Latest Odisha News

BREAKING NEWS

Browsing Category

ଖେଳ

ଦୁବାଇ ୨୪ଏଚ୍ ରେସରେ ଜିତିଲେ ଅଭିନେତା ଅଜିତ୍ କୁମାର

ଦୁବାଇ: ସାଉଥ ସୁପରଷ୍ଟାର ଅଜିତ କୁମାର ପୁଣିଥରେ ରେସକୁ ଫେରିଛନ୍ତି। ଅଭିନେତା ଜଣକ ୨୪ଏଚ୍ ଦୁବାଇ ୨୦୨୫ ଏଣ୍ଡ୍ୟୁରାନ୍ସ ରେସରେ ଅଂଶଗ୍ରହଣ କରିଥିଲେ। ବିଜୟୀ ହେବା ପରେ ସେ ଭାରତୀୟ ପତାକା ହଲାଇ ସେଲିବ୍ରେସନ କରିଥିଲେ। ତାଙ୍କ ଟିମ୍ ପକ୍ଷରୁ 'ଏକ୍ସ'ରେ ଏନେଇ ସୂଚନା ଦିଆଯାଇଛି। କ୍ୟାପସନରେ…

କୋହଲି, ସ୍ମୃତି ୧୮ ନମ୍ବର ଜର୍ସିରେ କରୁଛନ୍ତି କମାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି, ସ୍ମୃତି ମାନ୍ଧନାଙ୍କ ପ୍ରଦର୍ଶନକୁ କିଏ ବା ଭୁଲି ପାରିବ । ସବୁଠାରୁ ମଜା କଥା ଏହି ଦୁଇ ଖେଳାଳି ୧୮ ନମ୍ବର ଜର୍ସି ପିନ୍ଧନ୍ତି । ପୁରୁଷ କ୍ରିକେଟରେ କୋହଲି ଓ ମହିଳାରେ ସ୍ମୃତିଙ୍କ ପ୍ରଦର୍ଶନକୁ ତୁଳନା କଲେ ଆଉ ଏକ…

ତ୍ରିଶତକ ମାରି ଚର୍ଚ୍ଚାରେ ଥିଲେ, ୭ ବର୍ଷ ପରେ ପୂନର୍ବାର ଫେରିବେ କି ଦଳକୁ

ନୂଆଦିଲ୍ଲୀ: ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ଯୁବ ବ୍ୟାଟ୍ସମ୍ୟାନ କରୁଣ ନାୟାର ତ୍ରିଶତକ ମାରି ଚର୍ଚ୍ଚାରେ ଥିଲେ । ଏହା ପରେ ସେ ୩ଟି ଟେଷ୍ଟରେ ୫୪ ରନ କରିବା ଯୋଗୁ ଦଳରୁ ବାଦ ପଡିଥିଲେ । ସେବେଠାରୁ ସେ ଆଉ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ କରୁଣ…

ବୁମରାହ ହୋଇପାରିବେ କି ନିୟମିତ ଅଧିନାୟକ

ମୁମ୍ବାଇ: ରୋହିତ ଶର୍ମାଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କିଏ ହେବ ସେ ନେଇ ବିସିସିଆଇ ବିଚାର ବିମର୍ଶ ଆରମ୍ଭ କରିଦେଇଛି । ଯଶପ୍ରୀତ ବୁମରାହ ଏହି ଦୌଡରେ ଆଗରେ ରହିଛନ୍ତି । ତେବେ ତାଙ୍କ ଆଘାତ ସମସ୍ୟା ବିସିସିଆଇକୁ ଚିନ୍ତାରେ ପକାଇଛି । ଏବେ ସେ ଅନଫିଟ ରହିବା ଯୋଗୁ ଚାମ୍ପିୟନ୍ସ…

ମହିଳା କ୍ରିକେଟ: ସ୍ମୃତି ମାନ୍ଧନାଙ୍କ ରେକର୍ଡ ଭାଙ୍ଗିଲେ ଈରା

ମୁମ୍ବାଇ:ମୁମ୍ବାଇର ୧୪ ବର୍ଷୀୟା ଓପନର ଈରା ଯାଦବ ୧୯ ବର୍ଷରୁ କମ ଘରୋଇ କ୍ରିକେଟରେ ରେକର୍ଡ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଭାରତ ପକ୍ଷରୁ ୧୯ ବର୍ଷରୁ କମ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି । ମୁମ୍ବାଇର ଏହି ପ୍ରତିଭାବାନ ଖେଳାଳି ଚମତ୍କାର ପ୍ରଦର୍ଶନ କରି ସ୍ମୃତି ମାନ୍ଧାନାଙ୍କ…

ଏହି ଦିନ ଆରମ୍ଭ ହେବ ଆଇପିଏଲ ୨୦୨୫

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ କେବେଠାରୁ ଆରମ୍ଭ ହେବ ସେ ନେଇ ବଡ ସୂଚନା ବିସିସିଆଇ ଭାଇସ ପ୍ରେସିଡେଂଟ ରାଜୀବ ଶୁକ୍ଲା ଦେଇଛନ୍ତି । ଶୁକ୍ଲା କହିଛନ୍ତି ଆଇପିଏଲର ୧୮ତମ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ବିସିସିଆଇ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆ ଯାଇଥିବା ସେ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଗ୍ରୁପ ପର୍ଯ୍ୟାୟରେ ଖେଳି ନ ପାରନ୍ତି ବୁମରାହ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି । ରିପୋର୍ଟ ଅନୁସାରେ ବୁମରାହ ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ଖେଳି ନ ପାରନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ଅବସରରେ ବୁମରାହଙ୍କ ପିଠି…

ମାଲେସିଆ ଓପନ୍ ବ୍ୟାଡମିଣ୍ଟନ: ସେମିରେ ହାରିଲେ ସାତ୍ତ୍ବିକ-ଚିରାଗ ଯୋଡ଼ି

ନୂଆଦିଲ୍ଲୀ: ମାଲେସିଆ ଓପନ୍ ସୁପର ୧0000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତୀୟ ଯୋଡି ପରାସ୍ତ ହୋଇଛନ୍ତି । ଗତ ଶନିବାର ଦିନ କୁଆଲାଲମ୍ପୁରରେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ଦକ୍ଷିଣ କୋରିଆର ସିୟୋ ସିୟୁଙ୍ଗ-ଜାଏ ଓ କିମ୍ ଓ୍ଵାନ୍-ହୋଙ୍କ ଯୋଡ଼ି ଠାରୁ…

ମହିଳା ହକିର ନୂଆ ଯୁଗ ଆରମ୍ଭ: ପ୍ରଥମ ମହିଳା ହକି ଇଣ୍ଡିଆ ଲିଗର ଉଦଘାଟନୀ ମ୍ୟାଚ ଖେଳିବ ଓଡିଶା ଓ୍ବାରିୟର୍ସ

ରାଞ୍ଚି:ଆଜି ମହିଳା ହକିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ଜୟପାଲ ସିଂ ଷ୍ଟାଡିୟମରେ ଖେଳାଯିବ । ଦୁଇ ସପ୍ତାହ ଧରି ଏହି ମହିଳା ହକି ଲିଗ୍ ୧୨ ଜାନୁଆରୀରୁ ୨୬ ଜାନୁଆରୀ ଯାଏଁ ଆୟୋଜନ ହେବ । ଇତିହାସରେ ପ୍ରଥମ ହକି ଇଣ୍ଡିଆ ଲିଗ୍ ଖେଳାଯିବ ଗୋଟିଏ…

ମେଲବୋର୍ଣ୍ଣ ଟେଷ୍ଟ ପରେ ଅବସର ନେଇଥାନ୍ତେ ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାରରର ଆକଳନ କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । କୋଚ ଗୌତମ ଗମ୍ଭୀରଙ୍କ ସହ ତାଙ୍କ ମତଭେଦ ମଧ୍ୟ ସମ୍ମୁଖକୁ ଆସିଥିଲା ।…