Latest Odisha News

BREAKING NEWS

Browsing Category

ଖେଳ

ସାଉଥ ଏସିଆନ କରାଟେ: ଓଡିଶାକୁ ୮ ପଦକ

ଭୁବନେଶ୍ୱର: ଭୁଟାନର ଥିମ୍ପୁରେ ୮ମ ସାଉଥ ଏସିଆନ କରାଟେ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶା ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ୩ ସ୍ୱର୍ଣ୍ଣ ସହ ୮ ପଦକ ହାସଲ କରିଛନ୍ତି । ଅଂଶୁମାନ ଆଚାର୍ଯ୍ୟ (କୁମିଟେ ୭୦ କିଗ୍ରା, ପୁରୁଷ), ଆଲିଶା ସୁବୁଦ୍ଧି (କାଟା ୭୦ କିଗ୍ରା, ମହିଳା) ଓ…

ବକ୍ସିଂରେ ଏଥର ଭାରତ ଲଗାଇ ପାରିବ କି ଗୋଲ୍ଡେନ ପଂଚ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବକ୍ସରଙ୍କଠାରୁ ଏଥର ଗୋଲ୍ଡେନ ପଂଚ ଆଶା କରାଯାଉଛି । ରେସଲିଂ ପରି ଏଥର ପୁରୁଷଙ୍କ ତୁଳନାରେ ଏଥର ଅଧିକ ମହିଳା ଅଲିମ୍ପିକ କୋଟା ହାସଲ କରିଛନ୍ତି । ଅନ୍ତିମ ପଙ୍ଘାଲ (୫୧ କିଗ୍ରା) ଓ ନିଶାନ୍ତ ଦେବ(୭୧ କିଗ୍ରା) ବ୍ୟତୀତ ନିଖତ ଜରୀନ, ପ୍ରୀତି ପାୱାର, ଜସ୍ମିନ…

ଭାରତୀୟ ଫୁଟବଲ ଟିମର ନୂଆ କୋଚ ହେଲେ ସ୍ପେନର ମନୋଲୋ ମାର୍କେଜ

ନୂଆଦିଲ୍ଲୀ: ଭାରତୀୟ ଭାରତୀୟ ଫୁଟବଲ ମହାସଂଘ ଶନିବାର ସ୍ପେନର ମନୋଲୋ ମାର୍କେଜଙ୍କୁ ସିନିୟର ପୁରୁଷ ଟିମର କୋଚ ଭାବେ ନିଯୁକ୍ତ କରିଛି । ଇଗୋର ଷ୍ଟିମେକଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ମାର୍କେଜ ଇଣ୍ଡିଆନ ସୁପର ଲିଗ ଟିମ ଏଫସି ଗୋଆର କୋଚ ଦାୟିତ୍ୱ ତୁଲାଉଥିଲେ । ଏବେ ମନୋଲୋ ଉଭୟ…

ଅଲିମ୍ପିକ୍ସରେ ଖେଳିବା ପାଇଁ ଆଙ୍ଗୁଳି କାଟିବାକୁ ପଛେଇ ନ ଥିଲେ ଏହି ହକି ଖେଳାଳି

ପ୍ୟାରିସ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପ୍ୟାରିସ ଅଲିମ୍ପିକ୍ସ । ବିଶ୍ୱର ଏହି କ୍ରୀଡା ମହାକୁମ୍ଭରେ ଅଂଶଗ୍ରହଣ କରିବା ସମସ୍ତ ଖେଳାଳିଙ୍କ ସ୍ୱପ୍ନ ରହିଥାଏ । ଅଷ୍ଟ୍ରେଲିଆର ହକି ଖେଳାଳି ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ନିଜ ଆଙ୍ଗୁଳିକୁ ବଳି ପକାଇବାକୁ ପଛେଇ ନ ଥିଲେ ।…

୯ ବର୍ଷ ବୟସରେ ଚେସ ଅଲିମ୍ପିଆଡ ଖେଳିବେ ବୋଧନା ଶିବାନନ୍ଦନ

ବୁଡାପେଷ୍ଟ:ବୋଧନା ଶିବନନ୍ଦନ ବୁଡାପେଷ୍ଟ ଚେସ ଅଲିମ୍ପିଆଡ ପାଇଁ ଇଂଲଣ୍ଡ ପକ୍ଷରୁ ଖେଳିବେ । ମାତ୍ର ୯ ବର୍ଷ ବୟସରେ ଭାରତୀୟ ବଂଶୋଦ୍ଭବ ବୋଧନା ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ଇଂଲଣ୍ଡ ପକ୍ଷରୁ ସବୁଠାରୁ କମ ବୟସରେ ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଅନଲାଇନ…

ଗୌତମ ଗମ୍ଭୀରଙ୍କ ‘ଟିମ୍ ଇଣ୍ଡିଆ’

ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜ୍ ପାଇଁ ଘୋଷିତ ଭାରତୀୟ ଦଳରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ । ଟିମ୍ ଚୟନକୁ ନେଇ ଉଠିଛି ପ୍ରଶ୍ନ । ଜିମ୍ବୱେ ଗସ୍ତରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଋତୁରାଜ ଗାଏକୱାଡ୍ ଓ ଅଭିଷେକ ଶର୍ମାଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନି । ସଂଜୁ ସାମସନଙ୍କୁ ଦିନିକିଆ…

ବଦଳିଲା କ୍ରୀଡା ପୁରସ୍କାର ନାଁ, ହଟିଲା ବିଜୁ ବାବୁଙ୍କ ନାମ, ଜାଣନ୍ତୁ ନୂଆ ନାଁ କ’ଣ?…

ଭୁବନେଶ୍ବର: ରାଜ୍ୟ କ୍ରୀଡା ପୁରସ୍କାରର ବଦଳିଲା ନାଁ । ହଟିଲା ବିଜୁ ପଟ୍ଟନାୟକଙ୍କ ନାମ । ଏହା ବଦଳରେ କ୍ରୀଡା ପୁରସ୍କାରର ନାମ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ବୋଲି ଘୋଷଣା କରିଛି କ୍ରୀଡା ବିଭାଗ । ତେବେ ପ୍ରତିଭାବାନ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ…

ମହିଳା ଏସିଆ କପ: ପାକିସ୍ତାନକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ଦାମ୍ବୁଲା: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । ଦୀପ୍ତି ଶର୍ମା ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତ ପକ୍ଷରୁ ସର୍ବାଧିକ ୩ଟି ୱିକେଟ…

୧୪ ହଜାର ରନ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୧୫୨ ରନ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ କ୍ରିକେଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା ହୋଇ ସାରିଛି । ସୂର୍ଯ୍ୟକୁମାର ଯାଦବ ଟି୨୦ ଏବଂ ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ଦିନିକିଆ ସିରିଜରେ ବିରାଟ କୋହଲିଙ୍କ ନିକଟରେ ଆଉ ଏକ କୀର୍ତିମାନ ସ୍ଥାପନ…

ଇସ୍ରାଏଲ ଫୁଟବଲ ଟିମ ଖେଳିବ ଅଲିମ୍ପିକ୍ସ

ଜ୍ୟୁରିକ: ଇସ୍ରାଏଲ ଫୁଟବଲ ପ୍ରଶଂସକମାନଙ୍କ ଖୁସି ଖବର । ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଇସ୍ରାଏଲ ଟିମ ଫୁଟବଲରେ ଅଂଶଗ୍ରହଣ କରିପାରିବ । ଫିଫା ଏବେ ଇସ୍ରାଏଲ ଉପରୁ ପ୍ରତିବନ୍ଧ ଲଗାଇବା ନିଷ୍ପତିକୁ ଘୁଂଚାଇ ଦେଇଛି । ୨ ମାସ ତଳେ ଫିଲିସ୍ତାନୀର ଫିଫା ନିକଟରେ ଇସ୍ରାଏଲକୁ ବାସନ୍ଦ କରିବା ପାଇଁ…