବସରରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରରେ ବିଜେପି ବିଧାୟକ ବାବୁ ସିଂ, ଭାରତୀୟ…

ଭାଇରାଲ ହେଉଛି ଭିନେଶଙ୍କ ଭାବପ୍ରବଣ ପୋଷ୍ଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କ ଆବେଦନ ସିଏଏସରେ ଖାରଜ ହେବା ପରେ ଗୁରୁବାର ସେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିନେଶ ତାଙ୍କ ପୋଷ୍ଟରେ ମ୍ୟାଟ ଉପରେ କାନ୍ଦୁଥିବା ଫଟୋ ଛାଡିବା ସହ ବ୍ୟାକଗ୍ରାଉଣ୍ଡରେ ଗାୟକ ବି…

ଏନସିଏ ମୂଖ୍ୟ ପଦରେ ରହିବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଭାରତର ପୂର୍ବ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୂଖ୍ୟ ଦାୟିତ୍ୱ ତୁଲାଇବେ । ଆଇପିଏଲର ଏକ ଟିମ ପକ୍ଷରୁ ତାଙ୍କୁ କୋଚ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଫଳରେ ସେ ଏନସିଏ ଦାୟିତ୍ୱ ଛାଡିବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏଥିରେ ବିରାମ…