Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ଓପନ ଟେନିସ: ଅଧାରୁ ଓହରିଲେ ଜୋକୋଭିଚ, ଫାଇନାଲରେ ଜ୍ୟେରେଭ

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଫାଇନାଲରେ ପ୍ରବେଶ କରିପାରି ନାହାନ୍ତି । ଜର୍ମାନୀର ଆଲେକଜାଣ୍ଡର ଜ୍ୟେରଭ ବିପକ୍ଷ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଜୋକୋଭିଚ ଅଧାରୁ ଓହରି ଯାଇଥିଲେ । ଜ୍ୟେରେଭ ଏବେ ଫାଇନାଲରେ…

ଚହଲଙ୍କ ପୋଷ୍ଟ ପ୍ରଶଂସକଙ୍କୁ କଲା ଭାବପ୍ରବଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଏକ ପୋଷ୍ଟ ଏବେ ପ୍ରଶଂସକଙ୍କୁ ଭାବପ୍ରବଣ କରିଛି । ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି ଉଭୟ ଅଲଗା ହେବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି ।…

ରଣଜୀ ଟ୍ରଫି: ପଦାର୍ପଣ ମ୍ୟାଚରେ ତାପସଙ୍କୁ ୬ ୱିକେଟ, ମେଘାଳୟ ୧୯୮ରେ ଅଲଆଉଟ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ପ୍ରଥମ ଦିବସରେ ମେଘାଳୟକୁ ୧୯୮ ରନରେ ଅଲଆଉଟ କରିଦେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ସନ୍ଦୀପ ପଟ୍ଟନାୟକ ନେତୃତ୍ୱାଧୀନ ଓଡିଶା କୌଣସି ୱିକେଟ ନ ହରାଇ ୭୦ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଛି । ସ୍ୱସ୍ତିକ…

ଏମସିଏ ନାମରେ ଯୋଡି ହେଲା ବିଶ୍ୱରେକର୍ଡ

ମୁମ୍ବାଇ: ମୁମ୍ବାଇ ୱାଙ୍ଖେଡ ଷ୍ଟାଡିୟମରେ ଗୁରୁବାର ଏକ ନୂତନ ବିଶ୍ୱରେକର୍ଡ ସ୍ଥ୍‌ାପନ ହୋଇଛି । ଅବଶ୍ୟ କୌଣସି ପ୍ରଦର୍ଶନ କିମ୍ବା ମ୍ୟାଚକୁ ନେଇ ଏହି ରେକର୍ଡ ହୋଇନି । ଏଠାରେ ୧୪୫୦୫ ନାଲି ଓ ଧଳା ବଲରେ ଫିଫଟି ଇୟର୍ସ ଅଫ ୱାଙ୍ଖେଡ ଷ୍ଟାଡିୟମ ଲେଖା ଯାଇଥିଲା । ଏତେ ସଂଖ୍ୟକ କ୍ରିକେଟ ବଲରେ…

ସୁପର ସିକ୍ସରେ ଟିମ ଇଣ୍ଡିଆ

କୁଆଲାଲମ୍ପୁର: ଭାରତ ଏଠାରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ସୁପର ସିକ୍ସରେ ପ୍ରବେଶ କରିଛି । ଗୁରୁବାର ଭାରତ ୬୦ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୧୧୮ ରନ କରିଥିଲା । ଗୋଙ୍ଗାଦୀ ତ୍ରିଷା…

ଗମ୍ଭୀର ଏହି ସାଥୀ ଖେଳାଳିଙ୍କୁ ଅଶ୍ରାବ୍ୟ ଭାଷାରେ ଗାଲି ଦେଇଥିଲେ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ସେ ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀରଙ୍କୁ ନେଇ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଗମ୍ଭୀର ପଡିଆରେ ଖେଳୁଥିବା ଅବସ୍ଥାରେ ଅତ୍ୟନ୍ତ ଖରାପ ଭାଷାର ପ୍ରୟୋଗ…

ରଣଜୀ ଟ୍ରଫି: ବିଫଳ ହେଲେ ରୋହିତ, ଗିଲ, ଯଶସ୍ୱୀ

ମୁମ୍ବାଇ: ୧୦ ବର୍ଷ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ରଣଜୀ ଟ୍ରଫିରେ ଖେଳିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳିଥିବା ରୋହିତ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ମାତ୍ର ୩ ରନ କରିବାକୁ ସକ୍ଷମ ହୋଇଥିଲେ । ଏଥିପାଇଁ ସେ ୧୯ ବଲର ସମ୍ମୁଖୀନ ହୋଇଥିଲେ । କେବଳ ରୋହିତ ନୁହେଁ ଭାରତୀୟ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ରେ ଭାରତ ବିଜୟୀ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଇଂଲଣ୍ଡ ପ୍ରଦତ ୧୩୩ ରନର ଲକ୍ଷ୍ୟକୁ…

ଚହଲଙ୍କୁ ପଛରେ ପକାଇଲେ ଅର୍ଶଦୀପ

କୋଲକାତା: ଇଡେନଗାର୍ଡେନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚରେ ଅର୍ଶଦୀପ ସିଂ ରେକର୍ଡ କରିଛନ୍ତି । ଅର୍ଶଦୀପ ସିଂ ଏହି ମ୍ୟାଚରେ ୨ଟି ୱିକେଟ ନେବା ସହ ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଓଭରାଲ ୯୭ ୱିକେଟ ନେଇଛନ୍ତି । ତାଙ୍କ…

ସଞ୍ଜୁ ସାମସନଙ୍କ ବାପା କାନ୍ଦିକାନ୍ଦି କହିଲେ ‘ ମୋ ପୁଅ ସୁରକ୍ଷିତ ନାହିଁ’

ନୂଆଦିଲ୍ଲୀ:ଭାରତୀୟ ଦଳର ଷ୍ଟାର ୱିକେଟକିପର ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଛନ୍ତି। କିନ୍ତୁ ସଞ୍ଜୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି । ଏଥିସହ ସେ ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟ କେରଳ ଦଳରେ ମନୋନୀତ ହୋଇନଥିଲେ। ବର୍ତ୍ତମାନ…