Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ନିଲାମରେ ରେକର୍ଡ କଲେ ଜୟଦେବ ଉନାଡକଟ

ଜେଦାହ:ଜୟଦେବ ଉନାଡକଟ ଆଇପିଏଲ ନିଲାମରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୧୩ ଥର ନିଲାମ ପ୍ରକ୍ରିୟାରେ ସାମିଲ ହେବା ସହ ବିକ୍ରି ମଧ୍ୟ ହୋଇଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଖେଳାଳି ଏତେ ଥର ବିକ୍ରି ହୋଇ ନାହାନ୍ତି । ଜୟଦେବ ୨୦୧୦ରେ ଆଇପିଏଲ ପଦାର୍ପଣ…

ଆଇପିଏଲ ନିଲାମ: ବାଂଲାଦେଶ ଖେଳାଳିଙ୍କୁ କେହି କିଣିଲେ ନାହିଁ

ଜେଦାହ: ଆଇପିଏଲ ମେଗା ନିଲାମରେ ଏଥର କୌଣସି ବାଂଲାଦେଶୀ ଖେଳାଳିଙ୍କୁ ଫ୍ରାଂଚାଇଜରମାନେ ଦଳରେ ନେଇ ନାହାନ୍ତି । ପାକିସ୍ତାନ ପରେ ବାଂଲାଦେଶ ଖେଳାଳିଙ୍କୁ ସାଇଡଲାଇନ କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ଶାସନ ପରିବର୍ତନ ପରେ ହିନ୍ଦୁଙ୍କ ଉପରେ…

ଗତ ସିଜନରେ ଥିଲା ଚାହିଦା ଏଥର ଅଲୋଡା

ଜେଦାହ: ଆଇପିଏଲ ୨୦୨୫ ମେଗା ନିଲାମ ଶେଷ ହୋଇ ଯାଇଛି । ସମସ୍ତ ଫ୍ରାଂଚାଇଜର ସେମାନଙ୍କ ମୁନ ମୁତାବକ ଖେଳାଳିଙ୍କୁ ନେଇ ସୁଚିନ୍ତିତ ଯୋଜନା ଅନୁସାରେ ଦଳ ଚୟନ କରି ସାରିଛନ୍ତି । ଏଥର କେବଳ ମୁକାବିଲାକୁ ଅପେକ୍ଷା । ତେବେ ଏଥର ନିଲାମରେ ଗତ ସଂସ୍କରଣର କେତେକ ମନ ପସନ୍ଦର ଖେଳାଳି ହଠାତ ଅଲୋଡା…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷରେ ବୁମରାହ

ଦୁବାଇ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ପର୍ଥ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବୁମରାହ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ଏହା ତାଙ୍କ ର‌୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହୋଇଥିଲା । ସେ ଦକ୍ଷିଣ…

ପନ୍ତଙ୍କ ରେକର୍ଡ ଭାଙ୍ଗିଲେ ଉର୍ଭିଲ ପଟେଲ

ନୂଆଦିଲ୍ଲୀ: ଗୁଜରାଟର ୱିକେଟକିପର ଉର୍ବିଲ ପଟେଲ ସୟେଦ ମୁସ୍ତାକ ଅଲି ଟ୍ରଫି କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ଦ୍ରୁତ ଶତକ ହାସଲରେ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୮ରେ ପନ୍ତ ହିମାଚଳପ୍ରଦେଶ ବିପକ୍ଷରେ ୩୨ ବଲରେ ଶତକ ହାସଲ କରିଥିଲେ । ଏବେ…

ରୋହିତଙ୍କୁ ନେଇ ଅଡୁଆରେ ଟିମ ଇଣ୍ଡିଆ

ଆଡିଲେଡ: ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଟିମ କମ୍ବିନେଶନ ଓ ଯଶପ୍ରୀତ ବୁମରାହଙ୍କ ଅଧିନାୟକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରାଯାଇଛି । ଏବେ ରୋହିତ ଆଡିଲେଡ ଟେଷ୍ଟ ପୂର୍ବରୁ…

ଆରସିବିର ନେତୃତ୍ୱ କିଏ ନେବ

ବେଙ୍ଗାଲୁର: ଆଇପିଏଲ ୨୦୨୫ର ମେଗା ନିଲାମ ଶେଷ ହୋଇଯାଇଛି । ଷ୍ଟାର ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ଆରସିବି ଏଥର ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ତେବେ ଦଳ କାହାକୁ ଅଧିନାୟକ କରିବ ତାହା ସ୍ପଷ୍ଟ ହୋଇନି । ଦଳ ଏଥର ୨୨ ଖେଳାଳିଙ୍କୁ ଦଳରେ ନେଇଛି । ବିରାଟ…

ସଇମ ଆୟୂବଙ୍କ ବିଶ୍ୱରେକର୍ଡ

ଲାହୋର: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନ ବିଜୟ ହାସଲ କରି ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି । ଏହି ମ୍ୟାଚରେ ସମଇ ଆୟୂବ ବିସ୍ଫୋରକ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିବା ସହ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୬୨ ବଲରେ ୧୭…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ହାଇବ୍ରିଡ ମଡେଲ ଆଡେ ମୁହାଁଇଛି ଆଇସିସି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ କେଉଁଠାରେ ହେବ ସେ ନେଇ ସସ୍ପେନ୍ସ ଲାଗି ରହିଛି । ବିସିସିଆଇ ସ୍ପଷ୍ଟ ଭାବେ ପିସିବି ଓ ଆଇସିସିକୁ ଜଣାଇ ଦେଇଛି ଯେ, ସୁରକ୍ଷା ଦୃଷ୍ଟିକୋଣରୁ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବନି । ପିସିବି ହାଇବ୍ରିଡ ମଡେଲ ସପକ୍ଷରେ ନାହିଁ ।…

ବୟସକୁ ନେଇ ଭାଇରାଲ ହେଉଛି ବୈଭବଙ୍କ ପୁରୁଣା ବୟାନ, ମୁହଁ ଖୋଲିଲେ ବାପା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ୧କୋଟି ୧୦ ଲକ୍ଷ ଟଙ୍କାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ନେଇଛି । ୧୩ ବର୍ଷୀୟ ବୈଭବ ଏବେ ରାତାରାତି ଷ୍ଟାର ପାଲଟି ଯାଇଛି । ତେବେ ତାଙ୍କ ବୟସକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଛି । ଏପରିକି ତାଙ୍କ…