Latest Odisha News

BREAKING NEWS

Browsing Category

ଖେଳ

ଟିମ୍ ଇଣ୍ଡିଆ ଜର୍ସିରେ ରହିବ ଆୟୋଜକ ପାକିସ୍ତାନ ନାଁ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ। ବିସିସିଆଇ ସୂଚନା ଅନୁଯାୟୀ, ଆଇସିସିର ନିୟମ ଅନୁସାରେ ପ୍ରସ୍ତୁତ…

ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ମନା କଲେ ବିରାଟ, ଫ୍ୟାନ୍ସ କଲେ ସମାଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ସ୍ପଷ୍ଟ ଭାବେ ମନା କରୁଥିବା ଦେଖାଯାଉଛି। ଏନେଇ ଫ୍ୟାନ୍ସ ସମାଲୋଚନା କରିଛନ୍ତି । ପ୍ରଶ୍ନ କରିଛନ୍ତି, ଆମର ଏବଂ ଦେଶର ସୁରକ୍ଷା ପାଇଁ ଦିନରାତି କାମ…

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍, ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ଅବସରରେ ମ୍ୟାଚର ପ୍ରଥମ ଟିକେଟ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ବାରବାଟୀ…

ଚାମ୍ପିୟନ୍ସ ଟ୍ରଫି କିଟ ବିବାଦ, ଆସିଲା ଆଇସିସି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କିଟକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଟିମ କିଟରେ ପାକିସ୍ତାନ ଲେଖାକୁ ବିରୋଧ କରିଛି । କିଟରେ ପାକିସ୍ତାନ ଲେଖାକୁ ବିସିସିଆଇ ରଖି ନାହିଁ । ଏଥିନେଇ ପିସିବି ଅସନ୍ତୋଷ ବ୍ୟକ୍ତ କରିବା ସହ ଆଇସିସିଜୁ…

ଦ୍ୱିତୀୟ ଟି୨୦ ପାଇଁ ପ୍ରଶଂସକଙ୍କୁ ମିଳିବ ଏହି ଉପହାର

ଚେନ୍ନାଇ: ତାମିଲନାଡୁ କ୍ରିକେଟ ସଂଘ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ଟିକେଟଧାରକଙ୍କ ପାଇଁ ଉପହାର ରଖିଛି । ଟିକେଟଧାରୀମାନେ ଟିକେଟ ଦେଖାଇ ମାଗଣାରେ ମେଟ୍ରୋରେ ଯାତ୍ରା କରିପାରିବେ । ଶନିବାର ଏହି ମ୍ୟାଚ ଖେଳାଯିବ । ଚେନ୍ନାଇ ମେଟ୍ରା ରେଳ ଓ ଟିଏନସିଏ ମଧ୍ୟରେ ଏ…

ଟି୨୦ର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବ ମୁକାବିଲା

କୋଲକାତା: ଟି୨୦ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ ଭାବେ ବିବେଚନା କରାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜ ବୁଧବାରଠାରୁ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରୁଛି । ଯୁବ ଟିମ ପାଇଁ ଏହି ସିରିଜ ବେଶ ଗୁରୁତ୍ୱ ବହନ କରୁଛି । ପ୍ରଥମ…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେମିଫାଇନାଲରେ ଜୋକୋଭିଚ

ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଜୋକୋଭିଚ ୪-୬, ୬-୪, ୬-୩ ଓ ୬-୪ ସେଟରେ କାର୍ଲୋସ ଆଲକାରାଜଙ୍କୁ ପରାସ୍ତ କରିଥିଲେ । ୩୭ ବର୍ଷୀୟ…

ମନଦୁଃଖ ସହ ନିଜକୁ ଦାୟୀ କଲେ ସୂର୍ଯ୍ୟକୁମାର

କୋଲକାତା: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ତେବେ ଚାମ୍ପିୟନ୍ସ ଟ୍ରଫି ଦଳରେ ସ୍ଥାନ ପାଇ ନ ଥିବାରୁ ସୂର୍ଯ୍ୟକୁମାର ମନଦୁଃଖ କରିଛନ୍ତି । ଅବଶ୍ୟ ଏଥିପାଇଁ ସେ ନିଜ ପ୍ରଦର୍ଶନକୁ ଦାୟୀ କରିଛନ୍ତି । ସେ…

୧୯ ବର୍ଷରୁ କମ ମହିଳା କ୍ରିକେଟରେ ଇତିହାସ ରଚିଲେ ବୈଷ୍ଣବୀ

ନୂଆଦିଲ୍ଲୀ: ଭାରତର ବୈଷ୍ଣବୀ ଶର୍ମା ୧୯ ବର୍ଷରୁ କମ ମହିଳା କ୍ରିକେଟରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ଏଠାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବୈଷ୍ଣବୀଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ୨.୫ ଓଭରରେ କୌଣସି ୱିକେଟ…

୧୪ ବର୍ଷ ହେବ ଭାରତରେ ଇଂଲଣ୍ଡ ଜିତି ନାହିଁ ଟି୨୦ ସିରିଜ

କୋଲକାତା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଜାନୁୟାରୀ ୨୨ରେ ଆରମ୍ଭ ହେବ । କ୍ରିକେଟର ଏହି ଫର୍ମାଟରେ ୨୦୧୧ ପରଠାରୁ ଭାରତରେ ଇଂଲଣ୍ଡ ସିରିଜ ଜିତିନି । ୨୦୧୧ରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଥିଲେ । ଏହା ପରେ ବିରାଟ କୋହଲି ଦଳର ନେତୃତ୍ୱ…