Latest Odisha News

BREAKING NEWS

Browsing Category

ଖେଳ

ଇସ୍ରାଏଲ ଫୁଟବଲ ଟିମ ଖେଳିବ ଅଲିମ୍ପିକ୍ସ

ଜ୍ୟୁରିକ: ଇସ୍ରାଏଲ ଫୁଟବଲ ପ୍ରଶଂସକମାନଙ୍କ ଖୁସି ଖବର । ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଇସ୍ରାଏଲ ଟିମ ଫୁଟବଲରେ ଅଂଶଗ୍ରହଣ କରିପାରିବ । ଫିଫା ଏବେ ଇସ୍ରାଏଲ ଉପରୁ ପ୍ରତିବନ୍ଧ ଲଗାଇବା ନିଷ୍ପତିକୁ ଘୁଂଚାଇ ଦେଇଛି । ୨ ମାସ ତଳେ ଫିଲିସ୍ତାନୀର ଫିଫା ନିକଟରେ ଇସ୍ରାଏଲକୁ ବାସନ୍ଦ କରିବା ପାଇଁ…

ସୂର୍ଯ୍ୟକୁମାର ଅଧିନାୟକ ହେବାର ପ୍ରକୃତ କାରଣ ସମ୍ମୁଖକୁ ଆସିଲା

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି  । ପୂର୍ବରୁ ଏହି ଦୌଡରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗରେ ଥିଲେ । ତେବେ ହାର୍ଦ୍ଦିକଙ୍କୁ କାହିଁକି ଅଧିନାୟକ ପଦ ପ୍ରଦାନ କରାଗଲା ନାହିଁ ତାହାର କାରଣ ଏବେ ସମ୍ମୁଖକୁ ଆସିଛି ।…

ଏଥର ଅଫିସିଆଲ: ଅଲଗା ହେବେ ହାର୍ଦ୍ଦିକ-ନତାଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାରେ ରହିଥିଲା । ଏବେ ସେମାନଙ୍କ ବିଚ୍ଛେଦ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଉଭୟ ସେମାନଙ୍କ ଛାଡପତ୍ର ନେଇ ସ୍ପଷ୍ଟ କରିଛନ୍ତି । ୧…

ଗିଲ ହେବେ କି ଭାରତୀୟ କ୍ରିକେଟର ଭବିଷ୍ୟତ ଅଧିନାୟକ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଚୟନ କମିଟି ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଦଳ ଘୋଷଣା କରିଛି । ଟି୨୦ରେ ସୂର୍ଯ୍ୟକୁମାର ଯାଦବ ଏବଂ ଦିନିକିଆରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି ୨ଟି ଯାକ ଫର୍ମାଟରେ ଶୁଭମନ ଗିଲଙ୍କୁ…

ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଲାୟନ ସିଟି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା ଏଫସି

ଭୁବନେଶ୍ୱର: ପ୍ରଥମ ଏଏଫସି ମହିଳା ଚାମ୍ପିୟନ୍ସ ଲିଗରେ ଲାୟନ ସିଟି ସେଲର୍ସ ବିପକ୍ଷରେ ଓଡିଶା ଏଫସି ତାର ଅଭିଯାନ ଆରମ୍ଭ କରିବ । ଗ୍ରୁପ ବି ପ୍ରିିଲିମିନାରୀ ଷ୍ଟେଜ ଜୋର୍ଡାନରେ ୨୫ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଗ୍ରୁପରେ ଓଡିଶା ଏଫସି ସହ ଜୋର୍ଡାନର ଇଥିଆଡ କ୍ଲବ ଓ…

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଟି୨୦ରେ ସୂର୍ଯ୍ୟକୁମାର ଅଧିନାୟକ

ମୁମ୍ବାଇ: ବହୂ ପ୍ରତୀକ୍ଷୀତ ନାଟକର ଅବସାନ ଘଟିଛି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି । ଶୁଭମନ ଗିଲ ଉପ ଅଧିନାୟକ…

ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ଦି ଓଭାଲ: ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ନାମରେ ଆଉ ଏକ ବିଶ୍ୱରେକର୍ଡ ଯୋଡି ହୋଇଯାଇଛି । ପ୍ରଥମ ଦିବସରେ ଇଂଲଣ୍ଡ ମାତ୍ର ୪.୨ ଓଭରରେ ଦ୍ରୁତ ଅର୍ଦ୍ଧଶତକ ହାସଲରେ ଏହି ରେକର୍ଡ ସ୍ଥାପନ କରିଛି । ଦୁଇ ଓପନର ବେନ ଡକେଟ ଓ ଅଲୀ ପୋପ ଯଥାକ୍ରମେ ୧୪…

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ପାରନ୍ତି ରୋହିତ

ମୁମ୍ବାଇ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଖେଳି ପାରନ୍ତି । ଟି୨୦ ବିଶ୍ୱକପ ପରେ ସେ ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ରୋହିତ ବିଶ୍ରାମ ନେବେ…

ପାକିସ୍ତାନ ହାତରୁ ଯାଇପାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର

ମୁମ୍ବାଇ: ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବ । ତେବେ ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ ଏବେ ପିସିବି ଅଡୁଆରେ ପଡିଯାଇଛି । ଏପରିକି ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ହାତରୁ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର ଯିବା ଆଶଙ୍କା…

ଆହୁରି ଲମ୍ବା ହେଲା ୫୮ ବର୍ଷର ଯନ୍ତ୍ରଣାଦାୟକ ପ୍ରତୀକ୍ଷା

ଯେଉଁ ଦେଶରେ ଫୁଟବଲର ସୃଷ୍ଟି, ସେହି ଦେଶର ଏହି ଖେଳରେ ପ୍ରାଧାନ୍ୟ ରହିବା କଥା । ଆନ୍ତର୍ଜାତିକ ଟାଇଟଲର ଅଭାବ ରହିବା କଥା ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଇଂଲଣ୍ଡର ରେକର୍ଡ ଅତି ନିରାଶାଜନକ, ଦୁର୍ବଳ । ଫୁଟବଲର ଜନ୍ମଦାତା ହୋଇ ସୁପରପାୱାର ହୋଇପାରିନାହିଁ ଇଂଲଣ୍ଡ । ମାତ୍ର ଥରେ ହିଁ ଜିତିଛି…